Sign in
Sign in
Recover your password.
A password will be e-mailed to you.
ନିରଧୁମ ଛେଚିବା ସହ ଲଣ୍ଡା କରି ଗାଆଁରେ ବୁଲାଇଲେ ଲୋକେ
ଛି ଛି .....ଇଏ ଶିକ୍ଷକ ନ ଚଣ୍ଡାଳ !!!!
ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ସମାଜ ଗୁରୁଙ୍କୁ ବ୍ରହ୍ମ।, ବିଷ୍ଣୁ ଓ ମହେଶ୍ୱର ଆସନରେ ବସାଇଛନ୍ତି । ଗୁରୁଙ୍କ ସ୍ଥାନ ସମସ୍ତ ଯୁଗରେ ଉପରେ ରହିଆସିଛି । କିନ୍ତୁ ଆଜିର ଯୁଗରେ କେତେକ ମୁଷ୍ଟିମେୟ…
ପଂଚାୟତସ୍ତରୀୟ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ
ଆନନ୍ଦପୁର/ହାଟଡିହି (ମକରଧ୍ୱଜ ଜେନା):ଆନନ୍ଦପୁର ଉପଖଣ୍ଡରେ ଥିବା ସମସ୍ତ ପଂଚାୟତ ତରଫରୁ ଆନନ୍ଦପୁର ବ୍ଲକ୍ ପରିସରରେ ଜିଲ୍ଲା ମଙ୍ଗଳ ଅଧିକାରୀଣି ସ୍ୱର୍ଣପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସଚେତନତା ଅଭିଯାନ ଆନୁଷ୍ଠାନିକ ଆରମ୍ଭ ହୋଇଯାଇଛି । ଦୀର୍ଘ ୬୦ ଦିନ ଧରି ଚାଲିବାକୁ ଥିବା…
ଧରାପଡ଼ିଲା ନକଲି ଦେଇ ଅସଲି ସୁନା ଲୁଟିନେବା ଘଟଣାର ଅଭିଯୁକ୍ତ
ବଡ଼ବିଲ/ଚିତ୍ତରଞ୍ଜନ କର
ନକଲି ସୁନା ଦେଇ ଅସଲି ସୁନା ଲୁଟିନେବା ଘଟଣାର ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚୁରା କରିଛି ବଡ଼ବିଲ ପୋଲିସ । ଗତ ଜାନୁଆରୀ ୪ ତାରିଖ ଅପରାହ୍ନ ୩ଟା ସମୟରେ ବଡ଼ବିଲ ମୁଖ୍ୟ ବଜାର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ଥିବା ଭଗବାନ ଦାସ ଜୁଏଲର୍ସକୁ ଜଣେ ବ୍ୟକ୍ତି…
କେଏମ୍ଏଚ୍ଏସ୍-୮୬ର ବନ୍ଧୁମିଳନ
କଟକ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ପିକରାଳିସ୍ଥିତ କପିଳ ମୁନି ହାଇସ୍କୁଲ୍ (କେଏମ୍ଏଚ୍ଏସ୍)ର ୧୯୮୬ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ କଟକ ମହାନଦୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମାବେଶରେ ବ୍ୟାଚର ୪୦ ଜଣ ଛାତ୍ରଛାତ୍ରୀ ସପରିବାର ଯୋଗ ଦେଇ ଆଗାମୀ…
ଗୋପପୁରକୁ କଂସାସୁରଙ୍କ କାଳୀୟନାଗ ପ୍ରେରଣ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ ମହାଶୟା ମଧୁଛନ୍ଦା ସାହୁଙ୍କ କର କମଳରେ ଉଦ୍ଘାଟିତ ହୋଇ ଆଜି ଷଷ୍ଠ ରଜନୀରେ ପଦାର୍ପଣ କରିଛି।ଆଜି ଯାତ୍ରାର ଷଷ୍ଠ ରଜନୀରେ ଅତିଥି ଭାବେ ରାଜ…
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମୃତି ସମାରୋହ : ୨୧ଜଣ ହେଲେ ସମ୍ମାନିତ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ଖେଳପଡିଆ ଠାରେ ମହାନ୍ ଜନନାୟକ ତଥା ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ ପକ୍ଷରୁ ମହା ଆଡମ୍ୱର…
ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସର ସ୍ୱତନ୍ତ୍ର ଟିମ ଗିରଫ କଲାଦୁର୍ଦ୍ଦାନ୍ତ ଡକାୟତ ଦଳକୁ
୪ଟି ବାଇକ ସହିତ ୨ଟି ପିସ୍ତଲ ଓ ୭ଟି ମୋବାଇଲ ଫୋନ ଜବତ
ଟିଟିଲାଗଡ଼, (Sunil Behera ) ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂଘଟି ଲୁଟ ଓ ଡ଼କାୟତି ମାମଲାରେ ସଂପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରବାରେ ବଡ଼ ସଫଳତା ହାସିଲ୍ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଜିତ୍…
ଜିଲ୍ଳା ଶିଲ୍ପକେନ୍ଦ୍ର ପକ୍ଷରୁ ଶିଲ୍ପ ସଚେତନତା ଶିବିର
ବଲାଙ୍ଗୀର/ନିରୋଜ ମିଶ୍ର - ବଲାଙ୍ଗୀର ସରକାରୀ ଆଇଟିଆଇ ତାଲିମ କେନ୍ଦ୍ରରେ ବଲାଙ୍ଗୀର ଜିଳ୍ଲା ଶିଲ୍ପ କେନ୍ଦ୍ର ପକ୍ଷରୁ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶତାଧିକ ଯୁବକଯୁବତୀ ଯୋଗଦେଇଥିଲେ । ଉକ୍ତ ଶିବିରରେ ଜିଲ୍ଲା ଶିଲ୍ପକେନ୍ଦ୍ର ଜେନେରାଲ ମ୍ୟାନେଜର ପ୍ରଭୁ…
ବାକିଆ ଘର ନିର୍ମାଣ କାମ ସାରିବାକୁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ
ଭଦ୍ରକ ଜିଲ୍ଲା ପରିଷଦର ସପ୍ତମ ବୈଠକ
ଭଦ୍ରକ : ଭଦ୍ରକ ଜିଲ୍ଲାପରିଷଦର ସପ୍ତମ ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲିର ବିଧାୟକ…
ଜଗଲପାଟ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସହ ଯୋଗାଣ ଅଧିକାରୀ ନିଯୁକ୍ତି ଦାବିରେ ଗଣଧାରଣା ।
ପଦ୍ମପୁର/ଗାଇସିଲାଟ(ନିଳ ଦୀପ/କେଦାର ସାହୁ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଜଗଲପାଟ ପଂଚାୟତରେ ସହ ଯୋଗାଣ ଅଧିକାରୀ ନିଯୁକ୍ତି ଦାବିରେ ପଂଚାୟତ ଅଫିସ ସମ୍ମୁଖରେ ଗତ ୨୮/୦୧/୨୦୧୯ ଦିନରୁ ଚାଲିଛି ଗଣଧାରଣା ।ଏହି ପଂଚାୟତରେ ବହୁତ ଶିକ୍ଷିତ ଯୁବକ ଯୁବତୀ ଥିଲେ ମଧ୍ୟ ସରପଂଚ କାହାରିକୁ…