Sign in
Sign in
Recover your password.
A password will be e-mailed to you.
ଡ଼ା.ବୁଢ଼ାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗୃହୀତ ହେବା ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ରାସ୍ତା ଫିଟିଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଶେଷରେ ଆଜି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡ଼ା.ବୁଢ଼ାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗୃହୀତ ହେବା ପରେ ୨୭-ସାରସକଣା(ଏସଟି) ବିଧାନସଭା ଆସନରୁ ବିଜେପି ଟିକଟରେ ନିର୍ବାଚନରେ…
ଭାରତୀୟ ଜନତା ପାର୍ଟି ମହିଳା ଓ ଏସଟି ବିରୋଧୀ- ଭାରତୀ ହାଁସଦାଃ
ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତୀୟ ଜନତା ପାର୍ଟି ମହିଳା ଓ ଏସଟି ବିରୋଧୀ ବୋଲି ସଙ୍ଗୀନ ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ପଦ ସହ ମୟୂରଭଞ୍ଜ ଜିଲ୍ଲା ଏସଟି ମୋର୍ଚ୍ଚ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଭାରତୀ ହାଁସଦାଃ ଏବଂ ଇସ୍ତଫାପତ୍ରକୁ ଡ଼ାକ ଯୋଗେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ…
ଚଳିତ ନିର୍ବାଚନରେ ଭୋଟର ମାନଙ୍କୁ ସଚେତନତା ପାଇଁ ନିଆଯାଇଛି ପର୍ୟାପ୍ତ ପଦକ୍ଷେପ : ଜିଲ୍ଲାପାଳ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୧ ତାରିଖ ଦିନ ଗଜପତି ଜିଲ୍ଲାର ୨ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଭୋଟର ମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି ସେ…
ଓଡିଶାରେ ମୋଦିଙ୍କୁ ଅଭୂତପୂର୍ବ ଜନସମର୍ଥନ ,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କେବଳ ମୋଦିଙ୍କ ଉପରେ ଇର୍ଷାର ପ୍ରତିଫଳନ :-…
ମୁଖ୍ୟମନ୍ତ୍ରୀଙ୍କ ତିତଲି ପ୍ରସଙ୍ଗ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ତିତଲି କ୍ଷତିଗ୍ରସ୍ତ ଅଂଚଳରେ ସରକାର ନୁହେଁ ପ୍ରଥମେ ପହଁଚିଥିଲା ବିଜେପି
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ ତଳେ ତିତଲି ଧ୍ୱସଂ ନଜାଣି ଗୋପାଳପୁରରେ…
ସୋହେଲା ସହରରେ ସିସି କ୍ୟାମେରା ଲାଗିଲା
ସୋହେଲା(ଶାସକପ୍ରଶାସକ)- ସୋହେଲାର ମୁଖ୍ୟ ସ୍ଥାନମାନଙ୍କରେ ଆଜି ସିସି କ୍ୟାମେରା ସ୍ଥାପନ କରାଯାଇଛି । ସେଗୁଡିକ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି । ଅପରାଧ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି କ୍ୟାମେରା ଲଗାଯାଇଛି ବୋଲି ଥାନା ଆଇଆଇସି ନିର୍ମଲ ମହାପାତ୍ର ସୂଚନା ଦେଇଛନ୍ତି । ସିସି କ୍ୟାମେରା…
ଧର୍ମଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଧର୍ମଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଦଳୀୟ କନ୍ଦଳରେ ଅତିଷ୍ଠ ହୋଇ ବରିଷ୍ଠ ବିଜେଡି ନେତା ତଥା ଧର୍ମଗଡ଼ ବିଧାୟକ ପ୍ରତିନିଧି ନେତା ଗୌରଚନ୍ଦ୍ରଛତ୍ରିଆ ଦଳ ଛାଡ଼ିବାକୁ ଘୋଷଣା କରିଛନ୍ତି ।
ଘର୍ଲା ଜୋର ନିକଟରେ ଦୁର୍ଘଟଣା
ରାସ୍ତାର ଘର୍ଲା ଜୋର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଚାଷ ଜମିରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡିଚାଳକ ସୁରକ୍ଷିତ ଥିବା ଜଣାପଡିଛି।
ସପ୍ତାହବ୍ୟାପି ଝାଂଜ ପାହାଡରେ ଚାଲିଛି ମାକର ବିହା : ଘେଁସ ବନ କର୍ମଚାରୀଙ୍କୁ ମିଳିନି ନିମନ୍ତ୍ରଣ
ମେଲଛାମୁଣ୍ଡା (ମନୋଜ ଭୋଇ) ସରକାର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ରକ୍ଷା ଉଦେଶ୍ୟରେ ଜଙ୍ଗଲ ବିଭାଗକୁ ଅପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଛନ୍ତି । କେତେ ବେଳେ ଚାରା ରୋପଣ ପାଇଁ ତ କେତେ ବେଳେ ନିଅାଁ ଦାଉରୁ ଗଛ ସବୁକୁ ରକ୍ଷା କରିବା ପାଇଁ ମାତ୍ର ବରଗଡ ଜିଲ୍ଳା ଘେଁସ ରେଂଜ ଅଧିନସ୍ତ ଝାଂଜ…
“ଡବଲ ଇଞ୍ଜିନର ମୋହର ବାଜିଲେ ସାମୁହିକ ବିକାଶ ସମ୍ଭବ”
ମୋହନା ନିର୍ବାଚନ ମଣ୍ଡଳୀବାସୀ ଚଳିତ ନିର୍ବାଚନରେ ଭାଜପାକୁ ରାଜ୍ୟ ଓ ଦେଶରେ ନେତୃତ୍ୱ ଦେବା ପାଇଁ ଡବଲ ଇଞ୍ଜିନର ମୋହର ଦେଲେ ହିଁ ରାଜ୍ୟ ଓ ଦେଶ ସମେତ ଅଞ୍ଚଳର ବିକାଶ ସମ୍ଭବ ହେବ ବୋଲି ଗଜପତି ଜିଲ୍ଲା ମୋହନା ବିଧାନ ସଭା ମଣ୍ଡଳୀର ରା.ଉଦୟଗିରି ଠାରେ ଅନୁଷ୍ଠିତ ଭାଜପାର ବିଜୟ ସଂକଳ୍ପ…
ପୁଣି ଏକ ଦଳକୁ ମୁହଁ ମୋଡିଲେ ବିଭୁ ତରାଇ
ତିର୍ତ୍ତୋଲ କଂଗ୍ରେସ ବିଧାୟକ ଟିକଟ ଫେରାଇଦେଲେ
କଂଗ୍ରେସ ଛାଡିଲେ, ପଦ୍ମରୁ ହୋଇପାରନ୍ତି ଜଗତସିଂହପୁର ପାଇଁ ସାଂସଦ ପ୍ରାର୍ଥୀ
ତିର୍ତ୍ତୋଲ/ପାରାଦ୍ୱୀପ-ରମେଶ ମହାନ୍ତି : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବାବେଳେ ସବୁ ଦଳ ପକ୍ଷରୁ ନିଜ ନିଜର ପ୍ରାର୍ଥୀ ତାଲିକା…