Sign in
Sign in
Recover your password.
A password will be e-mailed to you.
ଜାନୁଆରୀ ୨୬ ପାଳିତ ହେଉଛି ସ୍ୱାଧୀନତା ଦିବସ ଭାବେ
କଟକ-ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ସ୍ୱାଧୀନତା ସଂଗ୍ରାମର ଏକ ଗୌରବାବହ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ କଟକ କାଠଯୋଡ଼ି ତଟବର୍ତ୍ତୀ ବାଖରାବାଦର ଚୌଧୁରୀ କୋଠିରେ କିନ୍ତୁ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ଦେଶ ସ୍ୱାଧୀନ…
ରେଢ଼ାଖୋଲ ଉପଖଣ୍ଡରୁ ବେଆଇନ୍ ମଦ ବନ୍ଦକୁ ନେଇ ଦାବି : ଫେବୁଆରୀ ୧୪ରେ ବିକାଶ ମଞ୍ଚର ଧାରଣା
ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଦିନକୁ ଦିନ ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି l ଏହି ବେଆଇନ୍ କାରବାର ବନ୍ଦ ପାଇଁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଓ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତଥା ପ୍ରଶାସନିକ ଅପାରଗତା କାରଣରୁ କମିବା…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ଷତିଗ୍ରସ୍ତ ପାଂଚ ମୌଜାର ପ୍ରଜା ଦେଲେ ଦାବିପତ୍ର
ରୟତି ଲେଖାଯିବା ଭୂମି ପଟ୍ଟା ପ୍ରଦାନ ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ନେତୃତ୍ୱରେ ଶୋଭାଯାତ୍ରା
ଗୁଣପୁର(ସିଦ୍ଧାର୍ଥ ଦାଶ)- ଅବିଭକ୍ତ କୋରାପୁଟ ଜିଲ୍ଲା ଗୁଣପୁର ଅଞ୍ଚଳରେ ୧୯୫୫ ମସିହାରେ ପ୍ରଥମ ଲ୍ୟାଣ୍ଡ ସେଟେଲ୍ ମେଣ୍ଟ ସର୍ଭେ କରାଯାଇଥିଲା । ଏହାର ତଥ୍ୟ ରେକର୍ଡ ୧୯୬୪ ମସିହାରେ…
ସୁଗମ ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ
ବାରିପଦା(ଦିଲ୍ଲୀପ ମହାନ୍ତି) ସମଗ୍ର ଶିକ୍ଷା ମୟୁରଭଞ ତରଫରୁ ସ୍ଥାନୀୟ ପ୍ରୟାସ ସମୀଳନୀ କକ୍ଷଠାରେ ସୁଗମ (ପ୍ରାଥମିକସ୍ତରରେ ଶ୍ରେଣୀୱାରୀ ଶିକ୍ଷଣସ୍ତର ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ମାର୍ଗ ଦର୍ଶିକା )ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।…
ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ…
ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ, ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି : ଶିବୁ ସୋରେନ
ମୋରଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ଜନ ସମାବେଶ
ବାରିପଦା,(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ । ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି । ଏପରିକି ସେ ଓଡ଼ିଶା ହେଉ କିମ୍ବା ବିହାର ହେଉ କିମ୍ବା ଛତିଶଗଡ ହେଉ କିମ୍ବା ଝାରଖଣ୍ଡ ହେଉ କିମ୍ବା…
ଜିତେନ୍ଦ୍ର ସିଂ କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ : ଶ୍ରୀକାନ୍ତ
ଚୋର ଚୌକିଦାର ଭାଇ ଭାଇ ହୋଇଥିଲା ବେଳେ ଗାଁ ଲୋକେ ଯିବେ କୁଆଡେ଼ ।
ଭୁବନେଶ୍ୱର: ଜିତେନ୍ଦ୍ର ସିଂ କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ। ସେ ସାମ୍ବାଦିକ ସମ୍ମିଳନୀରେ ମୋ ବିଷୟରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଦୁଃଖ ଦାୟକ । ଛାତ୍ର ଜୀବନରୁ ମୁଁ ୧୯୬୯ ମସିହାରୁ କଂଗ୍ରେସରେ ଥିଲି |…
୨୯ରେ ଆସୁଛନ୍ତି ଶାହା : କର୍ମୀ ସମ୍ମିଳନୀ ମାର୍ଗଦର୍ଶନ ଦେବେ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡିଶା ଗସ୍ତରେ ଆସିବେ । କଟକର ସାଲେପୁର କୁଳିଆ ଠାରେ ଆୟୋଜିତ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଶ୍ରୀ ଶାହା ଯୋଗ ଦେବେ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି…
ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି : ଫେବୁଆରୀ ୧୦ରୁ ୨୧ଟି ଲୋକସଭାରେ ଜନ ଅଦାଲତ
ଭୁବନେଶ୍ୱର / କଟକ - ରାଜ୍ୟ ସରକାରକୁ ତାର ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନତା ପାଇଁ ଲୋକଙ୍କ ଅଦାଲତରେ ଛିଡା କରିବ ବିଜେପି । ଏଥିପାଇଁ ଆସନ୍ତା ଫେବୁଆରୀ ୧୦ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଅଂଚଳରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ…
କାଳିଆ ଯୋଜନା ପାଇଁ ଅର୍ଥ ସମ୍ପର୍କରେ ଭୁଲ ତଥ୍ୟ ଦେଇଛି ବିଜେଡି
ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ହିତାଧିକାରୀଙ୍କ ସୂଚୀ ପ୍ରକାଶ କରିବାକୁ ବିଜେପିର ଦାବି
ଭୁବନେଶ୍ୱର - ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି । ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ…