Sign in
Sign in
Recover your password.
A password will be e-mailed to you.
ସ୍ବାଧୀନତା ଦିବସକୁ କଳାଦିବସ ଭାବେ ପାଳିବେ ବଇଦପାଲି ଗ୍ରାମବାସୀ
ପଦ୍ମପୁର(ନୀଲାମ୍ବର ଦୀପ୍ ):-ପଦ୍ମପୁର ଉପଖଣ୍ଡ କନସିଂହା ପଞ୍ଚାୟତ ର ବଇଦପାଲି ଗ୍ରାମର ଗ୍ରାମବାସୀ ସମସ୍ତ ସରକାରୀ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସ୍ୱାଧୀନତା ର ଦୀର୍ଘ ୭୧ ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥାପିତ ଏହି ଗାଁ ଗମନାଗମନ ତଥା…
ଥେରୁବାଲି ଇମ୍ଫା ତରଫରୁ ଫଳ ଚାରା ବିତରଣ
ରାୟଗଡା(ସରୋଜ ସାହୁ): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥେରୁବାଲି ଇମ୍ଫା କାରଖାନାର ମୂଖ୍ୟ ତଥା ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ କେ.ଭି.ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗ୍ରାମର ମୂଖ୍ୟ ମାନଙ୍କ ଉପସ୍ଥିତିରେ ଫଳ…
ଶ୍ରୀ ଅରବିନ୍ଦ ମେଡିକାଲ ତରଫରୁ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର
କୋମନା/ଭାଗିରଥି ଭୋଇ - ନୂଆପଡା ଜିଲ୍ଲା କୋମନାସ୍ଥିତ ନବ ନିର୍ମିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୭,୨୮ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାନ୍ତି ଜୋନର ନୂଆପଡା, ବଲାଙ୍ଗିର,…
କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଗୁରୁତ୍ୱପୂପୂର୍ଣ୍ଣ ବୈଠକ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବହୁ-ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର-ସଂସଦର ଏକଜିବଡ଼ି କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାବିଦ୍ୟାଳୟର ଜୁଲୋଜି ବିଭାଗ କକ୍ଷରେ…
ଗଜପତି ଜିଲ୍ଲା ଗସ୍ତରେ ଏସଆରସି : ପ୍ରଭାବିତ ଅଞ୍ଚଳରେ କଲେ ଅନୁଧ୍ୟାନ
ତିତିଲି ବାତ୍ୟା ରିଲିଫ ଓ ଥଇଥାନ ର ନେଲେ ସମୀକ୍ଷା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ସୋମବାର ଦିନ ଅଚାନକ ଗଜପତି ଜିଲ୍ଲାକୁ ଆସିଥିଲେ। ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ବାତ୍ୟା …
ସ୍ବାମୀ ସ୍ତ୍ରୀଙ୍କୁ ରକ୍ତାକ୍ତ ଆକ୍ରମଣ ଘଟଣା :ଗୁରୁତର ଆହତଙ୍କୁ ଭେଟିଲେ କୁସୁମ
ବଣାଇ-/ସୁନ୍ଦରଗଡ : ଗତ 24 ତାରିଖ ରାତିରେ କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଅଳ୍ପକେ ମରଣ ମୁହଁରୁ ବଞ୍ଚିଥିବା ତଥା ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲହୁଣିପଡାର ରାଜକୁମାର ଜୟସ୍ବାଲ ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ନାଏକଙ୍କୁ ଆଜି…
ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଙ୍କ ପରଲୋକ
ବଲାଙ୍ଗିର /ନିରୋଜ ମିଶ୍ର : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ତିନି ପୁଅ ଧନେଶ୍ୱର, ପ୍ରସନ୍ନ, ରାଜକୁମାର, ତିନି ବୋହୂ, ଦୁଇ ଝିଅ ଶାନ୍ତିଲତା, ବାସନ୍ତି, ନାତି…
Acute coal shortage results in shutting down of NTPC Kaniha power station
Normal
0
false
false
false
EN-US
X-NONE
X-NONE
!-->!-->-->!-->…
ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର – ଧର୍ମେନ୍ଦ୍ର…
ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ…
ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି : ପାଇକମାଲ କୁ ଏନଏସି ମାନ୍ୟତା ନେଇ ଦାବି ରଖିଲେ ପାଇକମାଲବାସୀ
ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସମୁଦାୟ 46 ଗୋଟି ଅଭିଯୋଗ ଆସିଥିଲା । 28 ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ବାକି ସବୁ ସାମୁହିକ ଅଭିଯୋଗ ଥିଲା । ଏହି ଅଭିଯୋଗ ଶୁଣାଣି…