ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ –…

ଆସ୍କା, ଖଲ୍ଲିକୋଟ ଓ ରଣପୁର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ  କାଳିଆ ଯୋଜନାରେ କିଏ ଲାଭ ପାଇଲା କାହାକୁ ଜଣାନାହିଁ  ରାଜ୍ୟରେ ଚାଲିଥିବା ଅଫିସର ରାଜ ସମୟ କାଳପୂରିଆସିଲାଣୀ  ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ ରାଜ୍ୟ ସରକାର ବଦଳିବା ଦରକାର  ମୋଦିଙ୍କ…

ଆନ୍ଧ୍ରରେ ବନ୍ଧକ ୨୪ ଓଡ଼ିଆ ଦାଦନ :  ଲାହିରେ ତେଲ ଦେଇ ଶୋଇଛି ପ୍ରଶାସନ

 ଉଦ୍ଧାର  ପାଇଁ ଶ୍ରମ ଅଧିକାରୀଙ୍କୁ କଲେ ଗୁହାରି   ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି  ଥାନା ଗୋଡଲ ଗ୍ରାପ ମହଗାଁ ର 24ଦାଦନ ବନ୍ଧା ପଡିବା ଘଟଣା କୁ 20ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ …

ବିଚିତ୍ର ବିକାଶ : ଝରଣା ଉତ୍ସର ଜଳ ମେଣ୍ଟାଉଛି ଶୋଷ । 

ଜରାବାଡି ବାସିନ୍ଦା ପାଣି ପାଇଁ ଡହଳ ବିକଳ, ପ୍ରଶାସନର ଉଦାସୀନତା ସାଜିଅଛି କାଳ  ଗୁଣୁପୁର/ସିଦ୍ଧାର୍ଥ ଦାଶ : ଚଳିତ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଅନ୍ୟ ଜିଲ୍ଳାଗୁଡିକରେ ଗ୍ରାମାଂଚଳରୁ ଆରମ୍ଭ କରି ସହାରାଂଚଳ ପର୍ଯ୍ୟନ୍ତ ରହିଥିବା ପାନୀୟ ଜଳର ସମସ୍ୟାକୁ ସମାଧାନ ଦିଗରେ ଜିଲ୍ଳାସ୍ତରରେ…

 ରାଜନୀତି କର, ହେଲେ ସମାଜ ଭିତରେ ରାଜନୀତି ପୂରାଅ ନାହିଁ : ଛତିଶଗଡ଼ ଗୃହମନ୍ତ୍ରୀ 

ସାହୁ ସମାଜର ରାଜିମ ମାତା ଜୟନ୍ତୀ ସମାରୋହ ଛତିଶଗଡ ଗୃହ ମନ୍ତ୍ରୀ ନୂଆପଡ଼ା,(ଅମିତ କୁମାର ପୁରୋହିତ); ସ୍ଥାନୀୟ ପୁଲିସ ପଡିଆ ରଙ୍ଗମଚଂରେ ଜିଲ୍ଲାସ୍ତରିୟ ସାହୁ ସମାଜ(ତୈଲିକ) ଆନୁକୁଲ୍ୟରେ ଭକ୍ତ ଶିରୋମଣୀ ରାଜିମ ମାତା ଜୟନ୍ତୀ ପାଳିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଛତିଶଗଡ…

ପ୍ରକାଶଙ୍କ ପ୍ରତି ପୋଲିସର ଅମାନବୀୟ ଆଚରଣକୁ ଛାତ୍ରନେତାଙ୍କ ଦୀବ୍ର ନିନ୍ଦା

 ଓଡିଶା ଷ୍ଟୁଡେଣ୍ଟସ ଲିଡର ଫୋରମର  ‘ସିଲଟ ପ୍ରତିବାଦ’  ରାଜ୍ୟରେ ଆଇନ ଠିକବାଟରେ ଚାଲିନି : ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ଫୋରମ୍  ଭୁବନେଶ୍ୱର :  ବାଣୀ ବିହାରର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ର ନେତା ପ୍ରକାଶ ତ୍ରିପାଠୀଙ୍କ ପ୍ରତି କମିଶନରେଟ ପୋଲିସ ଯେଉଁ…

ବିଜେପି କୁ ଟାଟା କଲେ ଜିଲ୍ଲା ସମ୍ପାଦିକା

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜେପି ସମ୍ପାଦିକା ଶ୍ରୀମତି ସଂଜୁଲତା ଶତପଥୀ ନିଜ ପଦ ଓ ବିଜେପି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଯଦିଓ ସେ ଇସ୍ତଫାର କୋଣସି କାରଣ ଦର୍ଶାଇ ନାହାନ୍ତି  । ଗତ ବିଜେପୁର ଉପ…

ଖରାତାତି ଠୁ ବଳାଇ ଗଲାଣି ନିର୍ବାଚନୀ ତାତି

ମିଶନ ପଦ୍ମପୁର : କାହାକୁ ମିଳିବ ଟିକଟ, କିଏ ପିନ୍ଧିବ ମୁକୁଟ ବରଗଡ :- ବାଜି ସାରିଛି ନିର୍ବାଚନ ବିଗୁଲ। ଖରା ଯେମିତି ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା ମଧ୍ୟ ସେମିତି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଆରମ୍ଭ ହେଇଯାଇଛି । କେଉଁ…

ଜିଲ୍ଲାରେ ମୋଟ ୪,୧୨, ୩୩୧ ଭୋଟରଙ୍କ ପାଇଁ  ୫୭୩ଟି ମତଦାନ କେନ୍ଦ୍ର : ଜିଲ୍ଲାପାଳ 

 ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ…

ଆଗରୁ ଗୋପନରେ କରୁଥିଲେ, ଏବେ ଓପନରେ କରିବେ |

 ଗୋପବନ୍ଧୁ ହେଲେ ନବୀନଙ୍କ ରାଜନୈତିକ ସଚିବ  ନବୀନ ନିବାସରେ ମିଶ୍ରଣ ହେଉ ବା ସାକ୍ଷାତ, ଗତ କିଛି ଦିନ ହେବ ନବୀନ ବାବୁଙ୍କ ପାଖେ ପାଖେ ଦେଖା ଯାଉଥିବା ପରିଚିତ ଚେହେରା ତଥା ଏକଦା ତୃତୀୟ ମହଲାର ପ୍ରଭାବଶାଳୀ ଅଧିକାରୀ ଡ଼ ଗୋପବନ୍ଧୁ ଦାଶଙ୍କୁ ମିଳିଛି ଗୁରୁତ୍ୱପୂର୍ଣ ବିଧିବଦ୍ଧ ନିଯୁକ୍ତି |…

ବିଜେଡିରେ ବିଜେପି ପ୍ରାର୍ଥୀ ସୁଷମାରାଣୀ 

ଭୁବନେଶ୍ୱର: ବାଲେଶ୍ୱର  ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ବିଜେପି ଛାଡ଼ି ନବୀନ…