Sign in
Sign in
Recover your password.
A password will be e-mailed to you.
୨ୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ସ୍ନାନଯାତ୍ରା :ଗଜାନନ ବେଶରେ ମହାପ୍ରଭୂ
ରତ୍ନସିଂହାସନରୁ ଅଣସରପିଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି ), - ମହାପ୍ରଭୂ ଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଆଦ୍ୟ ଯାତ୍ରା ଭାବେ ପ୍ରତିପାଦିତ । ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ଯାତ୍ରା ୨ୟ ଶ୍ରୀକ୍ଷେତ୍ର…
ମାର ମାର ଭଣ୍ଡାରିଆକୁ ମାର……….
ମୋରଡ଼ା ଥାନା ଖୁଣ୍ଟାପାଳ ଗ୍ରାମ ଡବଲ ମର୍ଡର ଘଟଣାରେ ବଳି ପଡିଲେ ସେଣ୍ଟ୍ରି
ବାରିପଦା(ଶାସକ ପ୍ରଶାସକ)- ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ନିଜ ସ୍ତ୍ରୀ ମମତା ମହାନ୍ତ ଓ ଶାଶୁ ସୁନତୀ ମହାନ୍ତଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ହାତରେ ଏକ କୁରାଢ଼ୀ ଧରି ରଜ…
ବାହାରିଲା ରଥ: ୩ ମାସ ଧରି ବର୍ଷାଦିନିଆ ରୋଗସଂପର୍କରେ ଚାଲିବ ସଚେତନତା
ଭୁବନେଶ୍ୱର: ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସଚେତନତା ରଥର ଶୁଭାରମ୍ଭ…
ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧର ଜୀବନ ଗଲା ।
ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଳା ରାସଗୋବିନ୍ଦପୁର ରେଞ୍ଜ ଅଢେନରେ ଥିବା ଡାଙ୍କରବିଲା ଗାଁରେ ଝାଡ଼ଖଣ୍ଡି ହାତୀ ଆକ୍ରମଣରେ ହରିଆ ସୋରେନ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଅଛି। ଗତକାଲି ରାତିରୁ ଝାଡ଼ଖଣ୍ଡ ରାଜ୍ୟ ଦଲମା ଜଙ୍ଗଲରୁ ପ୍ରାୟ ୧୨ରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ…
ଅଭିଯୋଗକୁ ଅଣଦେଖା କଲା ପୋଲିସ : ଦୁଇ ମହିଳାଙ୍କ ଜୀବନ ଗଲା
ବାରିପଦା(ଶାସକ ପ୍ରଶାସକ )- ମୋରଡ଼ା ଥାନା ଅଧିକାରୀ ନିଜ ଦାୟିତ୍ୱ ଓ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ଦୁଇ ଜଣ ମହିଳା ହତ୍ୟାକାରୀଙ୍କ ଶିକାର ପାଲଟି ଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ନେଇ ଉତ୍ତେଜନା ଦେଖା ଦେବା ସାଙ୍ଗକୁ ଘଟଣାସ୍ଥଳକୁ ଯାଇଥିବା ପୁଲିସକୁ ଗ୍ରାମବାସୀମାନେ…
ଶସ୍ୟବୀମା ଦାବିରେ ଚାଷୀଙ୍କ ଧର୍ମଗଡ-ସିନାପାଲି ରାସ୍ତା ଅବରୋଧ
କଳାହାଣ୍ଡି/ତୁଳମଣି ନାଗ
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ୨୮ ଗୋଟି ପଞ୍ଚାୟତ ର ୨୦୧୮-୨୦୧୯ ବର୍ଷ ର ଶସ୍ୟ ବୀମା ବାଦ ପଡିଥିବା ସମସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଟଙ୍କା ଦାବିରେ କୃଷକ ସଂଘର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ସତାଧିକ ଲୋକ ଆଜି ଗୋଳାମୁଣ୍ଡା ସିନାପାଲି,…
ବଜ୍ରପାତ: ଜଣେ ମୃତ, ଜଣେ ଆହତ
ପଦ୍ମପୁର(ନୀଲାମ୍ବର ଦୀପ):- ପଦ୍ମପୁର ଉପଖଣ୍ଡ ଦହିତା ପଂଚାୟତର ଲେଦ୍ରାପାଲି ଗ୍ରାମରେ ବଜ୍ରପାତ ଯୋଗୁଁ ଜଣଙ୍କ ମୃତୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ପାଟଣାଗଡ଼ ନିଆ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ନାରାୟଣ ବରିହା (୨୫) ଏବଂ ପବିତ୍ର ବରିହା (୨୪)…
ଲୋକଙ୍କ ସେବା ପାଇଁ ରାଜନୀତି ଯାହାର ମାଧ୍ୟମ
ମାନସ ମିଶ୍ର
ଆଜି ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଜନ୍ମ ଦିନ । ଏହି ଉପଲକ୍ଷେ ମନ୍ତ୍ରୀ ଙ୍କର ନିକଟକୁ ବିଭିନ୍ନ ବ୍ୟକ୍ତି ଵିଶେଷ, ସାଧାରଣ ଜନତା ଙ୍କର ଶୁଭକାମନାର ସୁଅ ଛୁଟୁଥିବା ବେଳେ ପଶ୍ଚିମ ଓଡ଼ିଶାର ସାମାଜିକ ଗଣମାଧ୍ୟମରେ ପଶ୍ଚିମ ଓଡ଼ିଶାର ଏହି ଲୋକପ୍ରିୟ ଯୁବନେରାଙ୍କୁ ମଧ୍ୟ…
ନିଳାଦ୍ରୀ ଅନୁଷ୍ଠାନ ପକ୍ଷରୁ ବଡ଼ବିଲରେ ରଜ ଉତ୍ସବ ପାଳିତ
ବଡ଼ବିଲ (ଶାସକ ପ୍ରଶାସକ):ଓଡ଼ିଶାର ଗଣପର୍ବ ରଜ ବଡ଼ବିଲରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଛି। ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ ହଲଠାରେ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ପାଳିତ ହୋଇଥିଲା ରଜ ଉତ୍ସବ। ଏହି ଅବସରରେ ନିଳାଦ୍ରୀ ସଭାପତି ତଥା ବରିଷ୍ଠ…
ନରସିଂହ ଇନ ଆକ୍ସନ ମୋଡ଼
ପୌରାଧିକାରୀଙ୍କୁ ସାଙ୍ଗରେ ନେଇ ବୁଲାଇ ଦେଖାଇଲେ ନାଳ ନର୍ଦ୍ଦମା ସମସ୍ୟା
ବଲାଙ୍ଗିର/ନିରୋଜ ମିଶ୍ର – ସାମାନ୍ୟ କିଛି ମିନିଟର ବର୍ଷା ବଲାଙ୍ଗିର ପୌରାଞ୍ଚଳର କିଛି ୱାର୍ଡରେ ଡ୍ରେନ ସମସ୍ୟା ଯୋଗୁଁ ପାଣି ଉଛୁଳି ନର୍ଦ୍ଦମା ପାଣି ଘର ଭିତରକୁ ପଶୁଛି । କିଛି ଡ୍ରେନ ଏପରି ଅଛି ଯାହାକି ବର୍ଷ…