Sign in
Sign in
Recover your password.
A password will be e-mailed to you.
ଏପଟେ ହାତୀ ପଲ ଆତଙ୍କ , ସେପଟେ ଡ଼ରାଉଛି ଗଭୀର ନଦୀ ପାଣି : କେବେ ଘୁଞ୍ଚିବ ବଡ଼ ଓ ସାନ କୁଞ୍ଜରୀ ଗ୍ରାମବାସୀଙ୍କ ଦୁଃଖ…
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ର ବଡ଼କୁଞ୍ଜରୀ ଓ ସାନ କୁଞ୍ଜରୀ ଗ୍ରାମ ମଝିରେ ଅଙ୍ଗ ନଦୀ ପ୍ରବାହିତ ହେଉଛି । ଏହି ସ୍ଥାନରେ ନଦୀ ଉପରେ କୋଣସି ପୋଲ ନଥିବାରୁ ଗ୍ରାମବାସୀ ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟ ଛୋଟ ଛୁଆମାନେ ପାଠ ପଢିବା ପାଇଁ ବାଧ୍ୟ ହେଇ ବିପଦ…
ବିବାଦ ଘେରରେ ଘୁ. ଉଦୟଗିରି ପୁଲିସ : ଦଲାଲଙ୍କୁ ସହଯୋଗ ,ପୀଡିତାଙ୍କୁ ନାଲି ଆଖି !!
ଘୁ. ଉଦୟଗିରି / ଗଗନ କୁମାର ପ୍ରଧାନ : ପୁଣି ବିବାଦ ଘେରକୁ ଟାଣି ହୋଇ ଯାଇଛି ଘୁ. ଉଦୟଗିରି ପୁଲିସ। ବାହାର ରାଜ୍ୟର ଝିଅ ଦଲାଲ ପାଖରୁ ମୋଟା ଅଙ୍କର ଟଙ୍କା ନେଇ ପୀଡିତା ଏବଂ ପୀଡିତାଙ୍କ ପରିବାରକୁ ମିଥ୍ୟା ମାମଲାରେ ଗିରଫ କରିବାର ଭୟ ଦେଖାଉ ଥିବା ରାଜ୍ୟ ମହିଳା କମିସନ, ଓଡିଶା ପାଖରେ…
ଜିଲ୍ଲାପାଳ ଓ ବିଡ଼ିଓଙ୍କର ତତ୍ପରତା ସରସ୍ୱତୀକୁ ଦେଲା ନୂଆ ଠିକଣା ।।
ବରଗଡ :-ଶେଷରେ ବାପମା ଛେଉଣ୍ଡ ସରସ୍ୱତୀ ପାଇଲା ନୂଆ ଠିକଣା । ବରଗଡ଼ ଜିଲ୍ଲାପାଳ ଓ ପାଇକମାଲ ବିଡିଓଙ୍କ ଆନ୍ତରିକତା ପୂର୍ଣ ପଦକ୍ଷେପ ତା ଅନିଶ୍ଚିତ ଭବିଷ୍ୟତକୁ ଦେଇଛି ବଞ୍ଚିବାର ନୂତନ ଆଶାର ଆଲୋକ । ପାଇଛି ନୂଆ ପରିବାର କସ୍ତୁରବା ଗାନ୍ଧୀ ମାତୃନିକେତନରେ ।
ଗତ ସୋମବାର ଦିନ ପାଇକମାଲ BDO…
“ବିଲଟ୍’ର ଲୁଟ ନକ୍ସା ଉପରେ ସରକାର ଓ ବିରୋଧୀ ନିରବ କାହିଁକି !!!!!
ଚୌଦ୍ୱାର ପେପର ମିଲ "ବିଲଟ୍': ରୌପ୍ୟ ଜୟନ୍ତୀର ଜାଲିଆତି!
""ଦୀର୍ଘ ୧୫ବର୍ଷ ଧରି ବିଲଟ କାଗଜ କଳକୁ ବନ୍ଦ କରି ହଜାର ହଜାର ପରିବାରଙ୍କ ଦାନାପାଣି ବୁଡାଇଲା । ଆମମାନଙ୍କ ଆରାଧ୍ୟ ଦେବତାଙ୍କ ଜମି ନେଲା । ଆମମାନଙ୍କ ଜମିକୁ ଆମର ଜୀବନ ଜୀବକା ପାଇଁ ସରକାର ଦେଇଥିଲେ । ବିଲଟ୍ ୧୦ବର୍ଷ କାଗଜ…
ଜେପିଭିଟି ଆସୋସିଏସନ୍ ର କାର୍ଯ୍ୟକାରିଣୀ ବୈଠକ
ଜଗତସିଂହପୁର : ଜଗତସିଂହପୁର ସହରର ସ୍ଥାନୀୟ ଡାଏମଣ୍ଡ ମଣ୍ଡପରେ ଜଗତସିଂହପୁର ଫଟୋଗ୍ରାଫର୍ସ ଆଣ୍ଡ ଭିଡିଓଗ୍ରାଫର୍ସ ଟ୍ରେଡର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଅଗଷ୍ଟ ୧୯ତାରିଖ ୱାର୍ଲଡ ଫଟୋଗ୍ରାଫର୍ସ ଡେ ପାଳନ ଓ…
ବିଧି ସାଜିଲା ବିପଦ, ଚନ୍ଦ୍ରକାନ୍ତି ମାଝୀଙ୍କ ମୁଣ୍ଡ ଉପରେ ଖସି ପଡିଛି ଆକାଶ
ସରକାର ହେବେ କି ସାହା ଏ ଅଭାବୀ ପରିବାରକୁ !!!
ନୂଆପଡା /ପ୍ରିୟବ୍ରତ ପଣ୍ଡା , ଖଡ଼ିଆଳ ବ୍ଲକ ର ଖଇରପଦର ଗ୍ରାମ ର ଆଦିବାସୀ ଯୁବକ ଚରଣ ମାଝୀ, ଜୀବନ ଜୀବିକା ଖୋଜିବାକୁ ଯାଉଥିଲେ ଗୁଜୁରାଟ ର ଗାନ୍ଧିନଗରକୁ ,ଏଥର କିନ୍ତୁ ବିଧି ସାଜିଲା ବିପଦ । ପାଣି ଆଣିବାକୁ ଟ୍ରେନରୁ ତଳକୁ ଆସିଥିଲେ |…
ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା : ବଂଶଧାର ଉଚ୍ଚ ବିଦ୍ୟାଳୟ ପ୍ରଥମ
Paralakhemundi/ Balakrusna Panigrahi : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାକକ୍ଷ ଠାରେ ରାଜ୍ୟ ଶିକ୍ଷକ-ଶିକ୍ଷା ନିର୍ଦ୍ଦେଶଳୟ , ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହାୟତାରେ "ବିଜ୍ଞାନ ଓ ସମାଜ" ବିଷୟ ଉପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ…
କଣ୍ଟାବଲ୍ଲବପୁର ବିଦ୍ୟାଳୟରେ ଆଇନ ସଚେତନତା ଶିବିର
ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ କଣ୍ଟାବଲ୍ଲବପୁର ମହିଳା ବିଦ୍ୟାଳୟରେ ସୋମବାର ଦିନ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ,ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ…
ଜାମୁଦଣ୍ଡା ବାଣୀପିଠ ବିଦ୍ୟାଳୟରେ ପରିବେଶ ସଚେତନତା
ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମରେ ଅବସ୍ଥିତ ପଞ୍ଚାୟତ ବାଣୀପିଠ ବିଦ୍ୟାଳୟରେ ପରିବେଶ ସଚେତନତା ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଗଛାୟତ ଚାରାରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ…
ବାରିପଦା ସାରଳା ସାହିତ୍ୟ ସଂସଦର ସାରସତ୍ୱ ଆସର : ୪ ସାରସ୍ୱତ ପ୍ରତିଭା ସମ୍ବର୍ଦ୍ଧିତ
ବାରିପଦା(ଅରବିନ୍ଦ ଦାସ)- ସାରଳା ସାହିତ୍ୟ ସଂସଦର ସାରସ୍ୱତ ପକ୍ଷରୁ ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ସାହିତ୍ୟ ଆସର, ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି | ସଂସଦର ପ୍ରତିଷ୍ଠାତା ସଭାପତି ଇଂ ପ୍ରଭାକର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…