ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଏକ ଜାତୀୟ ଧୋକା: ଦିଲିପ ରାୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଓଡ଼ିଶାବାସୀଙ୍କ ପ୍ରତି ଏକ ବଡ଼ ଧୋକା । ଦେଶ ତଥା ରାଜ୍ୟ ପାଇଁ ସ୍ୱାଧୀନତା ଆନେ୍ଦାଳନ ସମୟରୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବିସ୍ମରଣୀୟ ଅବଦାନ ରହିଥିବା ବେଳେ କେନ୍ଦ୍ର ସରକାର ତାହାକୁ ସ୍ୱୀକାର…

ପାରାଦ୍ଵୀପ ଏସାର୍ ବଲ୍କ ଟର୍ମିନାଲ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗିତା କାର୍ଯ୍ୟକ୍ରମ

ପାରାଦ୍ଵୀପ/ତିର୍ତ୍ତୋଲ(ରମେଶ ମହାନ୍ତି) -ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପାରାଦ୍ୱୀପ ଏସାର୍ ବଲ୍କ ଟର୍ମିନାଲ ପକ୍ଷରୁ ପାରାଦ୍ୱୀପ ଉପକଣ୍ଠ ସ୍ଥିତ ବିଭିନ୍ନ ବିଦ୍ୟାଳୟରେ ଡ୍ରଇଁ,ତର୍କ,ସଙ୍ଗୀତ ଓ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସେହିପରି ଅଠରବାଙ୍କୀ…

 ପାଇକମାଲର ବିଭିନ୍ନ ସ୍ଥାନରେ 70ତମ ଗଣତନ୍ତ୍ର ଦିବସ 

ପାଇକମାଲ/Gouranga Dash : ପାଇକମାଲର ବିଭିନ୍ନ ସ୍ଥାନରେ 70ତମ ଗଣତନ୍ତ୍ର ଦିବସ ହର୍ଷଉଲ୍ଲାସରେ ପାଳିତ ହେଇଯାଇଛି । ପାଇକମାଲ ବ୍ଲକ କାର୍ଯ୍ୟାଳୟ ରେ BDO ଶ୍ରୀ ସଦାଶିବ ନାୟକ ଜାତୀୟ ପତାକା ଉତ୍ତୋଳନ  କରିଥିବା ବେଳେ ତହସିଲ କାର୍ଯ୍ୟାଳୟରେ  ରେ ଅତିରିକ୍ତ ତହସିଲଦାର ଶ୍ରୀ ପୂର୍ଣାନନ୍ଦ…

“ଦେଶବାସୀଙ୍କୁ ବୋକା ଭାବୁଛନ୍ତି କଂଗ୍ରେସ ଯୁବରାଜ”

ଓଡିଶାକୁ ୭୦ ବର୍ଷ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ :  ଓଡିଶା କଂଗ୍ରେସ ସଭାପତିଙ୍କ ନାଁରେ ଠକେଇର ପ୍ରମାଣ ସମ୍ବଳିତ ନୋଟିସ ମାମଲାରେ ସ୍ପଷ୍ଟୀକରଣ ଦିଅନ୍ତୁ ରାହୁଲ : -ଧର୍ମେନ୍ଦ୍ର  ନୂଆଦିଲ୍ଲୀ / ଭୁବନେଶ୍ୱର – ଭାରତର ପ୍ରାକୃତିକ ସମ୍ବଳକୁ କଂଗ୍ରେସ ଲୁଟ କଲା । ୧୦ ବର୍ଷ…

ଝାରସୁଗୁଡାରୁ ଦେଶର ୬ଟି ପ୍ରମୁଖ ସହରକୁ ଉଡିବ ବିମାନ 

ଉଡାନ୍-୩ ଯୋଜନା କ୍ରିୟାନ୍ୱୟନ ନେଇ ପ୍ରଧାନମନ୍ତ୍ରୀ ଓ ବେସାମାରିକ ଜାହଜ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ  ଜଣାଇଲେ  ଧର୍ମେନ୍ଦ୍ର  ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ବିଭିନ୍ନ ସହରକୁ ଭାରତର ବିମାନ ଯୋଗାଯୋଗର ମାନଚିତ୍ରରେ ଗୁରୁତ୍ୱପୂର୍ଣ ସ୍ଥାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଗରିବଙ୍କ ସହାୟତା ପାଇଁ ରାହୁଲଙ୍କ ଲମ୍ବା ଭାଷଣ  ସଇତାନର ବେଦପାଠ ସଦୃଶ  :ସମୀର 

ଚୌକିଦାର ଚୋର ନୁହେଁ ବୋଲି ଦେଶବାସୀ ଜାଣିଛନ୍ତି : ଚିଟଫଣ୍ଡ୍ ମାମଲାରେ ରାହୁଲଙ୍କ ଦେଖାଉଛନ୍ତି  ଦୋମୁହାଁ ନୀତି: ଭୁବନେଶ୍ୱରରେ ତୁମ୍ବିତୋଫାନ କରୁଛ, ପଶ୍ଚିମବଙ୍ଗରେ  ମମତାଙ୍କ ହାତ ଧରୁଛ : ଚାଷୀଙ୍କୁ ଋଣଛାଡ ମାମଲାରେ ରାହୁଲ ମିଛ ଭେଳିକି ଦେଖାଉଛନ୍ତି : ଓଡିଶାରେ ପଟ୍ଟନାୟକ ପ୍ରାଇଭେଟ…

କଂଗ୍ରେସର ସେହି ସୁବର୍ଣ୍ଣ ଯୁଗ ଏବେ ବି ଲୋକଙ୍କ ମାନେ ଅଛି : ବିଜେଡି 

ଭୁବନେଶ୍ୱର : ଓଡ଼ିଶାବାସୀ କଂଗ୍ରେସର ସେହି ସୁବର୍ଣ୍ଣ ଯୁଗକୁ ଭୁଲି ପାରିନାହାନ୍ତି, ଯେତେବେଳେ ସରକାରରେ ଥାଇ ସେମାନେ ଓଡ଼ିଶାର ଅଭିବୃଦ୍ଧି ହାରକୁ ୩ ପ୍ରତିଶତରେ ସୀମିତ ରଖିଥିଲେ । ୨୦୦୦ ମସିହା ଠାରୁ ବିଜୁ ଜନତା ଦଳ ସରକାରରେ ଏହି ଅଭିବୃଦ୍ଧି ହାରକୁ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

 “ମୋଦି ଓ ନବୀନଙ୍କ  ଶାସନ ପ୍ରଣାଳୀ ପ୍ରାୟତଃ ଏକାଭଳି, ହେଲେ ନବୀନ ମୋଦିଙ୍କ ପରି ଭୟଙ୍କର ନୁହନ୍ତି”  

ଓଡିଶାରେ ଚାଲିଛି ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ  ଭୁବନେଶ୍ୱର - ଓଡିଶାରେ ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ ଚାଲିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ପ୍ରଣାଳୀ ପ୍ରାୟତଃ ଏକାଭଳି ହୋଇଥିଲେ ହେଁ ନବୀନ ମୋଦିଙ୍କ ପରି…

 “ଦିଲ୍ଲୀ ଚୌକିଦାର ଚୋର, ଓଡ଼ିଶାରେ ବି ରହିଛନ୍ତି ବଡ଼ ଚୋର  :  ମୋଦୀ, ନବୀନ ଚିନ୍ତାଧାରା ଏକ ପ୍ରକାର”

ନବୀନଙ୍କ ରିମୋଟ କଂଟ୍ରୋଲ ମୋଦିଙ୍କ ପାଖରେ ,କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ଭିତରେ ହେବ ଋଣ ଛାଡ଼ - ରାହୁଳ ଗାନ୍ଧୀ ଭୁବନେଶ୍ୱର :  ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଓଡ଼ିଶାରେ କୃଷି ଋଣ ଛାଡ଼ କରାଯିବ । …

 ସାରା ଦେଶକୁ ବାଟ ଦେଖାଇବ କାଳିଆ 

ପୁରୀରେ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  ପୁରୀ  - ଚାଷୀର ସଶକ୍ତିକରଣ ପାଇଁ ପ୍ରସ୍ତୁତ କାଳିଆ ଯୋଜନା ଓଡିଶାର ଅର୍ଥନୀତିର ବିକାଶରେ ମାଇଲଖୁଂଟ ହେବ । ଏହି ଯୋଜନାରେ ଚାଷ ଭଲ ହେବ ଏବଂ ପରିବାରର ଉନ୍ନତି ଘଟିବ । ଏହା ସାରାଦେଶକୁ…