ପ୍ରଥମ ଏକଦିବସୀୟ କିଶୋର ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ପଦ୍ମପୁର/ନିଳ ଦୀପ- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଳପଡିଆ ଠାରେ ସ୍ପୋଟିର୍ସ ଓ କଳଚରାଲ ଏସୋସିଏସନ ପଦ୍ମପୁର ଦ୍ବାରା ଆୟୋଜିତ ପ୍ରଥମ ଏକଦିବସୀୟ କିଶୋର ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ଉଦଘାଟିତ ଉତ୍ସବରେ ପୂର୍ବତନ ଅଧ୍ୟାପକ ତଥା ନାଟ୍ୟକାର କେଶରଞ୍ଜନ ପ୍ରଧାନ…

   ୪୪ଜଣ ସହର ବାସିନ୍ଦାଙ୍କୁ ଭୁମି ଅଧିକାର ପ୍ରମାଣପତ୍ର ପ୍ରଦାନ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଜାରିଙ୍ଗି ୱାର୍ଡ ନଂ ୧୫ରେ ବସବାସ କରୁଥିବା ୪୪ଟି ଭୂମିହୀନ ସହର ବସ୍ତିବାସିନ୍ଦାଙ୍କୁ ଜାଗା ମିସନ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ…

 ସନ୍ଦେହ ଘେରରେ ଯୁବକଙ୍କ ମୃତୁ ଘଟଣା: ତ୍ୱରିତ ଘଟଣାର ଖୁଲାସା ପାଇଁ ଦାବୀ କଲେ ଗ୍ରାମବାସୀ

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ପୁଲିସ ସନିବାର ଭୋରରୁ ଖବର ପାଇ ବାଟର୍ତେମା ସ୍କୁଲ ସମ୍ମୁଖ ରାଜ ରାସ୍ତା ଉପରୁ ଏକ ଖପୁରି ବିହୀନ ଶବ ସହ ଏକ ବାଇକ ଜବତ କରିଥିଲା । ବାଇକଟିକୁ ଶବଠାରୁ ୧୦୦ ମିଟର ଦୁରରେ ଠାବ କରିଥିଲା । ଖୋଜ ଖବର କରିବାରୁ ଶବଟି ଏହି ଥାନା ଅର୍ନ୍ତଗତ ର୍କେମେଲି…

ପଦ୍ମପୁରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର/ନିଳ ଦୀପ-ଶନିବାର ସନ୍ଧ୍ୟାରେ ନେହରୁ ସ୍ପୋଟିଙ୍ଗ ଓ ବୋରାସମ୍ବର ସ୍ପୋଟିଙ୍ଗର ମିଳିତ ଆୟୋଜନ ରେ ଗତ ୧୪/୦୨/୨୦୧୯ ତାରିଖରେ ଜମ୍ମୁ କାଶ୍ମୀର ର ଫୁଲୱାମା ଠାରେ CRPF ର ଜବାନଙ୍କ ଉପରେ ହେଇଥିବା ଆତ୍ମଘାତୀ ଆକ୍ରମଣ ରେ ସହିଦ ହେଇଥିବା ବାହାଦୂର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ତାଲପାଲି ଗ୍ରାମ ପଞ୍ଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

ଗାଇସିଲେଟ /କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ଶ୍ରୀ ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସହୀଦ…

ଶ୍ରୀ ଶ୍ରୀ ଭାରତମାତା ମନ୍ଦିରର ୪ର୍ଥ ପ୍ରତିଷ୍ଠା  ମହୋତ୍ସବ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଶ୍ରୀ ଶ୍ରୀ ଭାରତ ମାତା ବିକାଶ ସମିତି ଆନୁକୂଲ୍ୟରେ  ଭଦ୍ରକ-ବାଇପାସ ଭାରତମାତା ଛକ ସ୍ଥିତ ଭାରତମାତା ମନ୍ଦିରର ୪ର୍ଥ ବାର୍ଷିକ ତି୍ରଦିବସୀୟ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି । ଏଥି ଉପଲକ୍ଷେ ଶୁଭ ପ୍ରଭାତରେ ବହୁ ସଂଖ୍ୟାରେ ମହିଳା କଳସ…

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତରେ ତୃତୀୟ ପ୍ରର୍ଯ୍ୟାୟ ପିଠା କାର୍ଯକ୍ରମ

ତିର୍ତ୍ତୋଲ(ରମେଶ ମହାନ୍ତି) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତରେ ତୃତୀୟ ପ୍ରର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସରପଞ୍ଚ ନମିତା ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଜିପିଓ ସଞ୍ଜୟ କୁମାର ଦାସ, ତିର୍ତ୍ତୋଲ ପଶୁ ଚିକିତ୍ସା ଅଧିକାରୀ ଦେବଦତ୍ତ…

ଗଇଠିପୁର ଗ୍ରାମରେ ନୃତ୍ୟ ପ୍ରତିଯୋଗିତା ଉତ୍ସବ 

ତିର୍ତ୍ତୋଲ(ରମେଶ ମହାନ୍ତି) :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ଏକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ  କରାଯାଇଥିଲା । ଏହି ପ୍ରତିଯୋଗିତାରେ ଉତ୍ତରକୂଳ ମାହାଳା ହାଟ ସରସ୍ୱତୀ ଶିଶୁ…

ଆସନ୍ତା ୨୨ତାରିଖ ରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ : ନୂଆପଡ଼ା ଜିଲ୍ଲାରେ ୫୦ କେନ୍ଦ୍ରରେ ୯୩୯୪ ପରୀକ୍ଷାର୍ଥୀ

ନୂଆପଡ଼ା,(ଅମିତ କୁମାର ପୁରୋହିତ) ; ଚଳିତ ବର୍ଷ  ଆାସନ୍ତା ୨୨ ତାରିଖଠାରୁ ମାଟ୍ରିକ ବୋର୍ଡ ପରୀକ୍ଷା  ଆରମ୍ଭ ହେବ । ଏଥିରେ ଜିଲ୍ଲାର ୫ଟି ବ୍ଲକର ୫୦ଟି କେନ୍ଦ୍ରରେ ମୋଟ ୯ ହଜାର ୩୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶକ୍ରମେ ପରୀକ୍ଷା…

” ଆପ ଏକ ବିକଳ୍ପ ରାଜନୀତି ପାଇଁ ଅଭିଯାନ ଚଳାଇଛି”

ଆପ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ନୂଆପଡ଼ା(ଅମିତ କୁମାର ପୁରୋହିତ) :  ୨୦୧୯ ସିଂହାସନ ଅକ୍ତିଆର କରିବାକୁ ନେଇ   ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ରଣନୀତି ଆରମ୍ଭ କରି ଦେଇଥିବାବେଳେ ଆମ ଆଦମୀ ପାର୍ଟି ମଧ୍ୟ  ପଛରେ ପଡିନାହିଁ ।ସଦର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନଗର ସ୍ଥିତ …