ରାଜ୍ୟରେ ସୁଶାସନ କରିବାକୁ ଚାହୁଁଥିବା ଲୋକଙ୍କୁ ଏକଜୁଟ  ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ଲକ୍ଷ୍ମୀପୁର ଏବଂ କାଶୀପୁରରେ ବିଜେପି ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ  ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି  ବିକାଶ କାମ କରିବେ ନାହିଁ କିମ୍ବା ନରେନ୍ଦ୍ର ମୋଦିଙ୍କ ବିକାଶର କାମକୁ କରେଇଦେବେ ନାହିଁ ନବୀନ   ସ୍ୱାଧୀନତାର ୭୦ ବର୍ଷ ପରେ…

ବାଲିସିଂଶାରେ ଗୋଷ୍ଠୀ ସଙ୍ଘର୍ଷ : ଉଭୟ ପକ୍ଷରୁ ୮ ଆହତ, ଜଣେ ଅଟକ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସୁନାମୁହିଁ ପଂଚାୟତ ବାଲିସିଂଶା କରା ସାହିରେ ଆଜି ଦିନ ୧୧ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଙ୍ଘର୍ଷ ଘଟି ଉଭୟ ପକ୍ଷର ୩ ମହିଳାଙ୍କ ସମେତ ୮ଜଣ ଗୁରୁତର ନୟାଗଡ ଡାକ୍ତର ଖାନରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଜାଗା ଜମି ଅଧିକାରକୁ ନେଇ କିଛିଦିନ ଧରି…

  ବରକୋଳା ଫରେଷ୍ଟ ବଙ୍ଗଳାରୁ ବାଇକ ଚୋରି : ଯୁବକ ଗିରଫ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଂଚଳ ବରକୋଳା ଫରେଷ୍ଟ ବଙ୍ଗଳାରୁ ଆଜି ଭୋର ୫ବେଳେ ବନରଖି ସୁଦିପ୍ତ କୁମାର ସାହୁଙ୍କ ଓଡି ୨୫ସି ୬୭୫୨ ଆପାଚି ବାଇକକୁ ଚୋରି କରିଥ ନେଉଥିବା ଦୁବୃର୍ତକୁ ବାହାଡା ଝୋଲା ଫାଣ୍ଡି ଅନ୍ତର୍ଗତ ଘଡେଇବନ୍ଧ ଗ୍ରାମବାସୀ ଧରି ଓଡଗାଁ…

ବିଜେପିରୁ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ଓ କଂଗ୍ରେସରୁ ସୀତାରାମ ଟିକେଟ୍‍ ପାଇ ବି’ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର,: କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ  ଟିକେଟ୍‍ ପାଇଥିବା ଶ୍ରୀ ତୁଷାରକାନ୍ତି ବେହେରା ଓ କବିସୂର୍ଯ୍ୟନଗର ବିଧାନସଭା ଆସନରୁ କଂଗ୍ରେସରୁ ଟିକେଟ ପାଇଥିବା ସୀତାରାମ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ…

ଜିଲ୍ଲା ସ୍ତରୀୟ ୮୪ତମ ଉତ୍କଳଦିବସ ସମାରୋହ

PARALAKHEMUNDI/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୮୪ତମ ଉତ୍କଳଦିବସ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ସମୟରେ ଗଜପତି ବିହାର…

ଭାଜପାର ଡବଲ ଇଞ୍ଜିନ ସରକାର ଦ୍ୱାରା ହିଁ ଓଡିଶା ସରକାର ସାମୁହିକ ବିକାଶ ସମ୍ଭବ ହୋଇପାରିବ :  ଅମିତ ସାହା

PARALAKHEMUNDI/ବାଳକୃଷ୍ଣ ପାଣିଗ୍ରାହୀ : ଭାଜପାଜେ ଓଡିଶା ରାଜ୍ୟରେ ଏବଂ ଦେଶରେ ଡବଲ ଇଞ୍ଜିନ ସରକାର ହୋଇପାରିବ ବୋଲି ଆଜି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ଗ୍ରାମ ଠାରେ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ସାହା, ଆୟୋଜିତ ବିଜୟସଂକଳ୍ପ ସମାବେଶରେ ଯୋଗଦେଇ ଏହା କହିଛନ୍ତି ।…

ଡ଼ବଲ ଇଞ୍ଜିନ ସରକାର ଆସିଲେ ବିକାଶ ସମ୍ଭବ ହେବ-  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ

ବିଜେପିର ବିଜୟ ସଂକଳ୍ପ ସଭା ଶଙ୍ଖ ସମୂଦ୍ରକୁ ଫେରିଯିବ ଓ ମୟୂରଭଞ୍ଜରେ କମଳ ଫୁଟିବ- ବିଧାୟକ ପ୍ରାର୍ଥୀ ସୁଗଦା ମୁର୍ମୁ ବିଜୟ ଆମର ଲକ୍ଷ ଓ ସରକାର ବଦଳାଇବା ଆମର ସଂକଳ୍ପ- ଲୋକସଭା ପ୍ରାର୍ଥୀ ବିଶେଶ୍ୱର ଟୁଡ଼ୁ ବାରିପଦା(ଦିଲ୍ଲୀପ ମହାନ୍ତି )- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ…

କଂଗ୍ରେସର ନିର୍ବାଚନ ପ୍ରଚାରରେ ସାମିଲ ହେଲେ  ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ 

ନୂଆପଡା.(ଅମିତ ପୁରୋହିତ); କଂଗ୍ରେସର ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ଓ ବିଧାନ ସଭା ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ମାରାଥନ ପ୍ରଚାରରେ ପଡୋଶୀ ରାଜ୍ୟ ଛତିସଗଡର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଟି.ଏସ.ସିଂ ଦେଓ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସିଂ ଦେଓ ଛତିସଗଡରୁ ହେଲିକେପ୍ଟର…

ଶଙ୍ଖ ଧରିଲେ ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯକାରୀ ସଭାପତି

 ବିଜେଡିର କର୍ମୀ ସମ୍ମିଳନୀ : ସୁବାଷ ଚୌହାନଙ୍କୁ ଜୋରଦାର ସ୍ୱାଗତ    ପାଇକମାଳ/ ରାଜେନ୍ଦ୍ର ପ୍ରଧାନ  :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟସ୍ଥ ଯାତ୍ରୀ ନିବାସ ପ୍ରାଙ୍ଗଣରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇ ଯାଇଛି । କର୍ମୀ ସମ୍ମିଳନୀ ଆରମ୍ଭ ହେବାପୁର୍ବରୁ…

ଉତ୍ତରରେ ବିଲଡର, ମଧ୍ୟରେ ବିବାଦୀୟ ମେୟର 

ବାହାରିଲା ବିଜେଡି ତାଲିକା, ଢେଙ୍କାନାଳରୁ ଲଢ଼ିବେ ମହେଶ ସାହୁ  କଟିଲେ ବାଦଲ ବଂଚିତ  ପ୍ରିୟ, ଚାପରେ ସଫଳ ସୌମ୍ୟ   ମଧ୍ୟବାସୀଙ୍କ ମେମୋରିକୁ ତାଜା କରିବା ବୁନୁଙ୍କ ବିବାଦୀୟ ସେକ୍ସ ସିଡ଼ି ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ଆଜି ପୁଣି ପ୍ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା |…