Sign in
Sign in
Recover your password.
A password will be e-mailed to you.
ବଡ଼ବିଲରେ ରସଗୋଲା ଦିବସ ପାଳିତ
ବଡ଼ବିଲ (ଶାସକ ପ୍ରଶାସକ): ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ବଡ଼ବିଲର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ତରଫରୁ ପବିତ୍ର ନୀଳାଦ୍ରି ବିଜେ ଅବସରରେ ରସଗୋଲା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପି ଏଚ ଡି…
ଗରୀବୀ ପାଲଟିଛି ଅଭିଶାପ : ଅଜଣା ରୋଗ ଚିନ୍ତା ଖାଉଛି ଅଷ୍ଟମୀଙ୍କୁ
ଭୋକ ମେଂଟୁନି, ରୋଗ ଦେଖେଇବେ କେମିତି
ଦାରିଦ୍ର୍ୟ ସାଙ୍ଗକୁ ତିନି ବଢ଼ିଲା ଝିଅ
ରୋଗ ପାଇଁ ଅର୍ଥ ସାଜିଛି ବାଧକ
ଧର୍ମଗଡ ରୁ ସୁଶାନ୍ତ ରାଉତ : ଗରୀବ ପରିବାର ରେ ଜନ୍ମ ଗ୍ରହଣ କରିବା ବୋଧେ ତାଙ୍କ ପାଇଁ ଅଭିଶାପ । ଦୀର୍ଘ ୧୭ ବର୍ଷ ହେବ ଅଜଣା ରୋଗରେ ପୀଡିତ ହୋଇ ପ୍ରତି ମୁହୂର୍ତ୍ତରେ ଜୀବନ…
ହତ୍ୟା ଉଦ୍ୟମ : ଫେରାର ଆସାମୀ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ପୋଲିସ ଜଣେ ଫେରାର ଆସାମୀକୁ ଗିରଫ କରିଛି। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ ଯୋଡ଼ା ହନୁମାନ ହଟିଂ ଅଞ୍ଚଳର ଘାସି କାରୁଆ (୨୮) ବଡ଼ବିଲ ଦାମୁ ହଟିଂରେ ରହୁଥିବା ମୁନା ମହାକୁଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଘାସି…
କେତେ ଅମଣିଷ ଏ ନର୍ସ : ମା ଛେଉଣ୍ଡ ନାବାଳିକାଙ୍କୁ ଦେଲେ ଅକଥନୀୟ ଯନ୍ତ୍ରଣା !
ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : କେମିତି ଅମଣିଷ ପାଲଟି ଯାଏ ଏ ମଣିଷ !! ଲୋକଙ୍କ ଦୁଃଖ ଉପଶମ କରିବା ପାଇଁ ନିଯୁକ୍ତ ଶିକ୍ଷିତ ଯୁବତୀ ଯେ ବାସ୍ତବ ଜୀବନରେ ଏତେ ଅମଣିଷ ଭଳି ବ୍ୟବହାର କରି ପାରିବ ତାହା ସହଜରେ ବିଶ୍ୱାସ କରିହେବନି । ଅଭିଯୋଗ ସାମାନ୍ୟ, କାରଣ ବହୁତ ଛୋଟିଆ ... ଭୁଲ କିଛି ନଥାଇ…
ପ୍ରଦୂଷଣ ମୁକ୍ତ ପରିବେଶ-ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ବାଲେଶ୍ୱରରେ ‘ଏମ୍ସ’ଭୁବନେଶ୍ୱର ଶାଖାର ପ୍ରତିଷ୍ଠା ଉତ୍ସବ
ବାଲେଶ୍ୱର(ଉଜ୍ଜ୍ୱଳ କର ):ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ‘ଏମ୍ସ’ ଭୁବନେଶ୍ୱର ଶାଖାର ସପ୍ତମ ପ୍ରତିଷ୍ଠା ଦିବସ ବାଲେଶ୍ୱରର ସେଟଲାଇଟ୍ ସେଣ୍ଟର ଅସ୍ଥାୟୀ ଓପିଡିରେ ଆଜି ପାଳିତ ହୋଇଯାଇଛି । ଏହ ଅବସରରେ ନିଃଶୁଳ୍କ ମଲ୍ଟି…
ପ୍ରତିଶ୍ରୁତି ପକ୍ଷରୁ ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରୁ ଦୀର୍ଘ ୩୭ ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ଆସୁଥିବା ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ତ୍ରୈ÷ମାସିକ ପତ୍ରିକା ‘ପ୍ରତିଶ୍ରୁତି’ର ରଥଯାତ୍ରା ବିଶେଷାଙ୍କ-୨୦୧୯ ପ୍ରତିଷ୍ଠାନର ସଭାପତି ଡ଼ା. ପାର୍ଥସାରଥୀ ଜେନାଙ୍କ…
ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାଡର଼୍ ନଂ ୨୨ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ଏହିପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାରିପଦା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ…
ବାରିପଦା ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ବାରିପଦା-(ଦିଲ୍ଲୀପ ମହାନ୍ତି):ବାରିପଦା ପବିତ୍ର ରଥଯାତ୍ରା -୨୦୧୯ ଅବସରରେ ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ଓଡିଶୀ ନୃତ୍ୟଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ଜଟଣୀ ଖୋର୍ଦ୍ଧ ଚିନ୍ମୟୀ ମହାନ୍ତିଙ୍କ ସଂଯୋଜନାରେ ଓଡିଶୀ ନୃତ୍ୟଶିଳ୍ପୀ କଳାକାର ମାନଙ୍କ ଦ୍ୱାରା ଓଡିଶୀ…
ଏଥର ସାଂସଦଙ୍କ ପରୀକ୍ଷା, ପ୍ରତି ଦି ମାସରେ ଥରେ ହେବ ପରଫରମାନ୍ସ ଅଡିଟ
ସଂସଦ ମାନଙ୍କୁ ପତ୍ର ଲେଖିଲେ ନବୀନ
ଭୁବନେଶ୍ୱର,: ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍ ଭାବରେ ଉପସ୍ଥାପନ କରିବାପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଏକ ପତ୍ର ଲେଖି ଦଳର ସାଂସଦ…
ପାରଳାରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
Paralakhemundi/ Balakrusna Panigrahi : ଆଷାଢ ଶୁକ୍ଲ ଦ୍ୱିତୀୟା ତିଥି ଶନିବାର ଦିନ ତିନି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁର୍ଲଭ ସୁନାବେଶ କାର୍ଯ୍ୟକ୍ରମ ଦେଖିବା ପାଇଁ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ…