ୟାସିନ ମଲ୍ଲିକର ଜେକେଏଲଏଫ  ବ୍ୟାନ 

ନୂଆଦିଲ୍ଲୀ : ଆତଙ୍କବାଦୀ ନିରୋଧୀ ଆଇନର ଧାରା ୩ ଅନ୍ତର୍ଗତ କେନ୍ଦ୍ର ସରକାର ହୁରିୟାତ ନେତା ୟାସିନ ମଲ୍ଲିକର ଜେକେଏଲଏଫ  ସଙ୍ଗଠନକୁ ବ୍ୟାନ କରିଛନ୍ତି | କାଶ୍ମୀରରେ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ କେନ୍ଦ୍ର ସରକାରଙ୍କ  କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ଏହି ଗୁରୁତ୍ୱପୂର୍ଣ…

ସୁନ୍ଦରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ, ଅଜଣା ଶବ ହୋଇ ପଡିଛନ୍ତି | (Pls share as much as possible…

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ମାର୍ଚ୍ଚ ୧୬ ତାରିଖରେ ସୁନ୍ଦରଗଡ ହସ୍ପିଟାଲକୁ ଚିକିତ୍ସା ହେବାକୁ ଆସିଥିଲେ ଶିବ ଦାସ (୩୦) | ଡାକ୍ତରଖାନା ରେଜିଷ୍ଟାରରେ ତାଙ୍କ ବାପାଙ୍କ ନାମ ଶଙ୍କର ଦାସ ବୋଲି ଲେଖା ଯାଇଛି | ଚିକିତ୍ସା ସତ୍ତ୍ୱେ ତାଙ୍କ ଦେହାନ୍ତ ୧୯ ତାରିଖରେ ହୋଇଯାଇଥିଲା | ହେଲେ ଏବେ…

ପୋଲିସ ପକ୍ଷରୁ ଚଢାଉ : ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଗୁଟ୍‍ଖା ଜବତ, ଦୁଇଜଣ ଗିରଫ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସକୁ ନିର୍ବାଚନ ପୂର୍ବୁର ଅପମିଶ୍ରଣ ଓ ବେଆଇନ କାମ ପାଇଁ ଗଚ୍ଚିତ ଥିବା ଲକ୍ଷାଧିକ ଟଙ୍କାର ଗୁଟ୍‍ଖା କାରବାରରେ ଏକ ବଡ ଧରଣର ସଫଳତା ମିଳିଛି । ଚଢାଉ ବେଳେ ପୋଲିସ ଦୁଇଟି ଜାଗାରୁ ଶତାଧିକ ବଡସାନ ଜରି ଅଖା ବ୍ୟାଗରେ ପ୍ରାୟ ୨୦…

ସୀମାନ୍ତ ଗଜପତି ଜିଲ୍ଲାରେ ହୋଲି ପର୍ବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ଧ୍ର-ଓଡିଶା ସୀମାନ୍ତକୁ ଲାଗିରହିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଅନ୍ୟ ବ୍ଲକ କାଶୀନଗର ଓ ଗୋଷାଣି ବ୍ଲକରେ ରଙ୍ଗର ପର୍ବର ହୋଲିଖେଳ ଧୁମଧାମରେ ପାଳିତ ହୋଇଯାଇଛି । ଏହି ସହର ଓ ବ୍ଲକ ଅଞ୍ଚଳ ଓଡିଶା ଆନ୍ଧ୍ର…

 ଖଡ଼ିଆଳ ସିଂହାସନ, କିଏ ଜିତିବ ଭୋଟରଙ୍କ ମନ 

ରିତାଙ୍କୁ ସାଥ ଦେବ କି ହିତେଶଙ୍କ ଭାଗ୍ୟ  ତ୍ରିମୁଖୀ ଜାଗାରେ ଏଡାଇ ଦିଆଯାଇନପାରେ ଦ୍ଵିମୁଖୀ ସମ୍ଭାବନା  ନୂଆପଡା/ପ୍ରିୟବ୍ରତ ପଣ୍ଡା ,ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ର ଆଶା ବାନ୍ଧିଥିବା ଗୋଷ୍ଠିଙ୍କ ମନ ରେ ଉତ୍ସାହ ବିଜେପି ହାତରେ ଲଗାତାର ଦୁଇଥର ଥିବା ଏହି ଆସନ । ଏଠାରେ…

ପାଣି ଶୋଷିଲା ପରି  ବାଲି ରାମ୍ପି ନେଉଛନ୍ତି  ଛତିଶଗଡ଼ି ମାଫିଆ : ପ୍ରଶାସନ-ପୋଲିସ ଅଜଣା କି ଜାଣି ସିଆଣିଆ !!!

ମାଫିଆଙ୍କୁ ଧରିବାକୁ ଯାଇ ଆରଆଇ ହେଲେ ଆକ୍ରମଣର ଶିକାର, ପୋଲିସ କାର୍ଯ୍ୟାନୁଷ୍ଠାନରେ ଶୀଥିଳତା ଅଭିଯୋଗ   ସୁନ୍ଦରଗଡ଼ : ଛତିଶଗଡ଼ ଉପରମୁଣ୍ଡରେ ପାଣି ଅଟକାଇ ଓଡ଼ିଶା ଲୋକଙ୍କୁ ଅଜଣା ଆଶଙ୍କିତ ଭବିଷ୍ୟତ ଭିତରକୁ ଠେଲି ଦେଇଥିବା ବେଳେ, ଏବେ ଛତିଶଗଡ଼-ଓଡିଶା ସୀମାବର୍ତ୍ତୀ ଅଂଚଳରେ ମାତିଛନ୍ତି…

 ରାଜ୍ୟରେ ଗଣତନ୍ତ୍ରକୁ କଣ୍ଠରୋଧ କରିବାର ଅପଚେଷ୍ଟା ହେଉଛି : ଧର୍ମେନ୍ଦ୍ର 

 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ,ଏସ୍ଟିଏଫ୍ ତଥା କିଛି ବରିଷ୍ଠ ଅଧିକାରୀଙ୍କ ଘରେ ବିଶେଷ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉ- ଧର୍ମେନ୍ଦ୍ର  ଓଡିଶାରେ ବିଜେଡି ଆଜି ଲୋକଙ୍କ ପାଖରେ ନାହିଁ  ଏସଟିଏଫ୍ ଅଫିସକୁ ଡାକି ରାଜନୈତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି  ବିଜେଡି ଶାସନର ନାଲି…

ବିଜେପି ପ୍ରକାଶ କଲା ବିଧାନସଭା ପାଇଁ ୧୦୦ ଆସନ ପାଇଁ ପ୍ରାଥୀ ତାଲିକା |

ବିଜେପି ପ୍ରକାଶ କଲା ବିଧାନସଭା ପାଇଁ ୧୦୦ ଆସନ ପାଇଁ ପ୍ରାଥୀ ତାଲିକା | ମିଲିଥିବା ତାଲିକା ଅନୁଯାୟୀ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରୋହିତ, ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂ,…

ନବ ଦାସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କୁସୁମ 

କୁସୁମଙ୍କୁ ସୁନ୍ଦରଗଡରେ ଭବ୍ୟ ସମ୍ବର୍ଧନା  ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ସବୁଜ ରଙ୍ଗ ବଦଳରେ ଗେରୁଆ ରଂଗକୁ ଆଦରି ନେଇଥିବା ସୁନ୍ଦରଗଡ଼ର ବିବିଜେଡି ନେତ୍ରୀ କୁସୁମ ଟେଟେ  ବୁଧବାର  ଭୁବନେଶ୍ୱରରେ ବିଜେପିରେ ଯୋଗ ଦେଇଥିବା ବେଳେ…

ଓଡ଼ିଶାର 10 ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଓଡ଼ିଶାର 10 ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି । ନୂଆଦିଲ୍ଲୀ ଠାରେ ଦକୀୟ କାର୍ଯ୍ୟାଳୟରୁ ହୋଇଛି ଏଇ ଘୋଷଣା । ବୈଜୟନ୍ତ ପଣ୍ଡା ଜେନ୍ଦ୍ରପଡା ପାଇଁ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ରୁଦ୍ର ନାରାୟଣ ପାଣି ଢେଙ୍କାନାଳ ଓ ବଳଭଦ୍ର ମାଝୀ ନବରଙ୍ଗପୁରରୁ…