ଗୁଣପୁର: ବିଜେପି ପାର୍ଟିର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ସଦର ମହକୁମା ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଡ଼. ଗିରିଧର ଗମାଙ୍ଗ ଙ୍କ ଦ୍ୱାରା ବିଜେପି ପାର୍ଟିର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସଵ ରେ ବର୍ତ୍ତମାନ ର ବିଜେପି…

ବିପିଏଲ  ହିତାଧିକାରୀଙ୍କୁ ବିଜୁଳି ସେବା ବନ୍ଦ 

କୁଚିଣ୍ଡା /ଅଜୟ କୁମାର ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ  ବିପିଏଲ ବିଦ୍ୟୁତ  ସଂଯୋଗ କାଟି ଦିଆଯାଇଛି l ରାଜ୍ୟ ସରକାର ଘରେ ଘରେ ବିଜୁଳି  ସଂଯୋଗ  ଦେଉଥିବା ବେଳେ କୁଚିଣ୍ଡା ଉପଖଣ୍ଡର କିଛି ବିଦ୍ୟୁତକର୍ମଚାରୀ ଆସି ବିପିଏଲ ହିତାଧିକାରୀଙ୍କୁ ବିନା ରସିଦରେ ପଇସା…

ଉତ୍କଳ ଦିବସରେ ଓଡିଶାକୁ ଉପହାର : କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା 

କନ୍ଧମାଳ ହଳଦୀକୁ ମିଳିଲା GI ମାନ୍ୟତା । ଉତ୍କଳ ଦିବସରେ ଏହି ଭୌଗଳିକ ମାନ୍ୟତା ମିଳିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ । କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦିଆଯିବା ଲାଗି ୨୦୧୮ ଜାନୁଆରୀରେ ଆବେଦନ କରିଥିଲା ରାଜ୍ୟ । ଏହି ମାନ୍ୟତାର ଅବଧୀ ୨୦୨୮ ମସିହା ଜାନୁଆରୀ ଯାଏଁ ରହିବ । ହଳଦୀ…

୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନୂଆପଡ଼ା(ଅମିତ ପୁରୋହିତ); ସ୍ଥାନୀୟ ସିଲଦା ସ୍ଥିତ ରିର୍ଜଭ ପୋଲିସ ପଡିଆଠାରେ ୮୪ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ  ଭାବେ ପତକା ଉତ୍ତୋଳନ କରି ପୋଲିସ ବାହିନୀ  ପ୍ୟାରେଡ ର ଅଭିବାଦନ…

ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ,ବିଜେଡି ଅଫିସ୍‌ରେ ଭଙ୍ଗାରୁଜା ତିର୍ତ୍ତୋଲ/ପାରାଦ୍ୱୀପ-ରମେଶ ମହାନ୍ତି :ରବିବାର ଦିନ ବିଜେଡିର ପ୍ରାର୍ଥୀ ଘୋଷଣା ହେବା ପରେ ଜଗତସିଂହପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରବିିିବାର ବିଜେଡିର ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା…

ଭୁବନେଶ୍ୱରରେ ଦିଜଣ ଅପରାଜିତା,ପାଟକୁରାରୁ ବିଜୟ : ମୋହନ ଜେନା ହେଲେ ନିରାଶ, ଯାଜପୁରରୁ ଅମୀୟ  

ଭୁବନେଶ୍ୱର:ପ୍ରକାଶ ପାଇଲା ଵିକେପିର ଆଉ ଏକ ପ୍ରାର୍ଥୀ ତାଲିକା | ଏଥର ତିନୋଟି ଲୋକସଭା ଆଉ ୧୧ଟି ବିଧାନ ସଭା ପାଇଁ |  ଏହି ତାଲିକାରେ ସ୍ଥାନ ପାଇଛନ୍ତି  ଦଳକୁ ପୁଣି ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର | ସବୁ କଳ୍ପନା ଜଳ୍ପନାର ଅଂଟା ଘଟାଇ  ତାଙ୍କୁ ଦଳ  ପାଟକୁରାରୁ ପ୍ରାର୍ଥୀ କରିଛି…

ଭଦ୍ରକରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କୁ ସମର୍ଥନର ସୁଅ !

ସମସ୍ତଙ୍କ ମତ " ମୁଖ୍ୟମନ୍ତ୍ରୀ ନେଇଛନ୍ତି ସଠିକ ନିଷ୍ପତ୍ତି | ଭଦ୍ରକ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସଂଜୀବ ହିଁ ଏକମାତ୍ର ବିକଳ୍ପ !"  ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟ ରାଜନୀତିରେ ଭଦ୍ରକର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ଏହି ଜିଲ୍ଲାରୁ ବହୁ ନେତା ନିଜର ପ୍ରଭାବ ବିସ୍ତାର…

ବିଜେପିରେ ସାମିଲ ହେଲେ ପୂର୍ବତନ କୋକସରା ବ୍ଲକ ଅଧ୍ୟକ୍ଷ

ଧର୍ମଗଡ଼ରୁ ସୁଶାନ୍ତ ରାଉତ:  କୋକସରା ବ୍ଳକ୍ ମହିମା ପଞ୍ଚାୟତ ଅନ୍ତର୍ଗତ ଭୁର୍ସାଗୁଡା ମହାଭାରତ ପଡିଆ ଠାରେ ବିଜେପିର ଦଳୀୟ ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମଗଡରୁ ପ୍ରାର୍ଥୀ  ହୋଇଥିବା ଅନନ୍ତ ପ୍ରତାପ ଦେଓ, ବିଜେପି ରାଜ୍ୟ ସଭାପତି ତଥା କଲାହାଣ୍ଡି ଲୋକସଭା ପ୍ରାର୍ଥି…

ଅପରାଧ ଓ ଅପରାଧିଙ୍କ କେନ୍ଦ୍ରବିନ୍ଦୁ ବଲାଙ୍ଗିର ରାଜ ପରିବାର- କଂଗ୍ରେସ

ବଲାଙ୍ଗିର(ନିରୋଜ ମିଶ୍ର) - ଭୋଟ ଯେତିକି ପାଖଉଚି, ପ୍ରାର୍ଥୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ନୀଚସ୍ଥରର ହେବାରେ ଲାଗିଛି |  ବଲାଙ୍ଗୀର ରାଜ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ |  ବଲାଙ୍ଗିର ର ରାଜ ପରିବାର ର ଅନଙ୍ଗ ଉଦୟ ସିଂଦେଓ ଜମିମାଫିଆ ବୋଲି ଅଭିଯୋଗ…

ଶ୍ରେଷ୍ଠ  ପାଣ୍ଡୁଲିପି ପ୍ରଯୋଜନା ଓ ଶ୍ରେଷ୍ଠ ନିର୍ଦ୍ଦେଶକ  ନାଟକ – ବାବୁ ଖର୍ଚ୍ଚା

ରାଜ୍ୟ ସ୍ତରୀୟ ନାଟବାଦି ଓ ଗୀତି ନାଟ୍ୟ ପ୍ରତିଯୋଗୀତା  ବଲାଙ୍ଗୀର/Niroj Mishra :  ଆଠ ଦିନ ଧରି ·ଲିଥିବା ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗୀତା ପୁରସ୍କାର ବିତରଣୀ ସହ ଉଦ୍ୟାପିତ ହୋଇଯାଇଛି । ଜନଜୀବନର ଏକ ଜ୍ୱଳନ୍ତ ସମସ୍ୟାକୁ ନେଇ ମଂଚସ୍ଥ ହୋଇଥିବା ନାଟକ “ବାବୁ…