Sign in
Sign in
Recover your password.
A password will be e-mailed to you.
ପେଟ୍ରୋଲ ପମ୍ପରେ କିରୋସିନି ମିଶା ପେଟ୍ରୋଲ : ସନ୍ଦେହରେ ପେଟ୍ରୋଲ ଟାଙ୍କି ମାଲିକ
ସୁନ୍ଦର ଗଡ଼ରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ସହର ମୁଖ୍ୟସ୍ଥଳରେ ଥିବା ଟିଡ଼ିସିସି ପେଟ୍ରୋଲ ପମ୍ପ ରେ ଦେଖିବାକୁ ମିଳିଛି କିରାସିନି ମିଶାଇ ଥିବା ପେଟ୍ରୋଲ |ସୁନ୍ଦରଗଡ଼ ସହରରେ ପ୍ରାୟତଃ ଲୋକେ ବ୍ଦିନକୁ ୩୦୦୦ରୁ ଉର୍ଦ୍ଧ୍ବ ବାଇକରେ ପେଟ୍ରୋଲ ପୂରେଇବା ଦେଖିବାକୁ ମିଳିଥାଏ | ହେଲେ ସରକାରୀ…
ଆଖି ଖୋଲି ଟିକେ ଦେଖନ୍ତୁ ସରକାର
ଅର୍ଥ ସାଜିଛି ବାଧକ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗରିବ ରାମସିଂ ପଟେଲ
ନୂଆପଡା/ ପ୍ରିୟବ୍ରତ ପଣ୍ଡା :,ସେମିତି ତ ସରକାରୀ କାଗଜ କଲମରେ ଚାଲିଛି ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ଅନେକ ଯୋଜନା | ହେଲେ ବାସ୍ତବ କ୍ଷେତ୍ରରେ ତାହା କେମିତି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ…
ବରଗଡ଼ ଜିଲାରେ ବିଜେପିକୁ ମସ୍ତବଡ ଝଟକା
ସୋହେଲା( ଶାସକ ପ୍ରଶାସକ ବ୍ୟୁରୋ) : ନିର୍ବାଚନ କେଇଦିନ ବାକି ଥିବା ବେଳେ ବରଗଡ଼ ଜିଲ୍ଲାରେ ବିଜେପିକୁ ଲାଗିଛି ମସ୍ତବଡ ଝଟକା । ବିଜେପିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲାର 9 ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ । ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉଦ୍ଦେଶରେ ପ୍ରେରିତ ଇସ୍ତଫା ପତ୍ର…
ପତ୍ନୀଙ୍କୁ ହତ୍ୟା କଲେ ବୃଦ୍ଧ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ସ୍ପୋର୍ଟ ହଷ୍ଟେଲ ପଛ ପଟେ ଠେଲକୋ ଛାପଲ ଏରିଆ ରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ବୃଦ୍ଧାକୁ ତାଙ୍କ ସ୍ୱାମୀ ପାରିବାରିକ କଳହ ରୁ ଅତି ବିଭସ ଭାବେ ହତ୍ୟା କରିଛନ୍ତି । ଖବର ପାଇ ବିଳମ୍ବିତ…
ସୁଭାଷ ଚୌହାନ ହେଲେ ବିଜେଡି ସାଧାରଣ ସମ୍ପାଦକ
ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଟାଣୁଆ ନେତା ସୁଭାଷ ଚୌହାନଙ୍କୁ ଆଜି ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ତାଙ୍କୁ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସହପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଦଳର ସଭାପତି ଶ୍ରୀ…
ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ
ଯିଏ ଶହଶହ କୋଟି ତାଙ୍କ ଦୁର୍ନୀତିର ମାଷ୍ଟରମାଇଣ୍ଡ , ତାଙ୍କୁ ସଂସଦ ଟିକେଟ
ଭୁବନେଶ୍ୱର : ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଭଳି ବିବାଦୀୟ ତଥା ଦୁର୍ନୀତିଗ୍ରସ୍ତ ଅଧକାରୀଙ୍କୁ କେମିତି ବିଜେଡି ସଂସଦ ଟିକେଟ ଦେଲା ତାହାକୁ ନେଇ ଲୋକଙ୍କ ଭିତରେ ବିସ୍ମୟ ପ୍ରକାଶ ପାଇଥିବା…
ଟଙ୍କା ଜବତ ପରେ ତତ୍ପର ପୋଲିସ, ଯାଞ୍ଚ କଡାକଡି
ଗାଇସିଲେଟ/କେଦାର ନାଥ ସାହୁ: ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନକୁ ଆଖିଆଗରେ ରଖି ସୁରକ୍ଷାକୁ କଡାକଡି କରି ଦେଇଛି ଗାଇସିଲେଟ ପୋଲିସ। ମେଲଛାମୁଣ୍ଡା ପୋଲିସ ଏକ କାରରୁ ଦୁଇଲକ୍ଷ ଟଙ୍କା ଜବତ କରିବାପରେ ତତ୍ପର ହୋଇ ପଡିଛି ପୋଲିସ ପ୍ରଶାସନ। ସନ୍ଧ୍ୟାରୁ ଆରମ୍ଭ କରିଛି ରାସ୍ତା ରେ ଚଳଚଳା…
ଭିଜିଲାନ୍ସ ଖାପଚରେ ଲାଞ୍ଚୁଆ ଲେଡି ଆରଆଇ
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) ଆଜି ଭିଜିଲାନ୍ସ ଜାଲରେ ପୁଣି ଛନ୍ଦି ହୋଇଛନ୍ତି ଜଣେ ଲେଡି ଆରଆଇ | ଲାଞ୍ଚୁଆ ଆରଆଇ ଜଣେ ଲୋକଙ୍କ ଠାରୁ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ଼ ହ୍ୟାଣ୍ଡ ଧରିଛନ୍ତି | ଅଭିଯୁକ୍ତ ଆରଆଇଙ୍କ ନାମ ମାନସୀ ସାହୁ | ସେ…
ଭଦ୍ରାସାହିରୁ ଚୋରି ହୋଇଥିବା ହାଇଭା ଟ୍ରକ ଝାଡଖଣ୍ଡରୁ ଜବତ: ଡ୍ରାଇଭର ସମେତ ୩ ଗିରଫ
ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରୁ ଚୋରି ହୋଇଥିବା ଏକ ହାଇଭା ଟ୍ରକ ଝାଡ଼ଖଣ୍ଡର ରାଜନଗର ନିକଟରୁ ଜବତ ହୋଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଭଦ୍ରାସାହି ନିବାସୀ ଏମ ଡି ମୁସ୍ତାଫା ଗତ ୨୬ ତାରିଖ ମଧ୍ୟରାତ୍ରରେ ତାଙ୍କର ଓଡ଼ି୦୯ସି ୯୦୬୨ ନଂ…
ଛବି ବର୍ଦ୍ଧନ ହତ୍ୟାକାରୀକୁ ପଠାଯିବ ନୟାଗଡ ଜେଲ୍, ନୟାଗଡର ମହିଷାସୁରକୁ ବଧ ପାଇଁ ଆସୁଛନ୍ତି ଦୁର୍ଗା : ଧର୍ମେନ୍ଦ୍ର
ନୟାଗଡରେ ବିଜେପି ସଂକଳ୍ପ ସଭାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
ନୟାଗଡ/ବିଶ୍ୱଜିତ ନାୟକ – ୨୦୧୭ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି କୋର୍ଟ ମାମଲାରୁ ଜାଣିବାକୁ ମିଳିଛି । ନବୀନ ବାବୁ ସତରେ ଯଦି ସ୍ୱଚ୍ଛ ତାଙ୍କୁ ସିବିଆଇ ଜେରା କରିଛି କି…