Sign in
Sign in
Recover your password.
A password will be e-mailed to you.
ପ୍ରତାରଣା କରି ଯୁବକ ଗିରଫ
ବରଗଡ :- (ଗୌରାଙ୍ଗ ଚରଣ ଦାସ) ବରଗଡ ଜିଲ୍ଲା ପାଇକମାଲ ଥାନାରେ ପାଇକମାଲ ନିକଟସ୍ଥ ଏକ ଗ୍ରାମର ଜଣେ ଯୁବତୀ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିକଟରେ ହାଜର ହେଇ ଲିଖିତ ଅଭିଯୋଗ କରିଥିଲେ ଯେ ବୁଡେନ ଥାନା ଅନ୍ତର୍ଗତ ଦୁଅନ ଦିହି ଗ୍ରାମର ଟିକେଲାଲ କୁମ୍ଭାର ନାମକ ଜଣେ ଯୁବକ ତାଙ୍କୁ…
ବରଗଡ଼ରେ ପାଳିତ ହେଲା ସମ୍ବଲପୁରୀ ଦିନ
ବରଗଡ଼/ ଉମେଶ ବିଶ୍ୱାଳ
ସମଲପୁରର୍ ମାଟି ପାନି ଝର୍ସି ହିରା ନିଲା, ଧଏନ ଧଏନ ଗୋ ସମଲେଇ ମାଁ ଧଏନ ଧଏନ ତୋର୍ ଲିଲା' ଏହି କାଳଜୟୀ କବିତାର ରଚୟିତା କବି ସତ୍ୟନାରାୟଣ ବହିଦାରଙ୍କ ଆଜି ହେଉଛି ଜନ୍ମଦିନ । ସେହିପରି ସମ୍ବଲପୁରୀ ଭାଷାରେ ଚମ୍ପୁ ତଥା ବିଭିନ୍ନ କାବ୍ୟ କବିତା ରଚନା କରିଥିବା କବି…
ଦେହ ବ୍ୟବସାୟ କଥା କହି ବିଷ୍ଣୁ ଅଡୁଆରେ
ବିଜେପି ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ସମସ୍ତ ଭାରତୀୟ ନାରୀଜାତି ପ୍ରତି ଅପମାନ - ନିରଞ୍ଜନବିଷ୍ଣୁ ସେଠୀ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ ଧାରଣାରେ ବସିବ କଂଗ୍ରେସ ।
ଭୁବନେଶ୍ଵର (ଶାସକ ପ୍ରଶାସକ) : କିଛି ମାସ ତଳେ ସୁରଟରେ ଥିବା ଓଡ଼ିଆ ମାନଙ୍କ ପତ୍ନୀମାନରେ ଦେହ ବ୍ୟବସାୟ କରନ୍ତି…
ଖଣ୍ଡଗିରି ଥାନାରେ ମନ୍ତ୍ରୀ
ଭୁବନେଶ୍ୱର,(ଶାସକ ପ୍ରଶାସକ) : କର୍ତ୍ତବ୍ୟ, ଅପରାଧ ଏବଂ ଅପମୃତ୍ୟୁ ଏତାଲା ଅତ୍ୟଧିକ ରହୁଥିବା ସ୍ଥାନ ଓ ଜନସଂଖ୍ୟା ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଖଣ୍ଡଗିରି ଥାନାକୁ ଗୃହ, ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ଅଚାନକ ପରିଦର୍ଶନ କରିଥିଲୋ ପ୍ରାୟ ୪…
ପଶ୍ଚିମ୍-ଓଡିଶା ଯୁବା ମଂଚ ପକ୍ଷରୁ ସମ୍ବଲପୁରୀ ଦିବସ
ଭୁବନେଶ୍ୱର : ଅଗଷ୍ଟ ୧ ସମ୍ବଲପୁରୀ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ବାସ କରୁଥିବା ପଶ୍ଚିମ୍ ଓଡିଶାବାସୀ ଗୁରୁବାର ଉତ୍ସାହ ଉଦିପନାର ସହ ପାଳନ କରିଛନ୍ତି | ସକାଳ ୮ ଟା ରୁ ପଶ୍ଚିମ୍-ଓଡିଶା ଯୁବା ମଂଚର ସଦସ୍ୟ ମାନେ ଏକ ବିଶାଳ ମୋଟର୍ ସାଇକେଲ୍ ରାଲିରେ ମାଷ୍ଟର୍ କ୍ୟାଣ୍ଟିନରୁ ବାହାରି ବାଣୀ…
ଜଇପୁର ବୟନ ଗ୍ରାମ ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ
ଜଗତସିଂହପୁର ; (ରମେଶ ମହାନ୍ତି) – ବୁଧବାର ପୁର୍ବାହ୍ନରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଇପୁର ଠାରେ ବୟନ ଗ୍ରାମ ପରିଦର୍ଶନ କରିଥିଲେ । ଗତ ଫନୀ ବାତ୍ୟାରେ ବୟନ ଗ୍ରାମ ପ୍ରଦର୍ଶନୀ ହଲ୍ର ଛାତ ଭାଙ୍ଗିରୁଜି ଯାଇଥିବା ଦେଖି ତୁରନ୍ତ ୨୪ ଘଂଟା ମଧ୍ୟରେ…
ତିର୍ତୋଲ ବ୍ଲକ ଅଭିଯୋଗ ଶୁଣାଣିରେ ଅସମ୍ଭବ ଭିଡ
୨୯୧ ଅଭିଯୋଗରୁ ତତ୍କାଳ ୧୦ଟିର ସମାଧାନ ବ୍ଲକ ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଅଳ୍ପକେ ବର୍ତିଲେ ହୋଡିଂ ତଳେ ବସିଥିବା ଅଭିଯୋଗକାରୀ
ଜଗତସିଂହପୁର ; (ରମେଶ ମହାନ୍ତି) – ସୋମବାର ତିର୍ତୋଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି…
ଦୁଇ ବାଇକ ଚୋର ଗିରଫ: ବାଇକ ଜବତ
ବଡ଼ବିଲ (ଶାସକ ପ୍ରଶାସକ)
ବଡ଼ବିଲ ପୋଲିସ ଦୁଇ ବାଇକ ଚୋରଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ହୋଣ୍ଡା ସାଇନ ବାଇକକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ମିନାଲ କଲୋନୀ ଅଞ୍ଚଳରେ ରହୁଥିବା ରବି କୁମାର ଗତ ଜୁଲାଇ ୨୮ ତାରିଖ ଦିନ ତାଙ୍କର ଜେ ଏଚ୦୫ବି ୬୩୧୦ ନମ୍ବର ବିଶିଷ୍ଟ ବାଇକ ଚୋରି…
ବିଭୂତିକ୍ଷେତ୍ର ଗୋରଖନାଥଙ୍କ ପୀଠରେ ଅବ୍ୟବସ୍ଥା ନେଇ କାଉଡିଆଙ୍କ ତୀବ୍ର ଅସନ୍ତୋଷ
ଜଗତସିଂହପୁର:(ରମେଶ ମହାନ୍ତି)-ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତର କେରେକେରା ସ୍ଥିତ ପ୍ରଭୁ ଗୋରଖନାଥଙ୍କ ପୀଠରେ ଜଳାଭିଷେକ କଲେ ୩୦ ହଜାରରୁ ଉର୍ଦ୍ଧ କାଉଡ଼ିଆ।ବିଭିନ୍ନ ସ୍ଥାନରୁ ବୋଲବମ ମାନସିକଧାରୀମାନେ…
ହିଂସା ମୁକ୍ତ ମହିଳା ସମାଜ ଗଠନ ପାଇଁ “ସଖୀ”-ୱାନ ଷ୍ଟପ୍ କେନ୍ଦ୍ର ଉଦ୍ଘାଟିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ରହିଥିବା ପୂର୍ବ ନିର୍ଦ୍ଦେଶନାମା ପ୍ରକାରେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ଯାତିତ ମହିଳାଙ୍କ ପାଇଁ ଏକ-କାଳୀନ ସମାଧାନର କେନ୍ଦ୍ର (ୱାନ…