ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି)-  ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ପବିତ୍ର ଘୋଷଯାତ୍ରା ଜୁଲାଇ ୪ରୁ ଆରମ୍ଭ ହେଉଥିବାରୁ ବାରିପଦା ସହରରେ ଲକ୍ଷାଧିକ ଜନସାଧାରଣଙ୍କ ଗହଳିକୁ ଦୃଷ୍ଟିରେ ରଖି ଏବଂ ଗାଡ଼ି ମୋଟର ଚଳାଚଳ ଆଦିର ସୁବ୍ୟବସ୍ଥା ନିମନ୍ତେ…

“ମାନବ ସେବାରୁ ଯେଉଁ ଆନନ୍ଦ ମିଳେ ତାହାର ବିକଳ୍ପ ନାହିଁ”

ଓଡିଶା ରେଡ଼କ୍ରସ୍ ପକ୍ଷରୁ ବାର୍ଷିକ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଭୁବନେଶ୍ୱର(Shasak Prashasak)– ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ତରଫରୁ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରାଜଭବନ ସ୍ଥିତ ଅଭିଷେକ ପ୍ରକୋଷ୍ଠରେ  ପାଳିତ ହୋଇଯାଇଅଛି । ଏହି…

ଜାମୁକୋଳି ଗୋଟାଇବାକୁ ଯାଇ ପ୍ରାଣ ହରାଇଲା ନିଷ୍ପାପ ଶିଶୁ

ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର ନୂଆପଡା, (ଅମିତ ପୁରୋହିତ) : ଅଦିନିଆ ବର୍ଷା ପବନ ଯୋଗୁଁ ଜିଲ୍ଲାର କୋମନା ବ୍ଲକରେ ବଜ୍ରପାତରେ ଜଣକର ମୃତୁ୍ୟ ଘଟିଥିବା ବେଳେ ପବନ ଯୋଗୁଁ ଗଛ ଡାଳ ପଡି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ନୂଆପଡା ଜିଲ୍ଲା…

ଅଚିହ୍ନା ନାବାଳକ ଉଦ୍ଧାର

ବାଲେଶ୍ୱର,(ଉଜ୍ଜ୍ୱଳ କର): ପୁଲିସ ଲାଇନ୍ ଛକରୁ ଉଦ୍ଧାର ଜଣେ ଅଚିହ୍ନା ନାବାଳକକୁ ପୁଲିସ ଆଜି ସଂଧ୍ୟାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି । ଅପରାହ୍ନ ପ୍ରାୟ ୨ଟା ସମୟରେ ୫/୬ ବର୍ଷର ଏହି ଶିଶୁଟି ପୁଲିସଲାଇନ୍ ଛକରେ ଛିଡ଼ା ହୋଇ କାନ୍ଦୁଥିବା ନେଇ ସ୍ଥାନୀୟ ଦୋକାନୀଙ୍କଠାରୁ…

ଝାଡ଼ଖଣ୍ଡି ହାତୀ ଆକ୍ରମଣରେ ବିଧବା ମହିଳା ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ପୂର୍ବ ମୟୂରଭଞ୍ଜରେ ଝାଡ଼ଖଣ୍ଡ ରାଜ୍ୟ ଦଲମା ଜଙ୍ଗଲରୁ ପଶ୍ଚିମବଙ୍ଗ ରାଜ୍ୟ ଦେଇ ପ୍ରବେଶ କରୁଥିବା  ହାତୀ ଓ ମଣିଷ ଲଢେ଼ଇ ଥମିବାର ନାମ ଧରୁନାହିଁ । ଜଣକ ପରେ ଜଣେ ହାତୀ ଆକ୍ରମଣରେ ଟଳି ପଡ଼ିବାରେ ଲାଗିଛନ୍ତି । ଏହାକୁ ରୋକିବାରେ ବନ ବିଭାଗ…

ଅହଂକାରକୁ ନେଇ ପୁଣି ବିବାଦ ଘେରରେ ସୁଦାମ

୮ ଦଫା ଦାବି ପୂରଣ ନିମନ୍ତେ ସେବାୟତମାନଙ୍କ ନବୀନ ନିବାସ ପଦଯାତ୍ରା ପ୍ରସଙ୍ଗନିଜକୁ ବଡ଼ାମ ଠାକୁର ସହ ତୁଳନା କରି ଗଣମାଧ୍ୟମକୁ ବିବାଦୀୟ ପ୍ରତିକ୍ରିୟ, ପ୍ରଥମେ ସୁଦାମ ପରେ ମୁଖ୍ୟମନ୍ତ୍ରୀସର୍ବସାଧାରଣରେ କ୍ଷମା ପ୍ରାର୍ଥନା ଦାବି ଜୋର ଧରିଲା ବାରିପଦା(ଶାସକ ପ୍ରଶାସକ)- କିଛି ଦିନ ତଳେ ନିଜ…

ଜିଲ୍ଲାପାଳ ଠିଆ ହୋଇ ସ୍ମାରକପତ୍ର ନେଇଯାଇଥିଲେ କଣ ବସୁଧା ଓଲଟି ପଡିଥାନ୍ତା !!!

ଜିଲ୍ଲାପାଳଙ୍କ ସୌଜନ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ବିଭିନ୍ନ ମହଲରେ ଉଦବେଗ ଭୁବନେଶ୍ୱର/ଶାସକ ପ୍ରଶାସକ- ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ସୌଜନ୍ୟତାକୁ ନେଇ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତଳସରାର ନବ…

ପଦ୍ମପୁର ପୋଲିସ ଦ୍ୱାରା ବିପୁଳ ନିଶା ଦ୍ରବ୍ୟ ଜବତ ।

ପଦ୍ମପୁର/Nilambar Deep -ପଦ୍ମପୁର ଉପଖଣ୍ଡ ରେ ଚାଲୁଥିବା ବେଆଇନ ନିଶା କାରବାର କୁ ବନ୍ଦ କରିବା ପାଇଁ ଗତ କିଛି ଦିନ ହେଲା ପଦ୍ମପୁର ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ପଦ୍ମପୁର ଥାନା ଅଧିକାରୀ ମାନସରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ ସବଇନ୍ସପେକ୍ଟର ଆର.କେ…

ଗଣଶିକ୍ଷା ବିଭାଗ ମନ୍ତ୍ରୀ-ସଚିବ କନଫ୍ୟୁଜଡ଼, ପିଲାଙ୍କ କଥା ପଚାରେ କିଏ

ଶୁକ୍ରବାର ଖୋଲିବ ରାଜ୍ୟର ସବୁ ସ୍କୁଲ ଭୁବନେଶ୍ୱର: ସ୍କୁଲ ଆଉ ଗଣଶିକ୍ଷା ବିଭାଗରେ ମନ୍ତ୍ରୀ ଆଉ ସଚିବଙ୍କ ଭିତରେ ତାଳମେଳ ଅଭାବ | ସ୍କୁଲ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଆଉ ସଚିବ ନିଜେ ଯେତେବେଳେ କନଫ୍ୟୁଜଡ଼ ସେଠି ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ କନଫ୍ୟୁଜଡ଼ ନହେବେ ବା କେମିତି |…

ବୃହତ କୃଷ୍ଣସାଗରର ପୁନଃଉଦ୍ଧାର ପାଇଁ ଚାଷୀ ସମାବେଶ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଭାତହାଣ୍ଡି ଭାବେ ପରିଚିତ ତଥା ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହି ପୋତି ହୋଇ ପଡିଥିବା ଗଜପତି ଜିଲ୍ଲାର ବୃହତ କୃଷ୍ଣସାଗରର ପୁନଃଉଦ୍ଧାର କରିବା ଦାବୀ ଜିଲ୍ଲାର ଗୋଷାଣୀ ବ୍ଲକରେ ଥିବା କୃଷ୍ଣସାଗର ପରିସରରେ ଏକ ବିରାଟ…