ଜୁନାଗଡ ରେ ସ୍ଵାୟତ ଶାସନ ଦିବସ ପାଳିତ

0

ଜୁନାଗଡ଼/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ସ୍ଵାୟତ ଶାସନ ଦିବସ ମହାସମାରୋହରେ ପାଳିତ  ହୋଇଯାଇଛି. ମୁଖ୍ୟ ଅତିଥି ଜୁନାଗଡ ବିଡିଓ ମୁଖ୍ୟ ବକ୍ତା ଭାବେ ପୂର୍ବ ତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଶ୍ଵର ପୁଝାରୀ. ପୂର୍ବ ତନ ନଗର୍ ପାଲ୍ ମହେଶ ସାହୁ ପୂର୍ବ ତନ ଜୁନାଗଡ ବ୍ଲକ ଅଧ୍ୟକ୍ଷ ରଶ୍ମି ରଞ୍ଜନ ନାୟକ ପ୍ରମୂଖ ଉପସ୍ଥିତ ଥିଲେ. ଏହି ଅବସରରେ ଜୁନାଗଡ ବିଜ୍ଞାପିତ ପରିଷଦ ର ଉନ୍ନୟନ ମୂଳକ ବିକାଶ ଉପରେ ଆଲୋକ ପାତ କରିଥିଲେ. ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ.

Leave A Reply

Your email address will not be published.