Sign in
Sign in
Recover your password.
A password will be e-mailed to you.
ବାପା ଦାଦନରେ, ଝିଅ ଆର ପାରିରେ
ସନ୍ଦେହ ଘେରରେ ନାବାଳିକାର ଆତ୍ମହତ୍ୟା
ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଂସଡ଼ା ଗ୍ରାମପଞ୍ଚାୟତର ନିଲାଥର ଗ୍ରାମରେ ଆଜି ସକାଲୁ ଚୈତରାମ ଭାଟଙ୍କ ୧୬ବର୍ଷର ଝିଅ ଗୀତାଞଳି ଭାଟ ଘରେ ବିଷପାନ କରିଥିବା ଘରଲୋକ ଜାଣିବାପରେ ତୁରନ୍ତ ନୂଆପଡା…
ଦାମ ଗାଇବେ ପଦ୍ମତୋଳା, ଧରିଲେ ପଦ୍ମ
ଭୁବନେଶ୍ୱର : ବିଜେଡିରୁ ବିତାଡିତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଶେଷରେ ପଦ୍ମ ଧରିଛନ୍ତି | ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି | ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ…
ଇଲେକ୍ଟ୍ରି ଖୁଣ୍ଟକୁ ବାଡେଇଲା ଡ଼ମ୍ପର : ହେଲ୍ପର ମୃତ
ବଡ଼ବିଲ/ଚିତ୍ତରଞ୍ଜନ କର : ଆଜି ଭୋର ସମୟରେ ଏକ ଦୁର୍ଘଟଣାରେ ଜଣକର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ନାଲଦା ଗେଟ ନିକଟରେ ଏକ ଡ଼ମ୍ପର ଭାରସ୍ୟାମ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇଥିଲା। ଡ଼ମ୍ପରରେ ଉପସ୍ଥିତ ହେଲ୍ପର ଲସରଦା ଗ୍ରାମର ସୁନୀଲ ମୁଣ୍ଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ…
ଅସୁସ୍ଥତା ପରେ ସୁସ୍ଥ ହୋଇ ଏରିଆ ଫେରିବା ପରେ ମନ୍ତ୍ରୀ ସୁଶାନ୍ତଙ୍କୁ ଭବ୍ୟ ସମ୍ବର୍ଧନା
ବାଇକ ରାଲିରେ ସାମିଲ ହେଲେ ହଜାର ହଜାର ସାଧାରଣ ଜନତା
ବରଗଡ :- ଗତ କିଛି ଦିନ ତଳେ ଭଟଲି ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ହଠାତ ଅସୁସ୍ଥ ହେଇପଡିଥିଲେ । ପ୍ରଥମେ ବରଗଡ଼ ପରେ ବୁର୍ଲା ଓ ତାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେ ଆଜି ସୋହେଲା…
ବିଜେପି ଛାଡି ଶଙ୍ଖ ବଜାଇବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା
ତମେ ଆମର ନେଲ, ଆମେ କୋଉ କମତି !!!
ଭୁବନେଶ୍ୱର / ବରଗଡ :- ( ଗୌରାଙ୍ଗ ଚରଣ ଦାସ ) ଗତ କିଛି ଦିନ ତଳେ ନୂଆପଡାରେ ବିଜେଡିକୁ ଝଟକା ଦେଇ ବିଜେପି ରେ ଯୋଗ ଦେଇଥିଲେ ନୂଆପଡା ଜିଲ୍ଲାର ପୂର୍ବତନ ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରସନ୍ନ ପାଢ଼ୀ । ସେ ସମୟରେ ନିଶ୍ଚିତ ଭାବରେ ବିଜେଡିକୁ ଝଟକା…
ବଲାଙ୍ଗୀର : ଦୁଇ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ।
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ବିଷ୍ଣୁ ମୁଣ୍ଡା ଠାରେ ଦୁଇ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ । ସାମ୍ବାଦିକ ଚନ୍ଦ୍ରଭାନୁ ମୈଲାନା ଓ ଅମରଜିତ ବେହେରା। ସ୍ଥାନୀୟ ପାଣି ସମସ୍ଯା କୁ ନେଇ ପାଣି ଟାଙ୍କିର ଭିଡିଓ ନେଉଥିବା ସମୟରେ କେତେକ ଦୁର୍ବୃତ୍ତ ଗୋଷ୍ଠୀ ବଦ୍ଧ ଭାବେ ଆକ୍ରମଣ…
ସିନାପାଲି ରେ ଭାରତୀୟ ଜନତା ପାର୍ଟିର ବିଜୟୀ ସଂକଳ୍ପ ଶୋଭାଯାତ୍ରା
ସିନାପାଲି ରୁ ନିରାକାର ମେହେର -ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୀତି ଦଳ ପକ୍ଷରୁ ତାତ୍ପର୍ଆଟା ପ୍ରକାଶ ପାଉଥିବା ଦେଖାଯାଉଛି ! ବିଜୟ ସଂକଳ୍ପ ଅଭିଯାନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ ଙ୍କ ନେତୃତ୍ୱ ରେ ସିନାପାଲି ଦୁର୍ଗା ମନ୍ଦିର ରୁ 9ଟି ଗ୍ରାପ ସିନାପାଲୀ, ହାତୀବନ୍ଧା,…
କିଏ କରିବ ସୁଶାନ୍ତଙ୍କ “ଲୋକପ୍ରିୟତା”ର ବ୍ୟୁହ ଭେଦ !!!!
ବରଗଡ :- ବରଗଡ ଜିଲ୍ଲାରେ ମୋଟ 5 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା 18 ତାରିଖ ଦିନ ବରଗଡ ଲୋକସଭା ଓ ଲୋକସଭା ଅନ୍ତର୍ଗତ 7 ଟି ବିଧାନସଭା ଯଥା ପଦ୍ମପୁର , ବିଜେପୁର , ଭଟଲି , ବରଗଡ , ଅତବିରା , ଝାରସୁଗୁଡା ଓ ବ୍ରଜରାଜନଗର ରେ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ ।…
ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର : ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ୱରଠାରେ ମାର୍ଚ୍ଚ…
ତିନିମାସ ହେବ ଦରମା ମିଳିନି, ହନ୍ତସନ୍ତ ହେଉଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ
ବଲାଙ୍ଗୀର/Niroj mishra : 3 ମାସ ହେବ ମିଳିନାହିଁ ଦରମା । ଏପରିକି ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇ ଦେଇଛି । ଏଭଳି ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହି କର୍ମଚାରୀମାନେ ମଙ୍ଗଳବାର…