Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ବିଜେଡି କର୍ମକର୍ତ୍ତା, ମୁଖପାତ୍ର ଓ ପାନେଲିଷ୍ଟ
ଭୁବନେଶ୍ୱର,: ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର ଗଢ଼ିବାକୁ ଯାଉଛି । ଏହି ଅବସରରେ ଆଜି ଦଳର କର୍ମକର୍ତ୍ତା, ମୁଖପାତ୍ର ଓ ମିଡିଆ…
ସିନାପାଲି ମୁଖ୍ୟ ରାସ୍ତାରେ ରହିଯାଉଛି ଶହ ଶହ ଯାନବାହାନ।
ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବସଷ୍ଟାଣ୍ଡରୁ ତହସିଲ ଅଫିସ ଡେଲି ମାର୍କେଟ ପର୍ଯ୍ୟନ୍ତ ଯାନ ବାହାନ ଯିବାଆସିବାର ବହୁତ ଅସୁବିଧା ଦେଖାଦେଉଛି। ପ୍ରତେକ ଦିନ ସକାଲ ନଅ ଟାରୁ ଦଶ ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଯେକୌଣସି ବଡ଼ ଗାଡିଟିଏ ଯାତାୟାତ କଲେ ଦୁଇ ଚକିଆ ଚାରି…
ରେଢ଼ାଖୋଲ ରେ ତାପମାତ୍ରା ୪୫ ଡ଼ିଗ୍ରୀ ଟପିଲା, ଦାଉ ସାଧୁଛି ବିଦ୍ୟୁତ ବିଭାଗ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରାଞ୍ଚଳରେ ତାପମାତ୍ରା ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଛି I ଗତ ଶନିବାର ଓ ରବିବାର ଅଞ୍ଚଳରେ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଛି I ଏହା ପୂର୍ବରୁ ଅଞ୍ଚଳର ତାପମାତ୍ରା ୪୪ ଡ଼ିଗ୍ରୀ ରେ ସିମୀତ ରହିଥିଲା I…
ଓଭର ଟେକିଂ ହେଲା କାଳ, ଦୁର୍ବୃତ୍ତ ନେଲେ ଜୀବନ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କରାମଡ଼ିହୀ ପଂଚାୟତ ଅନ୍ତଗତ ଗୀତ ପଡାର୍ ଗୋପାଳ କୁମାର ଗତ ବିଳମ୍ବିତ ରାତିରେ ବାଇକରେ ସବଡେଗା ଆଡୁ ବାଇକ ଯୋଗେ ଘରକୁ ଫେରିଥିଲେ | ଠିକ ଏହି ସମୟରେ କିଛି ସବଡେଗା ଏରିଆର କିଛି ଦୁର୍ବୃତ୍ତ ମଧ୍ୟ ବାଇକ ଯୋଗେ କରମଡ଼ିହି ଆଡକୁ…
ମଇଦାନକୁ ନ ଓହ୍ଲାଇ ଦମ୍ ଦେଖାଇଲେ ବିଷ୍ଣୁ : ମିଳିପାରେ ମନ୍ତ୍ରୀପଦ
ଜଗତସିଂହପୁର/ରମେଶ ମହାନ୍ତି -ଜଗତସିଂହପୁର ହୋଇଛି ଶଙ୍ଖମୟ ସାଂସଦଙ୍କ ସମେତ ୪ବିଧାୟକ ଆସନ ମଧ୍ୟ ପୋଛିନେଲା ବିଜେଡି । ଜିଲ୍ଲାର ସବୁ ଆସନ ଯେ ବିଜେଡି ଦଖଲ କରିବ ତାହାଥିଲା କଳନା ବାହାରେ । ରାଜନୈତିକ ବିଶାରଦମାନେ ଯାହାବି କିଛି ଆକଳନ କରୁଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛି । ଏବେ ନିର୍ବାଚନ…
ଧରାପଡ଼ିଲା ବଡ଼ବିଲ କଲେଜ ଫ୍ୟାନ ଚୋର
ବଡ଼ବିଲ ; ଆଜି ଜଣେ ଫ୍ୟାନ ଚୋରକୁ ବଡ଼ବିଲ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ଜଣା ପଡ଼ିଛି। ଗତ କିଛିଦିନ ତଳେ ବଡ଼ବିଲ କଲେଜରୁ ଫ୍ୟାନ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ତଦନ୍ତ କରି ବଡ଼ବିଲ ଗାଢ଼ା…
ବଢୁଛି ଅପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା
ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଅପରାଧିକ ବା ଫୌଜଦାରୀ ମାମଲା ଥିବା ବିଧାୟକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି |
ବିଧାନସଭାକୁ ନିର୍ବାଚିତ ହୋଇଥିବା ମାନ୍ୟବର ବିଧାୟକଙ୍କ ମଧ୍ୟରୁ ୪୬ % ଅର୍ଥାତ ୬୭ଜଣଙ୍କ ନାମରେ ଅପରାଧିକ ବା ଫୌଜଦାରୀ ମାମଲା ରହିଛି | ୨୦୧୪ରେ ଏହି…
ଆଶ୍ରୟ ନେବା ହେଲା କାଳ
କଳାହାଣ୍ଡି ଜିଲ୍ଲା/ ତୁଲମଣି ନାଗ : ଗୋଲାମୁଣ୍ଡ ଥାନା ଅନ୍ତର୍ଗତ ଘୋଟିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ରବିବାର ଦିନ ଦୁଇ ପ୍ରହରେ ପ୍ରବଳ ପବନ ବର୍ଷା ସହିତ ବିଜୁଳି ମାରିଥିଲା । ଠିକ ଏହି ସମୟରେ ଘୋଟିଆ ଗ୍ରାମର କେତେ ପିଲା ମାନେ ଓ ଜଣେ ବୃଦ୍ଧା ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ।…
ବ୍ରହ୍ମକମଳ ଲାଗିହେଲେ ଶ୍ରୀରଘୁନାଥ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କର ଚନ୍ଦନ ଯାତ୍ରା ଚାଲିଥିବା ସମୟରେ ରାମସାଗର ପୁଷ୍କରିଣୀରେ ଚାପଖେଳି ଚନ୍ଦନ କୁଣ୍ଡରେ ବିଶ୍ରାମ ନେଉଥିବା ବେଳେ ଶ୍ରୀଜିଉମାନଙ୍କୁ ବ୍ରହ୍ମକମଳ ପୁଷ୍ପ ଲାଗିକଲେ ସେବକ । ଏହାପରେ ଶ୍ରୀଜିଉ ନଗର ପରିକ୍ରମାକରି ରତ୍ନବେଦିକୁ…
ଭୂମିହୀନଙ୍କୁ ଜମି ପଟ୍ଟା, ସମସ୍ତଙ୍କ ପିଇବା ପାଣି ଏବଂ ବନ୍ଧକଟାର ପୁନରୁଦ୍ଧାରକୁ ଦିଆଯିବ ପ୍ରାଥମିକତା-ନରସିଂହ
ନରସିଂହଙ୍କୁ ବିପୁଳ ନାଗରିକ ସମ୍ବର୍ଦ୍ଧନା
ବଲାଙ୍ଗିର, (ନିରୋଜ ମିଶ୍ର)-ଆଜିର ଏହି ବିପୁଳ ସମ୍ବର୍ଦ୍ଧନା ମତେ ଭାବବିହ୍ୱଳ କରିଛି । ମୋର ସହରର ଅନେକ ସଂଗଠନ ଉପସ୍ଥିତ ହୋଇ ମୋତେ ସମ୍ବର୍ଦ୍ଧିତ କରିଛନ୍ତି । ଆପଣମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗ ଦ୍ୱାରା ମୁଁ ପୁର୍ନବାର ବିଜୟୀ…