Sign in
Sign in
Recover your password.
A password will be e-mailed to you.
ଉତ୍କଳ ଦିବସର ବିଭିନ୍ନ ପ୍ରତିଯୋଗିତା ମାର୍ଚ୍ଚ ୨୫ ରେ ।
ଯାଜପୁର(ଜୟଶଙ୍କର ଦାଶ) :ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଚଳିତ ମାସ ୨୫ ତାରିଖରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୮ ଘଟିକା ସମୟରେ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ ଓ…
ତିର୍ତ୍ତୋଲରେ ବୃଦ୍ଧି ପାଉଛି ଚୋରି :ନେହେରୁ ହାଟ,ଶାରଳା ହାଟରେ ରାତ୍ରି ପେଟ୍ରୋଲିଂ ଦାବି
ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ରାତ୍ରି ଚୋରଙ୍କ ଉପଦ୍ରବ ବଢିବାରେ ଲାଗିଛି।ଯାହାକି ଏଇ କିଛି ଦିନ ପୂର୍ବେ ତିର୍ତ୍ତୋଲ ନେହେରୁ ହାଟ ମଧ୍ୟରେ ଥିବା ଟୁନିଲତା ସାହୁଙ୍କର ଦୋକାନକୁ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଦୋକାନରୁ ନଗଦ ଟଙ୍କା…
ଲୁହରେ ଭିଜିଲା ନିଲାଥର : ତଦନ୍ତ ଆରମ୍ଭ ପରେ ଜଳିଲା ଜୁଇ
ଜାମସେଠ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ନିଲାଥର ଗ୍ରାମ ରେ ଗତକାଲି ଆତ୍ମହତ୍ୟା କରିଥିବା ଚୈତରାମ ଭାଟ ଙ୍କ ୧୬ବଷ'ର ନାବାଳିକା ଝିଅ ଗିତାଞଲି ର ଶବ ଗାଁ ଦାଣ୍ଡରେ ରଖି ଗ୍ରାମବାସୀ ମାନେ ରାତିସାରା ଜଗି ରହିଥିଲେ। ସକାଲେ ପାଇକମାଲ ଥାନା ଅଧିକାରୀ…
ମୋରଡ଼ା ସିଂହାସନ , କିଏ କିଣିବ ଭୋଟରଙ୍କ ମନ
ଏଠି ଗୋଳିଆ ସ୍ଥିତିରେ ଲଢେଇ, କିଏ ନେବ କି ରାଜାଙ୍କ ଗାଦି ଛଡେଇ !!!!
ବଦଳିବ ସମୀକରଣ, ନୂଆ ମୁହଁ ସପକ୍ଷରେ ସବୁ ଦଳ
ବାରିପଦା
ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର…
ଅସୁସ୍ଥ ଥାଇ ବି ମନ ସମ୍ଭାଳିଲାନି
ଦୁର୍ଘଟଣା ଖବର ଶୁଣି ଘଟଣାସ୍ଥଳକୁ ଦୌଡ଼ିଗଲେ ମନ୍ତ୍ରୀ ସୁଶାନ୍ତ
ବରଗଡ :- ଆଜି ଦିପହର ପ୍ରାୟ ଦୁଇଟା ରୁ ଅଢେଇଟା ଭିତରେ ସୋହେଲା ପଦ୍ମପୁର ରାସ୍ତାରେ ଜାମପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ବରଗଡ଼ ପଟକୁ ଯାଉଥିବା ଏକ ମରୁତି ଇକୋ ଭେନ ରାସ୍ତାକଡରେ…
ଆଗାମୀ ସାଧାରଣ ନିର୍ବାଚନ : ଆନ୍ଧ୍ର ଓ ଓଡିଶା ସୀମାନ୍ତ ପୋଲିସ ଅଧିକାରୀପ୍ରସ୍ତୁତ କଲେ ଆକ୍ସନ ପ୍ଲାନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଥିବା ପୋଲିସ ଥାନା ଗୁଡିକର ଅଧିକାରୀ ମାନଙ୍କ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଥିବା ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ…
ଗାଉଣ୍ଡ ଜ଼ିରୋ ରିପୋର୍ଟ : ଅଭିଶାପର ଅନ୍ୟ ନାଁ ବଡସଡା ଗାଁ !!!!!
ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି ପାହାଡିଆ ଗ୍ରାମ ବଡସଡା
ଅପହଞ୍ଚ ମୌଳିକ ସମସ୍ୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା
ଅଭିଶପ୍ତ ଜୀବନ ବିତାଉଛନ୍ତି ବଡସଡା ଗ୍ରାମବାସୀ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀଙ୍କ ରିପୋର୍ଟ : ପୂର୍ବରୁ ଆମେ ବିଭିନ୍ନ ମୌଳିକ ସମସ୍ୟା ମଧ୍ୟ ଦେଇ ଜୀବନ…
କାନ୍ଥ କଣା କରି ବିଦେଶୀ ମଦ ଦୋକାନରେ ଚୋରି
ନୂଆପଡା(ଅମିତ କୁମାର ପୁରୋହିତ) ; ସଦର ମହକୁମା ସ୍ଥିତ ବିଦେଶୀ ଠିପି ବନ୍ଦ ମଦ ଦୋକାନର ପଛ ପଟ କାନ୍ଥ ରେ ଏକ ବଡ କଣା କରି କିଛି ଦୃର୍ବୁତ୍ତ ଚୋରି କରିଥିବାର ଅଭିଯୋଗ ହୋଇଛି । ଗତ କାଲି ରାତ୍ରୀ ୧୦ ଟା ବେଳେ ସବୁଦିନ ପରି ମ୍ୟାନେଜର ଏବଂ ତାଙ୍କ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ…
ଡକାୟତି ଉଦ୍ୟମ ବିଫଳ : ଗାଡି ଛାଡି ଫେରାର ମାରିଲେ ଦୁର୍ବୁତ୍ତ
ନୂଆପଡା. (ଅମିତ ପୁରୋହିତ) ; ନୂଆପଡା ଏନ.ଏ.ସି ର ମହାଶକ୍ତି ସଂଗଠନ ଅର୍ନ୍ତଭୁକ୍ତ ପୂଜା ନାମକ ଏକ ମହିଳା ସ୍ୱୟଂ ସହାୟକ ଦଳ ଆଜି ସ୍ଥାନିୟ ପଞାବ ନେସନାଲ ବ୍ୟାଙ୍କକୁ ପଇସା ଉଠାଇବା ପାଇଁ ଆସିଥିଲେ । ପ୍ରାୟ ଦେଢ ଲକ୍ଷ ଟଙ୍କା ଉଠାଇ ଦୁଇ ଜଣ ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଇକ…
ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ପ୍ରଶାସନର ପଦକ୍ଷେପ
ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ : ଆସନ୍ତା ସାଧାରଣ ନିର୍ବାଚନ କୁ ସାମ୍ନାରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ନିର୍ବାଚନ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି | ନିର୍ବାଚନ କୁ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ କରାଯିବ…