ସିନାପାଲି ରେ ଭାରତୀୟ ଜନତା ପାର୍ଟିର ବିଜୟୀ ସଂକଳ୍ପ ଶୋଭାଯାତ୍ରା         

ସିନାପାଲି ରୁ ନିରାକାର ମେହେର -ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୀତି ଦଳ ପକ୍ଷରୁ ତାତ୍ପର୍ଆଟା ପ୍ରକାଶ ପାଉଥିବା ଦେଖାଯାଉଛି ! ବିଜୟ ସଂକଳ୍ପ ଅଭିଯାନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ ଙ୍କ ନେତୃତ୍ୱ ରେ ସିନାପାଲି ଦୁର୍ଗା ମନ୍ଦିର ରୁ 9ଟି ଗ୍ରାପ ସିନାପାଲୀ, ହାତୀବନ୍ଧା,…

କିଏ କରିବ ସୁଶାନ୍ତଙ୍କ “ଲୋକପ୍ରିୟତା”ର ବ୍ୟୁହ ଭେଦ !!!!

     ବରଗଡ :- ବରଗଡ ଜିଲ୍ଲାରେ ମୋଟ 5 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା 18 ତାରିଖ ଦିନ ବରଗଡ ଲୋକସଭା ଓ ଲୋକସଭା ଅନ୍ତର୍ଗତ 7 ଟି ବିଧାନସଭା ଯଥା ପଦ୍ମପୁର , ବିଜେପୁର , ଭଟଲି , ବରଗଡ , ଅତବିରା , ଝାରସୁଗୁଡା ଓ ବ୍ରଜରାଜନଗର ରେ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ ।…

ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

ଭୁବନେଶ୍ୱର : ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ୱରଠାରେ ମାର୍ଚ୍ଚ…

ତିନିମାସ ହେବ ଦରମା ମିଳିନି, ହନ୍ତସନ୍ତ ହେଉଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ 

 ବଲାଙ୍ଗୀର/Niroj mishra : 3 ମାସ ହେବ ମିଳିନାହିଁ ଦରମା । ଏପରିକି ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇ ଦେଇଛି । ଏଭଳି ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହି କର୍ମଚାରୀମାନେ ମଙ୍ଗଳବାର…

ବ୍ୟବସାୟୀଙ୍କ ଜବର ଦଖଲରେ ଏଡିଏମଓଙ୍କ ବାସଗୃହ କ୍ୟାମ୍ପସ୍

ବଲାଙ୍ଗୀରରୁ ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ ଠାକୁର : ବଲାଙ୍ଗିର ସହର ବ୍ୟବସାୟୀ ଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି | 2011 ସେସନ୍ ପରେ ସହରରେ ଲୋକସଂଖ୍ୟା ତୀବ୍ର ଭାବେ ବୃଦ୍ଦି ପାଇବାରେ ଲାଗିଛି |  ବାହାର ରାଜ୍ୟ ତଥା ଜିଲ୍ଲାମାନଙ୍କରୁ ଅନେକ ବ୍ୟବସାୟୀ ଆସି ସରକାରୀ ଜାଗା ଅବରୋଧକରି…

ପଦ୍ମ ଛାଡି  ଶଙ୍ଖ ଧରିଲେ ବିଜେପି ନେତା 

ହଜାରେରୁ ଅଧିକ ସମର୍ଥକଙ୍କ ସହବିଜେଡିରେ ଯୋଗଦେଲେ ବିଶୋୟୀ ବିଜେପି ନେତା ରାମ କୁମାର ସୋରେନ୍‍  ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋୟୀ ମଣ୍ଡଳ…

ବିଡିଏରେ ଯୋଗ ଦେଉନାହାନ୍ତି ବୁନୁ, ବିଜେପି ଯିବେ ବୋଲି ଦାଣ୍ଡରେ ହାଟରେ ଚର୍ଚା 

ଭୁବନେଶ୍ୱର: ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଚାନ୍ସ ନାହିଁ, ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଠି ପାଇଁ ବିଡିଏରେ ଯୋଗ ଦେଇନାହାନ୍ତି ।…

ଜିଲ୍ଲାର  ୬୦୩ ଟି ବୁଥରେ ହେବ ଭୋଟ ଗ୍ରହଣ 

ନୂଆପଡା.(ଅମିତ ପୁରୋହିତ); ନିର୍ବାଚନ ଆଚରଣ କୁ କଡାକଡି ଭାବେ ଲାଗୁ କରିବା ପାଇଁ ପ୍ରଶାସନ ତରଫରୁ ହେଉଥିବା ବ୍ୟବସ୍ଥା ଗୁଡିକ ବିଷୟରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ…

ମାଟିରେ ରେନଡନ ଟ୍ରାନ୍ସପୋର୍ଟ ମେକାନିଜିମ ଭୁମିକମ୍ପ ସମ୍ପର୍କରେ ସୂଚନା ଦେବ

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ମାଟିରେ ରେନଡନ ମେକାନିଜିମ ଟ୍ରାନ୍ସପୋର୍ଟ ଦ୍ବାରା ଏବେ ଭୁମିକମ୍ପର ଆଶଙ୍କା ସମ୍ବନ୍ଧରେ ଜାଣିହେବ ଏହା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି | ଏ ସମ୍ପର୍କରେ ଏନ୍ଆଇଟିର ଗଣିତ ବିଭାଗର ପ୍ରୋଫେସର ସ୍ନେହାଶିଷ…

ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା, ରାସ୍ତା କଡରେ ଚକ ସଜାଡୁଥିବା ଡ୍ରାଇଭରଙ୍କ ଗଲା ଜୀବନ

 ବଲାଙ୍ଗୀର/ ନିରୋଜ ମିଶ୍ର :  ବଲାଙ୍ଗୀର ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେଲା। ହେଲେ ଜୀବନ ହରାଇଲେ ରାସ୍ତାକଡ଼ରେ ନିଜ ଟ୍ରକ୍‌ର ଚକା ସଜାଡ଼ୁଥିବା ଆଉ ଜଣେ ଡ୍ରାଇଭର। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ।ମୃତ ଡ୍ରାଇଭରଙ୍କ ନାଁ…