ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବିରାଟ ବାହିନୀ : ୩ଟି ଫର୍ମାଟରେ ବିରାଟ ଅଧିନାୟକ

0

ଦିନିକିଆ ଆଉ ଟି_ଟ୍ୱେଣ୍ଟି ପାଇଁ ରୋହିତ ଶର୍ମା ଉପ, ଟେଷ୍ଟରେ ଉପ  ଆଜିଙ୍କ୍ୟ ରାହାଣେ

ମୁମ୍ବାଇ :  ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁଘୋଷିତ ହୋଇଛି ଟିମ ଇଣ୍ଡିଆ | ତିନୋଟି ଯାକ ଫର୍ମାଟରେ ନେତୃତ୍ୱ ନେବେ ବିରାଟ କୋହଲି | ଆଜି ଘୋଷିତ ତାଲିକା  ଅନୁସାରେ  ଭାରତୀୟ ଦିନିକିଆ ବିରାଟ ବାହିନୀରେ ସାମିଲ ହୋଇଛନ୍ତି  ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସାଇନି ।
ସେହିପରି  ଭାରତୀୟ ଟେଷ୍ଟ ବିରାଟ ବାହିନୀରେ ସାମିଲ ହୋଇଛନ୍ତି ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରି, ଋଷଭ ପନ୍ଥ(ୱିକେଟରକ୍ଷକ), ଋଦ୍ଧିମାନ ଶାହା(ୱିକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ ବୁମରା, ଉମେଶ ଯାଦବ ।
ସେହିପରି  ଭାରତୀୟ ଟି_ଟ୍ୱେଣ୍ଟି ପାଇଁ  ବିରାଟ ବାହିନୀରେ ସାମିଲ ହୋଇଛନ୍ତି  ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, କୃର୍ଣ୍ଣାଲ ପାଣ୍ଡ୍ୟା, ୱାଂଶିଟନ୍ ସୁନ୍ଦର, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସାଇନି |

Leave A Reply

Your email address will not be published.