କାର ଓ ବାଇକ ଧକ୍କା, ଜଣେ ଗୁରୁତର ଆହତ ରାଜ୍ୟ By SPNEWS On Jul 22, 2019 0 Share କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୫୯ ନଂ ଜାତୀୟ ରାଜପଥ ଲାଡ଼ କୁମୁରାଗୁଡ଼ା ଠାରେ କାର ଓ ବାଇକ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ତେବେ ଗୁରୁତର ଅବସ୍ଥାରେ ବାଇକ ଚାଳକ ଙ୍କୁ କୁଚିଣ୍ଡା ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି l 0 Share FacebookTwitterGoogle+ReddItWhatsAppPinterestEmail