Sign in
Sign in
Recover your password.
A password will be e-mailed to you.
ବ୍ୟବସାୟୀଙ୍କ ଜବର ଦଖଲରେ ଏଡିଏମଓଙ୍କ ବାସଗୃହ କ୍ୟାମ୍ପସ୍
ବଲାଙ୍ଗୀରରୁ ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ ଠାକୁର : ବଲାଙ୍ଗିର ସହର ବ୍ୟବସାୟୀ ଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି | 2011 ସେସନ୍ ପରେ ସହରରେ ଲୋକସଂଖ୍ୟା ତୀବ୍ର ଭାବେ ବୃଦ୍ଦି ପାଇବାରେ ଲାଗିଛି | ବାହାର ରାଜ୍ୟ ତଥା ଜିଲ୍ଲାମାନଙ୍କରୁ ଅନେକ ବ୍ୟବସାୟୀ ଆସି ସରକାରୀ ଜାଗା ଅବରୋଧକରି…
ପଦ୍ମ ଛାଡି ଶଙ୍ଖ ଧରିଲେ ବିଜେପି ନେତା
ହଜାରେରୁ ଅଧିକ ସମର୍ଥକଙ୍କ ସହବିଜେଡିରେ ଯୋଗଦେଲେ ବିଶୋୟୀ ବିଜେପି ନେତା ରାମ କୁମାର ସୋରେନ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋୟୀ ମଣ୍ଡଳ…
ବିଡିଏରେ ଯୋଗ ଦେଉନାହାନ୍ତି ବୁନୁ, ବିଜେପି ଯିବେ ବୋଲି ଦାଣ୍ଡରେ ହାଟରେ ଚର୍ଚା
ଭୁବନେଶ୍ୱର: ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଚାନ୍ସ ନାହିଁ, ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଠି ପାଇଁ ବିଡିଏରେ ଯୋଗ ଦେଇନାହାନ୍ତି ।…
ଜିଲ୍ଲାର ୬୦୩ ଟି ବୁଥରେ ହେବ ଭୋଟ ଗ୍ରହଣ
ନୂଆପଡା.(ଅମିତ ପୁରୋହିତ); ନିର୍ବାଚନ ଆଚରଣ କୁ କଡାକଡି ଭାବେ ଲାଗୁ କରିବା ପାଇଁ ପ୍ରଶାସନ ତରଫରୁ ହେଉଥିବା ବ୍ୟବସ୍ଥା ଗୁଡିକ ବିଷୟରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ…
ମାଟିରେ ରେନଡନ ଟ୍ରାନ୍ସପୋର୍ଟ ମେକାନିଜିମ ଭୁମିକମ୍ପ ସମ୍ପର୍କରେ ସୂଚନା ଦେବ
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ମାଟିରେ ରେନଡନ ମେକାନିଜିମ ଟ୍ରାନ୍ସପୋର୍ଟ ଦ୍ବାରା ଏବେ ଭୁମିକମ୍ପର ଆଶଙ୍କା ସମ୍ବନ୍ଧରେ ଜାଣିହେବ ଏହା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି | ଏ ସମ୍ପର୍କରେ ଏନ୍ଆଇଟିର ଗଣିତ ବିଭାଗର ପ୍ରୋଫେସର ସ୍ନେହାଶିଷ…
ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା, ରାସ୍ତା କଡରେ ଚକ ସଜାଡୁଥିବା ଡ୍ରାଇଭରଙ୍କ ଗଲା ଜୀବନ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେଲା। ହେଲେ ଜୀବନ ହରାଇଲେ ରାସ୍ତାକଡ଼ରେ ନିଜ ଟ୍ରକ୍ର ଚକା ସଜାଡ଼ୁଥିବା ଆଉ ଜଣେ ଡ୍ରାଇଭର। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ।ମୃତ ଡ୍ରାଇଭରଙ୍କ ନାଁ…
ଦାଦନ ହୋଇ ଯାଇଥିଲେ ଫେରିଲେ ବିକଳାଙ୍ଗ ହୋଇ ।
କାନ ଡେରିବ କି ସରକାର, କେମିତି ଚାଲିବ ୟା ପରିବାର !!!
ନୁଆପଡ଼ା ସ୍ୱତନ୍ତ୍ର ପ୍ରତିନିଧି /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରଭାଡି ଗ୍ରାମର ଶ୍ରୀକାନ୍ତ ହସଂ ନାମକ ଯୁବକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ଦୁଇଟା ହରେଇ ଘରକୁ ଫେରିଥିବା ଭଳି ଏକ ଦୁଃଖଦ ଖବର ଅଂଚଳରେ ଦାଦନକୁ…
ଦେଶୀ ବନ୍ଧୁକ ଜବତ,ଜଣେ ଗିରଫ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଚାରମାଳ ପୋଲିସ ମଙ୍ଗଳବାର ସଂନ୍ଧ୍ୟାରେ କିସିଣ୍ଡା ଗ୍ରାମରେ ଚଢ଼ାଉ କରି ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଛି l ବନ୍ଧୁକ ରଖି ଥିବା ମହମ୍ମଦ ବେହେରା (୨୨)ଙ୍କୁ ପୋଲିସ ଗିରଫ କରିଛି l ଏ ନେଇ ପୋଲିସ ଦଫା ୨୫(୧)(ଖ) ରେ ଏକ ମାମଲା (ନଂ…
ବାଙ୍ଗିରିପୋଷି ଆସନ : କିଏ କିଣିବ ଭୋଟରଙ୍କ ମନ
ବିଜେପି ଆଶାବାଦୀ, ଆଶଙ୍କା ଭିତରେ ସୁଦାମଙ୍କ ରାଜନୈତିକ ଭବିଷ୍ୟତ
ଭାରି ପଡି଼ବ କି ମେଣ୍ଟ , ଯଦି ମିଶିଯିବେ ଜେଏମଏମ ଆଉ ହାତ !
ବାରିପଦା(ଅରବିନ୍ଦ ଦାସ )
ମୟୂରଭଞ୍ଜ ଜିଲ୍ଲାର ୨୯ ନମ୍ବର ବାଙ୍ଗିରିପୋଷି (ସଂ) ବିଧାନସଭା କ୍ଷେତ୍ର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ…
ମାର୍ଚ୍ଚ ୧୫ରୁ ବଳାଙ୍ଗୀ ଜାଗରଣ ଯାତ୍ରା, ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ
ବାରିପଦା/dillip mohanty - ଅତୀତର ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ତଥା ବର୍ତ୍ତମାନର ମୟୂରଭଞ୍ଜ ଜିଲ୍ଲା ନିଜର ଅନନ୍ୟ କଳା-ସଂସ୍କୃତି-ପର୍ଯ୍ୟଟନ ଏବଂ ଐତିହ୍ୟକୁ ନେଇ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ସାମ୍ପ୍ରତିକ ସମୟରେ ଅବକ୍ଷୟମୁଖୀ ହୋଇପଡ଼ିଛି ଏ…