ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ…

ପାରଳାଖେମୁଣ୍ଡିରୁ ୮ଜଣ ଏବଂ ମୋହନାରୁ ୯ଜଣ ପ୍ରାର୍ଥୀ  କଲେ ନାମାଙ୍କନ ପତ୍ର ଦାଖଲ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଏପ୍ରିଲ ମାସ ୧୧ ତାରିଖ ଦିନ ନିର୍ବାଚନ ପାଇଁ ଭୋଟଦାନ ହେବ । ତେବେ ସେଥିପାଇଁ ଆଜି ନାମାନଙ୍କନ ପତ୍ର ଦାଖଲର ଶେଷ ଦିନରେ ଉଭୟ ପାରଳାଖେମୁଣ୍ଡି ଏବଂ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ…

ରାହାମା ମହାନଦୀରେ ଅଜଣା ବ୍ୟକ୍ତିଙ୍କ ଶବ: ମୃତ୍ୟୁର କାରଣ ଅସ୍ପଷ୍ଟ 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ହାଟ ନିକଟସ୍ଥ ମହାନଦୀ କୂଳରେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ସ୍ନାନ ଶୌଚ ପାଇଁ ଯାଇଥିବା ବେଳେ ଏକ ଅଜଣା ଯୁବକର ଶବ ଭାସୁଥିବାର ଦେଖିବା ପରେ ଏହି ଖବର…

 ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 3 ମୃତ 

ବରଗଡ଼ :- ଆଜି ସନ୍ଧ୍ୟାରେ ପଦ୍ମପୁର ର ବାଦୀମାଲ ଠାରେ ଏକ  ମର୍ମନ୍ତୁଦ ସଡକ ଦୁଘଟଣା ଘଟି ଯାଇଛି । ଉକ୍ତ ଦୁର୍ଘଟଣା ରେ ଏକ ତେଲ ଟେଙ୍କର  OD15D 7788 ଏକ ବାଇକ କୁ ସାମ୍ନା ପଟରୁ ପିଟି ଦେବାରୁ 3 ବାଇକ ଅରୋହି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଯାଇଥିଲା । ମୃତକ ମାନେ ହେଲେ ବଲ୍ଲଭ ନାଗ ,…

୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ  

http://www.youtube.com/watch?v=5sxM41wVahk ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ…

ଏବେଠୁ ଏତେ ତ ଆଗକୁ କେତେ : ଗାଡି ସହ ୨ଲକ୍ଷ ଟଙ୍କା ଜବତ 

ମେଲଛାମୁଣ୍ଡା(ମନୋଜ ଭୋଇ)  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦୁବୁଲାବାହାଲ ଛକରେ ମଙ୍ଗଲବାର ଦିନ ଅପରାହ୍ନରେ ମେଲଛାମୁଣ୍ଡା ପୁଲିସ ଓ ଫ୍ଲାଇଙ୍ଗସ୍କାଡର ମିଳିତ ଯାନବାହାନ ଚେକିଙ୍ଗ ସମୟରେ ଏକ ନିଲ ରଙ୍ଗର ବ୍ରିଜା ଗାଡିରୁ ନଗଦ ଦୁଇ ଲକ୍ଷ ଟଙ୍କା ସହିତ କିଛି କାଗଜାତ ମିଲିଥିଲା । ପୁଲିସ…

ମନରେଗା ଯୋଜନା ପାଲଟିଛି “ମନଇଛା ମାରି ଖା” ଯୋଜନା 

 8 ଜଣ ଭୁତ ହିତାଧିକାରୀଙ୍କ ନାଁରେ ସାଢେ ତିନି ଲକ୍ଷ  ଟଙ୍କା ହଡପ           ସିନାପାଲିରୁ ନିରାକାର ମେହେର : ସିନାପାଲି ବ୍ଲକ ସିନାପାଲି ପଂଚାୟତ ରେ ମନରେଗା ପାଣ୍ଠିରୁ ବ୍ୟାପକ ଜାଲିଆତି ଅଭିଯୋଗ ହେଇଛି ! ସରପଞ୍ଚ ନିଜେ ଅଭିଯୋଗ କରିଛନ୍ତି ! ତାଙ୍କ ଅଜଣାରେ 8 ଜଣ ଭୁତ ହିତାଧିକାରୀଙ୍କ…

 ଅର୍କେଶ, ନବ,ଆଶିଷ  ଏବଂ ପ୍ରଦୀପ ଦାଖଲ  କଲେ ନାମାଙ୍କନ ପତ୍ର 

 ବଲାଙ୍ଗୀର /ନିରୋଜ ମିଶ୍ର : ଆଜି ଲୋକସଭା ଏବଂ ବିଧାନସଭା ର ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ର ଶେଷ ଦିନ ଥିବା ବେଳେ ବିଧାନସଭା ବିଧାୟକ ଆସନ ପ୍ରାଥୀ ଭାବେ ବିଜେଡି ଦଳର ନୂତନ ପ୍ରାଥୀ ଅର୍କେଶ ନାରାୟଣ ସିଂଦେଓ, ବଲାଙ୍ଗୀର ଆପ ଆଦମୀ ପାର୍ଟିର ସ୍ୱାଧୀନ ପ୍ରାଥୀ ଭାବେ ମନୋଜ ପାଣ୍ଡେ, ଓ…

 ନାମାଙ୍କନ ଦାଖଲ ଦାଖଲ କଲେ ଜର୍ଜ, ଜୁଏଲ ଆଉ ସୁନିତା

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଆଜି ଦୂତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବା ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳ | ବିଜେପି ର ଜୁଏଲ ଓରାମ, ବିଜେଡ଼ି ର ସୁନିତା ବିଶ୍ୱାଳ ଏବଂ କଂଗ୍ରେସର ଜର୍ଜ ତିର୍କୀ ଲୋକସଭାପ୍ରାଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି,…

ବଣୁଆ ଭାଲୁ ଆକ୍ରମଣରେ ଜଣେ ଗୁରୁତର       

ସିନାପାଲିରୁ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତଗତ ଭାରିଆମୁଣ୍ଡା ଗ୍ରାପ ବରପଦର ଗ୍ରାମ ରେ ଅଘଟଣ ହେଇଛି ! ଏହି ଗ୍ରାମ ର ଯୁବକ ରୂପଧର ମାଝୀ ପୋଖରୀକୁ ଶୌଚ କରି ଯାଉଥିଲା ସମୟରେ ଏକ ବଣୁଆ ଭାଲୁ ଆକ୍ରମଣ କରିଛି ! ଏହି ଆକ୍ରମଣ ରେ ଯୁବକ ରୂପଧର ମାଝୀ ଗୁରୁତର ଭାବରେ ଆହତ…