Sign in
Sign in
Recover your password.
A password will be e-mailed to you.
ପାରଳାରେ ଭାଜପା, ମୋହନାରେ କଂଗ୍ରେସ
ପାରଳାରେ ତିରୁପତି ଦେଖାଇଲେ ଦମ, କଂଗ୍ରେସ ଚତୁର୍ଥ ସ୍ଥାନରେ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩୬ ମୋହନା ଓ ୧୩୭ ପାରଳାଖେମୁଣ୍ଡି ରହିଛି । ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏଠାରେ ଗତ ଏପ୍ରିଲ…
ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
ବୌଦ୍ଧ : ବୋୖଦ୍ଧ ଜିଲ୍ଲା ଚମ୍ପାମାଳ ଗାଁର ଅଚ୍ୟୁତ ମହନନ୍ଦିଆଙ୍କ 2 ବଖରା ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି । ବୋୖଦ୍ଧ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି ।
ବିବାହର ୧୫ ଦିନ ପୂରିନି, ଦୁର୍ଘଟଣା ନେଲା ଜୀବନ
ବୌଦ୍ଧ : ରକ୍ଷା କରିପାରିଲାନି ହେଲମେଟ, ଚାଲିଗଲା ପ୍ରାଣ | ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଖଜୁରିପଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ…
ବସନ୍ତଙ୍କୁ ନୂଆପଡାରେ ବିପୁଳ ସମ୍ବର୍ଦ୍ଧନା
ନୂଆପଡା(ଅମିତ ପୁରୋହିତ); କଳାହାଣ୍ଡି ଲୋକସଭା ଆସନରେ ବିପୁଳ ପରିମାଣରେ ବିଜୟୀ ହୋଇଥିବା ବସନ୍ତ କୁମାର ପଣ୍ଡାଙ୍କୁ ନୂଆପଡା ବାସୀ ଭବ୍ୟ ସ୍ୱାଗତ କଣାଇଛନ୍ତି । ଶ୍ରୀ ପଣ୍ଡା କଳାହାଣ୍ଡିରୁ ନୂଆପଡା ଆସୁଥିବା ବେଳେ ଖଡିଆଳ, କୋମନା, କୁରୁମପୁରୀ ଠାରେ କର୍ମକର୍ତ୍ତା ତଥା ଅଧିବାସୀ ତାଙ୍କୁ ଭବ୍ୟ…
ଦିଲ୍ଲୀରେ ଚାଲିଛି ସିଡବ୍ଲ୍ୟୁସି ବୈଠକ : ହରିବାର କାରଣ ଖୋଜି ନିର୍ଣ୍ଣୟ କରିବା ଆଗ ଚଲା ରାସ୍ତା |
ନୂଆଦିଲ୍ଲୀ : ୨୦୧୪ ତୁଳନାରେ କଂଗ୍ରେସ ଆପାତତଃ ଅଧିକ କିଛି ଆସନ ପାଇଥିଲେ ବି ଦଳର ଦେଶବ୍ୟାପୀ ନୈରାଶ୍ୟଜନକ ପ୍ରଦର୍ଶନ ସର୍ବୋପରି ଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆମେଥିର ବିପର୍ଯ୍ୟୟ ଦଳକୁ ଚିନ୍ତାରେ ପକାଇଛି | ଦଳର ବହୁ ବରିଷ୍ଠ ନେତା ଭୂଇଁ ଚାଟିଥିବ ବେଳେ ବିଜେପି ଆଶାତୀତ ସଫଳତା…
ବିଦ୍ୟାଳୟ ଛାଡି ବଳଦ ଚରାଉଛନ୍ତି ଛାତ୍ରଛାତ୍ରୀ
ବିକାଶ ମାନଚିତ୍ : ଅଭୟାରଣ୍ୟ ଭିତରେ, ଉପେକ୍ଷିତ ୧୭ ଗାଁ !
ବୌଦ୍ଧ(ଶାସକ ପ୍ରସାଶକ); ଅନୁଗୁଳ, ବୌଦ୍ଧ ଓ ନୟାଗଡ ଜିଲ୍ଲାକୁ ନେଇ ୧୯୭୬ ରେ ଗଢ଼ଯାଇଛି ସାତକୋଶିଆ ଅଭୟାରଣ୍ୟ । ଏହି ଅଭୟାରଣ୍ୟ ପରିସର ମଧ୍ୟରେ ରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଓ ମହାଲିକପଡ଼ା ପଞ୍ଚୟାତ…
ପଦ୍ମପୁର ବିଜେଡିର ବିଜୟର ମାହୋଲ
ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳିରେ ବିଜେଡିର ପୁରୁଖା ନେତା ତଥା ପୁର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ବିଜୟ ପରେ ପଦ୍ମପୁର ସହରରେ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ଗତକାଲି ସନ୍ଧ୍ୟାରେ ବରିହା ନିଜ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଲ ରାଲିରେ ବାହାରି…
ହରଭଙ୍ଗା ବ୍ଲକ: ଅବାଧରେ ଚାଲିଛି ବେଆଇନ ଇଟା ଭାଟି ପ୍ରଶାସନ ନିଦାବିଷ୍ନୁ
ବୌଦ୍ଧ(ଶାସକ ପ୍ରସାଶକ) ; ରାଜ୍ୟରେ କ୍ରମାଗତ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବା ଅହେତୁକ ତାପମାତ୍ର ସହିତ ପରିବେଶ ପ୍ରଦୂଷଣ ରେ ରୋକ ଲାଗାଇବା ଓ ଜଙ୍ଗଲ ର ସୁରକ୍ଷା ଆଦି ବିଭିନ୍ନ ଦିଗକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର କାଠ ଓ କୋଇଲାରେ ପୋଡାଯାଉଥିବା ମାଟିରେ ତିଆରି ଇଟାଭାଟି ଗୁଡିକ…
ରାଜ୍ୟ ସଂଗ୍ରହାଳୟରେ ସାଇତା ହେବ ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ସ୍ମୃତି
ଭୁବନେଶ୍ୱର(ଶାସକ ପ୍ରଶାସକ) ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ବିୟୋଗ ସମଗ୍ର ରାଜ୍ୟ ଓ ଦେଶ ପାଇଁ ଦୁଃଖଦାୟକା କଳ୍ପନା "ତିନି ମହିଳା ଅଭିଯାତ୍ରୀ' ଦଳର ସଦସ୍ୟ ଭାବରେ ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଅରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥ#ବା ସମୟରେ ବାଲ୍କୋନୀ ଏରିୟାରେ ଅସୁସ୍ଥ ହୋଇ…
ହାତୀ ମାଡାମ ଗିରଫ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ପ୍ରସୂତିଙ୍କ ପରିବାରଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ କରିବା ଓ କମ୍ ଅର୍ଥ ପାଇଁ ପ୍ରସୂତି ପରିବାରର ବୃଦ୍ଧାଙ୍କୁ ମାଡ଼ ମାରିବା ମାମଲାରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅଭିଯୁକ୍ତ ନର୍ସକୁ ଆଜି ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି । ଗିରଫ ନର୍ସ ଜଣକ ହେଲେ ରୀତା…