ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି – ଧର୍ମେନ୍ଦ୍ର

 ଗତକାଲିର ହିଂସା ଷଡଯନ୍ତ୍ର ପରି ମନେହେଉଛି  ଆସନ୍ନ ପରାଜୟ ଡରରେ ଦିଦିଙ୍କ ଲୋକ ହିଂସାକୁ ଆପଣାଇଛନ୍ତି  ଗତକାଲିର ହିଂସା ମମତାଙ୍କ ମନରେ ଭୟକୁ ପ୍ରତିଫଳିତ କରୁଛି  ମମତା ନିଜ ଲୋକଙ୍କ ମାଧ୍ୟମରେ ବିଦ୍ୟାସଗରଙ୍କ ମୂର୍ତି ଭାଙ୍ଗି ଓ ସ୍କୁଟି ପୋଡି ବିବାଦ ସୃଷ୍ଟି କରୁଛନ୍ତି  ଆସନ୍ତା…

ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ ଏକାଦଶୀ ନୀତି

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଶ୍ରୀ ରଘୁନାଥ ଜିଉ ଓଡଗାଁଙ୍କ ମନ୍ଦିରରେ ବୈଶାଖ ଶୁକ୍ଲ ମୋହିନୀ ଏକାଦଶୀ ତିଥିର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଯାଇଛି । ଚନ୍ଦନଯାତ୍ରା ପାଳନ ହେଉଥିବାରୁ ନୈାକାବିହାର ସାରି ଶ୍ରୀ ଜିଉମାନେ ନଗର ଭ୍ରମଣ କରି ଚାରଚେରୀ ଭୋଗ ଲାଗି ହୋଇ ରାତି ୯ଟା ପରେ ରତ୍ନବେଦିରେ…

ଓଡଗାଁ ଆଦର୍ଶ ଥାନା ତରଫରୁ ଦହିପଣା ବଣ୍ଟନର ଶୁଭାରମ୍ଭ

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଆଦର୍ଶ ଥାନା ତରଫରୁ  ଥାନା ସମ୍ମୁଖସ୍ଥ ଫାଟକ ନିକଟରେ ଏକେ ଏକ ଷ୍ଟଲ କରାଯାଇ ଦହିପଣା ବଣ୍ଟନର ଶୁଭାରମ୍ଭ କରାଯାଇଛି । ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମସ୍ତ ପୋଲିସ କର୍ମଚାରୀ, ଆଇନଜିବୀ, ବୁଦ୍ଧିଜିବୀ ଏବଂ…

ମୟୂରଭଞ୍ଜ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ ମେ ୧୯ରେ

ବାରିପଦା(ଦିଲ୍ଲୀପ ମହାନ୍ତି)- ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ମେ ୧୯ରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ତଥା ବାଙ୍ଗିରିପୋଷି ବ୍ଲକର ୧୦୪ ନମ୍ବର କଖାରୁଶୋଳ ବୁଥ ସହିତ ବାରିପଦା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବାରିପଦା ପୌରପରିଷଦର ୱାର୍ଡ ନମ୍ବର୍ ୨୬ରେ…

ଅଗ୍ନିକାଣ୍ତ ରେ ଘରୋଇ ସାମଗ୍ରୀ ସହ ଟଙ୍କା ଧାନ ନଷ୍ଟ। 

ସିନାପାଲି :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କସିପାନି ଗ୍ରାମ ର ଟଙ୍କଧର ନାଗ ଭାଇ ମନୋଆ ବାପା କୁଷ୍ନ ନାଗ ରାତି ୧ଟା ରେ ଅଜାନକ ବିଦ୍ୟୁତ୍ ତାର ଛିଡିଯାଇ ଥିବା ବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ସୁଚନା ଅନୁସାରେ ରାତ୍ରି ୧ଟାସମୟ ରେ ନିଆଁ ଲାଗିବା ପରେ ଗ୍ରାମ ବାସି ନିଆଁ ଲିଭାଇବା…

କୁମ୍ଭକର୍ଣ୍ଣ ନିଦ୍ରାରେ ନା ଚେଇଁ ଶୋଇଛି ରାଜସ୍ୱ ବିଭାଗ !!!

ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ଚାଲିଛି ବ୍ଲାଷ୍ଟିଂ  ପଥର ମାଫିଆଙ୍କୁ ଖୋରାକ ଯୋଗାଇଛି ରାଜସ୍ୱ ବିଭାଗ ବୌଦ୍ଧ(ସୁମନ ଲଉରିଆ) ; ସରକାର ପରିବେଶ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ମାନ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କେତେ ଦୁର୍ନିତିଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ…

  ବାରିପଦା ନିର୍ବାଚନ ମଣ୍ଡଳୀ : ବାସ୍ତବତାକୁ ସ୍ବପ୍ନ ଯାଉଛି ବଳି 

ଇଭିଏମରେ ସିଲ  ୭ ବିଧାୟକ ପ୍ରାର୍ଥୀଙ୍କ ଆଶା, ହାରଜିତକୁ ନେଇ ଚାଲିଛି ଜୋରଦାର ଅଙ୍କକଷା ବାରିପଦା()-ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲ ବଜାଇବା ପରେ ଏପ୍ରିଲ ୨୯ରେ ଓଡ଼ିଶା ବିଧାନ ସଭା କ୍ଷେତ୍ର ତଥା ମୟୂରଭଞ୍ଜ ଜିଲ୍ଲାର ୩୩ ନଂ…

  ଶୁଣିଲାନି ପ୍ରଶାସନ,ଗ୍ରାମବାସୀ କଲେ  ମିଳିତ ଉଦ୍ୟମ 

ନାଳ ଭିତରେ ନିର୍ମାଣ ହେଲା ଅସ୍ଥାୟୀ ରାସ୍ତା ବୌଦ୍ଧ (ସୁମନ୍ ଲଉରିଆ) ; ସ୍ୱାଧୀନତା ର ୭୦ ବର୍ଷ ବିତ୍ତିି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇ ପାରୁନି ଲୋକମାନଙ୍କ ମୌଳିକ ଆବଶ୍ୟକତା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଞ୍ଚାୟତ ର ଲକ୍ଷ୍ମୀ ନାଳ ଆର ପାଶ୍ୱରେ ରହିଛି ଯାଜପୁର ଗ୍ରାମ  ।  ଗ୍ରାମ…

ପ୍ରଶାସନ ଥାଇ ତେବେ କାହାର, ଯଦି ଲୋକ ପିଇବେ ଜହର !!!

ବୌଦ୍ଧ (ସୁମନ୍ ଲଉରିଆ) ;ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତର ଗୁଣ୍ଡୁରିବିଡା ଗ୍ରାମରେ ବସବାସ କରୁଛନ୍ତି ୭୦ଟି ପରିବାର ପ୍ରାୟ ପାଖା ପାଖି ୩୦୦ ସଦସ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୁରରେ ଅବସ୍ଥିତ ଏହି ଗ୍ରାମଟି । ପାଖରେ ଥିବା ଜଙ୍ଗଲର…

  ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଜିଲ୍ଲାସ୍ତରୀୟ ଯୋଗ ତାଲିମ ଶିବିର ଉଦଯାପିତ 

ବଲାଙ୍ଗିର(ସନ୍ତୋଷ କୁମାର ଠାକୁର)- ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡିଶା ମାଧ୍ୟମିକ ଶିକ୍ଷା  ମିଶନ  ନିର୍ଦ୍ଦେଶରେ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡର ମାହେଶ୍ୱରୀ ହିନ୍ଦୀ ହାଇସ୍କୁଲ, ପାଟଣାଗଡର ରମାଇ ହାଇସ୍କୁଲ ଠାରେ…