Sign in
Sign in
Recover your password.
A password will be e-mailed to you.
ଏମାନେ କଣ କଳାକାର ଯେ ଏମାନଙ୍କୁ କଳାକାର ଭତ୍ତା ମିଳିବ !!!!!
ସରକାର କହୁଛନ୍ତି ପେନସନ ନେବା ପାଇଁ କଳାକାର ମିଳୁନାହାଁନ୍ତି | କିନ୍ତୁ କଳାକାର ଅଛନ୍ତି, ମାଲ ମାଲ ପ୍ରଶଂସା ପତ୍ର ଅଛି | ହେଲେ ମିଳୁନି କଳାକାର ଭତ୍ତା | .ପିଠା କାର୍ଯ୍ୟକ୍ରମ ପାଲଟିଛି ପ୍ରହସନ | ପ୍ରଶାସନର ଆଖିରେ ଅଯୋଗ୍ୟ ବୋଧେ ଯୋଖିପାଲି ପଂଚାୟତର କଳାକାର ମାନେ.!
ଗୌରାଙ୍ଗ…
ସାଂସଦଙ୍କ ଦ୍ୱାରା ଉଦଘାଟିତ ହେଲା ନୂତନ ଫରେଷ୍ଟ ପାର୍କ
ରାୟଗଡା (ସରୋଜ କୁମାର ସାହୁ ): ରାୟଗଡା ସହରବାସୀଙ୍କ ମନୋରଂଜନ ସକାଶେ ଆଜି ସହରସ୍ଥିତ ରୟତ କଲୋନୀ ଠାରେ ଏକ ନୂତନ ଫରେଷ୍ଟ ପାର୍କ ଉଦଘାଟିତ ହୋଇଯାଇଅଛି । ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଡ଼ିଏଫଓ …
ଚିନ୍ମୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ରାୟଗଡା (ସରୋଜ କୁମାର ସାହୁ )– ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ଇମ୍ଫା ଉତ୍ପାଦନ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ଇ.ଭି.ଏସ. ଉମା ମହେଶ୍ୱର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ…
ଇଏ କଣ ମାନବିକତା , କଣ ହଜି ଗଲାଣି ମଣିଷପଣିଆ !!
ମୃତ ଦେହକୁ ମିଳିଲା ନାହିଁ ସମ୍ମାନ - ଠେଲାରେ ଗଲା ଶ୍ମଶାନ
ରାୟଗଡା (ସରୋଜ କୁମାର ସାହୁ ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଯେ ମୁନିଗୁଡା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ବେଢା ଝଟାପଟା କରି…
ବେରୋଜଗାରଙ୍କ ନିଯୁକ୍ତି ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ
ଜିଲ୍ଳା ପରିଷଦ ସଭ୍ୟାଙ୍କୁ ଅଶାଳୀନ ବ୍ୟବହାରକୁ ନିନ୍ଦା
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଜିଲ୍ଳାରେ ଦିନକୁ ବଢି ଚାଲିଥିବା ବେରୋଜଗାରକୁ ରାଜ୍ୟ ସରକାର ନିଯୁକ୍ତି ଯୋଗାଇବାରେ ବିଫଳ ହୋଇଛି । ପାଠ ପଢି ଶିକ୍ଷିତ ବେକାର ଯୁବକ କୋଉଠି ରିକ୍ସା ଟାଣୁଛି ତ ଆଉ କିଏ ପର ପାଖରେ ଗୋଲାମୀ କରୁଛି । ଆଉ…
ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଞ୍ଚନା
ବାରିପଦା(ଦିଲ୍ଲୀପ ମହାନ୍ତି )- ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଞ୍ଚନା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…
ବେକାରୀ ସମସ୍ୟାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ସରକାରର ଶାସନ ଚାଲିଛି । ବିଜେଡ଼ିର ଏହି ୧୯ ବର୍ଷ ଶାସନରେ ରାଜ୍ୟରେ ବେକାରୀ ସମସ୍ୟା ଯୁବକଯୁବତୀମାନଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି । ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ବେକାର…
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବିରେ ଆଜି ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ।
ପଦ୍ମପୁର/ ନୀଳ ଦୀପ : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ବନ୍ଦ କରିଛନ୍ତି ।ଚିର ମରୁଡି ପ୍ରପିଡିତ ପଦ୍ମପୁର ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବିଗତ …
ଅନିଶ୍ଚିତତା ମଧ୍ୟରେ ଘୁ ଉଦୟଗିରି ଆଦର୍ଶ ବିଦ୍ୟାଳୟ
ଜନସାଧାରଣ ଅଙ୍କ ସ୍ୱାର୍ଥ ପ୍ରତି ସରକାର ତତ୍ପର ନୁହନ୍ତି : ବିଧାୟକ ଯାକବ ପ୍ରଧାନ
କନ୍ଧମାଳ/ ଗଗନ ପ୍ରଧାନ :କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ଠାରେ ବର୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇ ନାହିଁ । ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ରଖିବାରେ…
ସ୍ବେଚ୍ଛାକୃତ ଅବସର ନେଇ ବିଜେପିରେ ସାମିଲ ହେଲେ ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀ ଅଖିଳ ନାୟକ
ଭୁବନେଶ୍ୱର(ସଂଜୀବ ନାୟକ)
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିତ ପରାମର୍ଶଦାତା ତଥା ଯୁଗ୍ମ ଶାସନ ସଚିବ ଅଖିଳ ଚନ୍ଦ୍ର ନାୟକ ଗତକାଲି ସ୍ୱେଚ୍ଛାକୃତ ଅବସର ନେଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ…