Sign in
Sign in
Recover your password.
A password will be e-mailed to you.
ଗଣ୍ଡଗୋଳ କରି ୨ ପଡୋଶୀ ଗିରଫ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ଚାରମାଳ ଥାନା ଚୂଡାପୁଡୁଗ ଗାଁ ର ଦୁଇ ପଡୋଶୀ ସୁରେଶ ଖାଡିଆ(୨୨) ଓ ଶିରି ଖାଡ଼ିଆ (୫୫)ଙ୍କୁ ପୁଲିସ ଗିରଫ କରିଛି I ମଙ୍ଗଳବାର ରାତିରେ ସୁରେଶ ଖାଡ଼ିଆ ମୋବାଇଲ ଫୋନରେ ଶିରି ଖାଡିଆ ର ପୁଅ କଥାବାର୍ତ୍ତା କରୁଥିବା ବେଳେ ସୁରେଶ…
ମଦ ଜବତ ,ମହିଳାଙ୍କ ସହ ୩ ଗିରଫ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ପୁଥକ ସ୍ଥାନରେ ଚଢ଼ାଉ କରାଯାଇ ବୁଧବାର ବେଆଇନ ମଦ କାରବାର ଅଭିଯୋଗ ରେ ଜଣେ ମହିଳା ଙ୍କ ସହ ୩ ଜଣଙ୍କୁ ଗିରଫ କରିଛି I ଚଢ଼ାଉରେ ୬୫ କେଜି କୁସୁନା ପୋଚ ସହ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି I…
ରାତ୍ର ଭୋଜନ ବେଳେ ହୋଟେଲରେ ମହିଳାଙ୍କୁ ର୍ଦୁବ୍ୟହାର ଅଭିଯୋଗ
କୋମନା ବିଡିଓ ଙ୍କ ସହ ତିନି ଜଣଙ୍କ ନାଁ ରେ ମାମଲା ରୁଜୁ
ନୂଆପଡା. ୧୬/୦୫/; ସଦର ଥାନା ଅନ୍ତର୍ଗତ ହୋଟେଲ ସୁଖ ସାଗରରେ ରାତ୍ର ଭୋଜନ ବେଳେ ମହିଳା ଙ୍କୁ ର୍ଦୁବ୍ୟହାର କରିଥିବା ଅଭିଯୋଗ ରେ କୋମନା ବିଡିଓ ଙ୍କ ସହ ୩ ଜଣ ଙ୍କ ନାଁ ରେ ଥାନାରେ ମାମଲା ରୁଜୁ ହୋଇଛି । ନୂଆପଡା ଥାନା ଅଧିକାରୀ…
ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ଭୋଟଗଣତି ତାଲିମ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :ଆସନ୍ତା ୨୩ ତାରିଖରେ ସର୍ବ ଭାରତରେ ହେବାକୁ ଥିବା ଭୋଟ ଗଣତି ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପ୍ରଗତି ମଣ୍ଡପ ପରିସରରେ ଏକ ତାଲିମ ଶିବିର ଆୟୋଜନ କରାଯାଇଛି | ସୁନ୍ଦରଗଡ଼ ସଦର ଓ ତଲସରା ବିଧାନସଭା ଆସନ ପାଇଁ ମାଷ୍ଟର ଟ୍ରେନର ଭାବେ ସଦର ଉପ…
ଘର ଘର ଯାଇ କ୍ଷତି ଆକଳନ କାର୍ଯ୍ୟ ମଇ ୨୨ ତାରିଖ ସୁଦ୍ଧା କରାଯିବ
ଭୁବନେଶ୍ୱର : ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ, ବିଭାଗୀୟ କର୍ମଚାରୀ ଦଳ ଘର ଘର ଯାଇ କ୍ଷତି ଆକଳନ କରିବେ । ଘର, ଫସଲ, ପ୍ରାଣୀ ସମ୍ପଦ, ଡଙ୍ଗା ଓ ଜାଲ, ମାଛ ପୋଖରୀ, ମାଛ ଯାଁଳ କେନ୍ଦ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ…
ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ “କଳାଭୂମି’
ଭୁବନେଶ୍ୱର, : ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ "କଳାଭୂମି' ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛିା ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଛିା ସଂଗ୍ରହାଳୟ…
ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ସଚେତନତା ଅଭିଯାନ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଛି ସାଲିଆ ସାହିା ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଗରିବ ଓ ମେହନତି ଲୋକମାନେ ରହନ୍ତିା ଫନୀ ବାତ୍ୟା ପରେ ସେମାନଙ୍କ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଛି ସ୍ୱାସ୍ଥ୍ୟ ବିଭାଗା ଅପରିଷ୍କୃତ ପରିବେଶରେ ମଶା ଡିମ୍ବ ଦେଉଥିବା…
ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରିଲେ ହରିଣ
ପୁରୀ : କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତିା ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛିା ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଉର୍ଧ୍ଵ ହରିଣ ଥିଲୋ ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ…
ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବବିବାହ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଶ୍ରୀଶ୍ରୀ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ମହୋତ୍ସବ ପାଳନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଜିଲ୍ଲାପାଳ ଜ୍ଞାନ…
ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କିନ୍ତୁ ପ୍ରଶାସନ ନେଉଛି ମଜା ।
ବଲାଙ୍ଗୀର ଜିଲ୍ଲା ପୌରସଂସ୍ଥା ସେବା ଯୋଗାଇବାରେ ବିଫଳ
ବଲାଙ୍ଗୀର/niroj mishra : ବଲାଙ୍ଗୀର ସହରରେ ପ୍ରତ୍ୟକ ସ୍ଥାନରେ ପାଣି ଛତର ନିଷ୍ପତ୍ତି କରାଯାଇଥିଲା | କିନ୍ତୁ ଆବଶ୍ୟକ ମୁତାବକ ପାଣି ଛତର ମିଲିପାରିଲାନାହିଁ ସହରବାସୀଙ୍କ ପାଇଁ । ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କିନ୍ତୁ…