Sign in
Sign in
Recover your password.
A password will be e-mailed to you.
ବିଜେପୁର : ପିଇବାକୁ ପାଣିନେଇ ହାହାକାର, ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର
ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ବର୍ହାମୁଣ୍ଡା ଗ୍ରାମରେ ଦେଖାଯାଇଛି ଜଳସଙ୍କଟ।ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ପୁରୁଷ, ମହିଳା ଓ ଶିଶୁ ମିଶି ପ୍ରାୟ ୫୦୦ ଜଣ ଲୋକ ବାସ କରନ୍ତି।ଗ୍ରାମରେ ପାନୀୟ…
ରୁଷର ଉପ-ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ
ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ - ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – ରୁଷର ଉପ-ପ୍ରଧାନମବୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୁଧବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ …
ପ୍ରକାଶ ପାଇଲା ଓଜେଇଇ ୨୦୧୯ ପରୀକ୍ଷା ଫଳ
ଭୁବନେଶ୍ୱର : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ ପରୀକ୍ଷା ଫଳ ପ୍ରକାଶ ପାଇଛିା ସ୍ଥାନୀୟ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ସମ୍ମିଳନୀ କକ୍ଷରେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀପ୍ରେମାନନ୍ଦ ନାୟକ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା…
ଚନ୍ଦନଭାଟିରେ ନୂତନ ଫାଣ୍ଡି ଓ ଦେଓଗାଁରେ ନୂତନ ଥାନା ଉଦ୍ଘାଟିତ
ନୂତନ ଫାଣ୍ଡି ଓ ଥାନା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସହାୟକ ହେବ-ନରସିଂହ
ବଲାଙ୍ଗିର,/ନିରୋଜ ମିଶ୍ର - ଆଜି ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି ଗ୍ରାମରେ ଏକ ନୁତନ ପୋଲିସ ଫାଣ୍ଡି ଏବଂ ଦେଓଗାଁ ବ୍ଲକ ସ୍ଥିତ ଦେଓଗାଁରେ ନୂତନ ପୋଲିସ ଥାନା ଉଦ୍ଘାଟିତ ହୋଇଯାଇଛି । ଉଭୟ ଉଦ୍ଘାଟନ ରାଜ୍ୟ…
ମନ୍ତ୍ରୀଙ୍କ ଅହଂକାର ଭାଙ୍ଗିଲା , ପଛରୁ ଯାଇ ସେବାୟତମାନଙ୍କୁ ରାସ୍ତାରୁ ଫେରାଇ ଆଣିଲେ ।
ବାରିପଦା (ଶାସକ ପ୍ରଶାସକ) : - ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଅହଂକାରକୁ ବାରିପଦା ମଠ, ମନ୍ଦିରର ସେବାୟତମାନେ ଭାଙ୍ଗିଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି । ଆଜି ପୂର୍ବାହ୍ନ ପ୍ରାୟ ୮ରେ ସେବାୟତମାନେ ସେମାନଙ୍କର ୮…
ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସମନ୍ୱିତ ବିକ୍ରୟଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ…
ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଓର୍ମାସ୍ ଏବଂ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟାବଳୀ ସମୀକ୍ଷାଦେଶର ନାମିଦାମୀ ଉଦ୍ୟୋଗମାନଙ୍କ ସହ ଅନୁବନ୍ଧିତ ହୋଇ ଗ୍ରାମୀଣ ଉତ୍ପାଦର ବ୍ୟାପକବଜାର ସୃଷ୍ଟି ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡ଼ିଶାର ଗ୍ରାମୀଣ…
ମିଳିଲା ଗଳିତ ଶବ : ହତ୍ୟା ସନ୍ଦେହ
ବାରିପଦା (ଦିଲ୍ଲୀପ ମହାନ୍ତି ): ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ପୁଲିସ ସ୍ଥାନୀୟ ଜୁଣପଦା ବନ୍ଧରୁ ଏକ ଅଜଣା ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର କରିଛି । ଆଜି ପୂର୍ବାହ୍ନରେ ଜୁନାପଡା ଗ୍ରାମର କେତେକ ଲୋକ ବନ୍ଧକୁ ଯାଇଥିବା ସମୟରେ ସେଠାରେ ଏକ ମୃତଦେହ ଦେଖି ସ୍ଥାନୀୟ ସରପଞ୍ଚଙ୍କୁ ଖବର…
ଭିଜନ୍ -୨୦୨୫ ଖୁବ୍ ଶୀଘ୍ର ,ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା–ସ୍ୱାସ୍ଥ୍ୟମନ୍ତ୍ରୀ
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର,୧୯ା୫- ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନୀତି ପ୍ରବର୍ତ୍ତନ ସହିତ ଖୁବ୍ ଶୀଘ୍ର ଭିଜନ୍ - ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର…
ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲି
ପଦବୀ ପୂରଣ ପାଇଁ ଧାରଣାରେ ବସିଲେ ସ୍ଥାନୀୟ ଲୋକେ
ବରଗଡ଼-ବରଗଡ଼ ଜିଲା ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲ ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।…
ସାମ୍ବାଦିକ କହି ଲୋକଙ୍କୁ ବ୍ଲାକମେଲ କରୁଥିବା ୪ ଦଲାଲ ଗିରଫ
ବରଗଡ଼- ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ ଟାଉନ ଥାନା ପୁଲିସ । ଏହାସହ ସେମାନଙ୍କ ପାଖରୁ ବୁମ୍, କ୍ୟାମେରା, ପରିଚୟ ପତ୍ର, ମୋବାଇଲ ସହ ନଗଦ ଟଙ୍କା ଜବତ ହୋଇଛି । ବରଗଡ ଅଂଚଳରେ ନିଜକୁ ସାମ୍ବାଦିକ କହି ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ…