Junagarh/ Aditya mahanty: ଆଜି ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଜୁନାଗଡ ବିଜୁ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୁନାଗଡ ସ୍ଥିତ ସସ୍କୃତି ଭବନ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୁନାଗଡ ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ପୂର୍ବତନ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମହେଶ୍ ସାହୁ. ବିଜୁ ଯୁବ ଜନତା ଦଳ ର ସଭାପତି ଆଦିତ୍ୟ ନନ୍ଦ. ବିଜୁ ଛାତ୍ର ଜନତା ଦଳର ସଭାପତି ଅବିନାଶ ଠାକୁର. ମୁନା ନାଇକ ବିଜୁ ଜନତା ଦଳ ର ସମସ୍ତ କାର୍ଯ୍ୟକର୍ତ୍ତା ରହି ରକ୍ତ ଦାନ କରି ଥିଲେ ।
Sign in
Sign in
Recover your password.
A password will be e-mailed to you.