ଭୋଟରଙ୍କ ମନ କିଣିଥିଲେ, ଏବେ ନଵୀନଙ୍କ ଭରସା ଜିଣିଲେ

ସୁଶାନ୍ତ ସିଂହଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ, ଝୁମୁଛି ଭଟଲି ନିର୍ବାଚନ ମଣ୍ଡଳୀ  ସୋହେଲା(ଶାସକପ୍ରଶାସକ)-ଭଟଲି ନିର୍ବାଚନ ମଣ୍ଡଳୀରେ ରେକର୍ଡ ସୃଷ୍ଟି କରି ହ୍ୟାଟ୍ରିକ ଅର୍ଜ୍ଜନ କରିଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପୁଣି ମିଳିଛି ପଞ୍ଚମ ଥର ପାଇଁ ସରକାର ଗଢିବାକୁ ଯାଉଥିବା ନବୀନ…

ଠିଡିକାଯୋର ରଥଯାତ୍ରା ପ୍ରସ୍ତୁତି ବୈଠକ

ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ବବିତାରାଣୀ ଦଳବେହେରାଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ସଭାଗୃହ…

ଧର୍ମେନ୍ଦ୍ରଙ୍କୁ ମିଳି ନପାରେ ମନ୍ତ୍ରୀ ପଦ 

ନୂଆଦିଲ୍ଲୀ :  ୩୦ରେ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ | ତାଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ | ଓଡିଶାରୁ ତିନିଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି | ସେମାନଙ୍କ ମଧ୍ୟରେ ବର୍ତ୍ତମାନ ମନ୍ତ୍ରୀ ଥିବା ଜୁଏଲ ଓରାମ, ଧର୍ମେନ୍ଦ୍ର…

ଅଜଣା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେଲମୁଣ୍ଡା-ଗୁଦେରପାଲି ରାସ୍ତା କଡରୁ ଆଜି ମେଲଛାମୁଣ୍ଡା ପୁଲିସ ଏକ ଅଜଣା ବୃଦ୍ଧାର ଶବ ଉଦ୍ଧାର କରିଛି । ଶବଟିର କେହି ଦାବୀ ଦାର ନ ବାହାରିବାରୁ ସ୍ଥାନୀୟ ଯୁବକ ସଂଘର ସହାୟତାରେ ପଦ୍ମପୁର ଡାକ୍ତରଖାନାକୁ ନେଇ ବ୍ୟବଛେଦ…

ସୁନେତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ  କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା  ଅସ୍ତ୍ରୋପଚାର

ରାଜ୍ୟର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ  ଭୁବନେଶ୍ୱର(ଶାସକ ପ୍ରଶାସକ) :କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ରେଟିନା  ଅସ୍ତ୍ରୋପଚାର । ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି  ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା  ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି ।…

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ 

 ଧର୍ମଗଡ଼ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବରାଡୋଙ୍ଗା ସୁପାଡ ରାସ୍ତା କଡରେ ଜଣେ ଯୁବକ ପଡିରହିଥିବା ସ୍ଥାନୀୟ ଲୋକେ ଆମପାଣି ଥାନା ପୋଳିସକୁ ଖବର ଦେଇଥିଲେ । ଖବର ପାଇଁ ଆମପାଣି ଥାନା ଏ.ଏସ.ଆଇ. ଝଜନେଶ୍ୱର ନାଏକ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି…

ହେ ସରକାର : ଜାଙ୍ଗଲ  ଉପରେ କେବେ ପଡିବ ପ୍ରଶାସନର ନଜର 

  ଆଦିବାସୀ ବହୁଳ ପାହାଡିଆ ଗ୍ରାମ 'ଜାଙ୍ଗଲ'ରେ ରାସ୍ତା ଓ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁବିଭିନ୍ନ ବିକାଶ ନାମରେ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନାରେ ଖର୍ଚ୍ଚ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ…

ବାଇକ ବାଡେଇଦେଲା, ସମବାୟ ତାଲିମ କେନ୍ଦ୍ର ପ୍ରିନ୍ସିପାଲ ଗୁରୁତର

 ବାରିପଦା / ଅରବିନ୍ଦ ଦାସ : ଏକ ସଡକ ଦୁର୍ଘଟଣାରେ ସମବାୟ ପରିଚାଳନା ତାଲିମ ସମିତି କେନ୍ଦ୍ରର ପ୍ରିନ୍ସିପାଲ ସଂଜୀବ କୁମାର ଦେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ସୂଚନାଯୋଗ୍ୟ ଯେ, ଏକ ବାଇକ ଦୁର୍ଘଟଣାରେ 24.5.2019 ରେ ଅଫିସ ଛୁଟି ପରେ ଦିନ…

ସମାଜସେବୀ ପ୍ରସନ୍ନ କୁମାର ସାହୁଙ୍କ ଦେହାନ୍ତ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଜଗଲପାଟ  ପଞ୍ଚାୟତର ଭାଙ୍ଗମୁଣ୍ଡାଗ୍ରାମର ବରିଷ୍ଠ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ସାହୁଙ୍କ ୭୮ ବର୍ଷ ବୟସରେ ତାଙ୍କ ବାସଭବନରେ ଆଜି ଦିପହର ପ୍ରାୟ ୧ଘ୪୦ମି ସମୟରେ  ଦେହାନ୍ତ ହେଇଛି।…