Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ବିଶ୍ୱ କଳାମୋତିଆ ସପ୍ତାହ – ୨୦୧୯ ଅନୁଷ୍ଠିତ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ ଆଜି ସ୍ୱାସ୍ଥ୍ୟ ସମିତିର ଜାତୀୟ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମ ପକ୍ଷରୁ ବିଶ୍ୱକଳା ମୋତିଆ ସପ୍ତାହ ୨୦୧୯ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସଚେତନତା ସଭା…
“ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଗଜପତି ପ୍ରଶାସନ ପ୍ରସ୍ତୁତ”
ନିର୍ବାଚନୀ ଖର୍ଚ୍ଚ ମନଟରିଂ ଏବଂ ଆଦର୍ଶ ଆଚରଣ ବିଦ୍ଧି ଆଇନ କାର୍ଯ୍ୟକାରି ଦଳ ଗଠନ ଓ କାର୍ଯ୍ୟକ୍ଷମ ଉପରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ଗଜପତି ଜିଲ୍ଲାରେ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ…
ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ମୃତିରେ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ
ନୂଆପଡା.(ଅମିତ ପୁରୋହିତ); ନୂଆପଡା ବ୍ଲକ ଅନ୍ତର୍ଗତ ସାରାବଙ୍ଗ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ପୁର୍ବତନ ସରପଂଚ ୰ ଦୁଃଖଲାଲ ରାଉତ ଏବଂ ପୂର୍ବତନ ସମିତି ସଭ୍ୟ ୰ ମହେନ୍ଦ୍ରଲାଲ…
ଶଙ୍ଖ ଧରିଲେ ରଘୁନାଥ ଗମାଙ୍ଗ, ଚର୍ଚ୍ଚାରେ ସାନ ଗୌଡ଼।
ଗୁଣପୁରରୁ ସିଦ୍ଧାର୍ଥ ଦାଶ - ବିଜେଡ଼ି ରେ ଯୋଗ ଦେଲେ ରଘୁନାଥ ଗମାଙ୍ଗ ଚର୍ଚ୍ଚା ରେ ଶିବ ଗୌଡ଼ ଓର୍ ଅଫ ସାନ ଗୌଡ଼।ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପଦରୁ ଇସ୍ତଫା ଦେଇ ରଘୁନାଥ ଗମାଙ୍ଗ ବିଜେଡ଼ିରେ ଯୋଗ ଦେବାପରେ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ସରଗରମ୍ ହୋଇ ପଡ଼ିଛି।…
ରାହୁଲଙ୍କ ଓଡିଶା ଗସ୍ତ ନେଇ ଆତଙ୍କିତ ବିଜେଡି ଓ ବିଜେପି
ପିଲାଳିଆମି ଛାଡି ତଥ୍ୟ ଓ ସତ୍ୟକୁ ସାମ୍ନା କରିବାକୁ ପରାମର୍ଶ ଦେଲା କଂଗ୍ରେସ
ଭୁବନେଶ୍ୱର – ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ବିଭିନ୍ନ ସମୟରେ ଓଡିଶା ଗସ୍ତକୁ ନେଇ ଆତଙ୍କିତ ହୋଇ ପଡିଥିବା ଉଭୟ ବିଜେଡି ଓ ବିଜେପି ଔଷଧ ବିକଳରେ ତାଟିଆ କାମୁଡିବାକୁ ନେଇ କଟାକ୍ଷ କରିଛି କଂଗ୍ରେସ ।…
ଆଦିବାସୀଙ୍କ ବିକାଶ ପାଇଁ ବଳଭଦ୍ର ମାଝି ବିଜେପିରେ ଯୋଗଦେଲେ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ
ନୂଆଦିଲ୍ଲୀ/ଭୁବନେଶ୍ୱର – ଓଡିଶାର ନବରଙ୍ଗପୁର ଓ କୋରାପୁଟ ଅଂଚଳର ଆଦିବାସୀ ଭାଇଭଉଣୀଙ୍କ ବିକାଶ ପାଇଁ ଆଜି ଓଡିଶାର ସୁଯୋଗ୍ୟ ସନ୍ତାନ, ଯୋଗ୍ୟତମ ସାଂସଦ ବଳଭଦ୍ର ମାଝି ରାଜନୈତିକ ନିଷ୍ପତି ନେଇଛନ୍ତି । ବିଗତ ୫ ବର୍ଷରେ ନରେନ୍ଦ୍ର ମୋଦିଙ୍କ କାମ…
ବିଜେଡିର ବିରାଟ କର୍ମୀ ସମ୍ମିଳନୀ
ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଡଭା ଠାରେ ବିଜୁ ଜନତା ଏକ ବିରାଟ କର୍ମୀ ସମ୍ମିଳନୀ ହେଇଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ଶ୍ରମ ଓ ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ଙ୍କୁ ପ୍ରଥମେ ଜଗଦଲପୁର…
ବୋଡେ଼ନ ରେ ସିଭିଲ କୋର୍ଟ ଉଦଘାଟିତ
ନୂଆପଡା/ପ୍ରିୟବ୍ରତ ପଣ୍ଡା , ବୋଡେ଼ନ ବ୍ଲକ ସଦର ମହକୁମା ଠାରେ ସିଭିଲ କୋର୍ଟ ଲୋକାର୍ପିତ ହୋଇ ଯାଇଛି ।ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇ କୋର୍ଟର ବିଚାରପତି ମାନ୍ୟବର କୃଷ୍ଣରାମ ମହାପାତ୍ର ଯୋଗ ଦେଇଥିଲେ ।ବୋଡେ଼ନ ବାର ଏସୋସିଏସନ ର ସଭାପତି ଶ୍ରୀଯୁକ୍ତ ହୀରାଲାଲ ମାଝୀ…
ଝଙ୍କଡ଼ର ମା’ଶାରଳାଙ୍କ ପୀଠରେ ମୀନସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ
ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା" ଶାରଳାଙ୍କ ପୀଠରେ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ ହୋଇଯାଇଛି।ଏଥିନେଇ ମାନ ସଂକ୍ରାନ୍ତି ଦିନ ଦଶଘଟ ନୃତ୍ୟର ଘଟଧାରୀ…
ମୟୂରଭଞ୍ଜ ଭୋଟରଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ
ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ନିଶ୍ଚିତ, ପ୍ରାର୍ଥୀତ୍ୱକୁ ନେଇ ବିଜେପି ବିଜେଡି ଚିନ୍ତିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ୫ ନମ୍ବର ମୟୂରଭଞ୍ଜ(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ମେ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ…