ମଣିଷ ପଣିଆ ଦେଖାଇଲେ ନିହାର

0

ବଲାଙ୍ଗୀର/ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ):ଆଜି ନିଜ ବିବେକବୋଧ ଓ ମଣିସପାଣିଆ ଦେଖାଇଛନ୍ତି ଜଣେ ଛାତ୍ରନେତା । ତାଙ୍କର ଉପସ୍ଥିତ ବୁଦ୍ଧିଯୋଗୁ ଜଣେ ରୋଗୀଙ୍କୁ ମିଳିଯାଇଛି ଛୋଟିଆ ସହଯୋଗ । ଆଉ ମଣିସପଣିଆ  ଦେଖିଥିବା ଛାତ୍ରନେତା ଜଣକ ହେଲେ  ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ନିହାର ରଞ୍ଜନ ବେହେରା।

ଶ୍ରୀ ବେହେରା ବେଲଗାଁ ରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ବେଳେ ନିକଟସ୍ଥ ମଠଖାଈ ଠାରେ ଏକ ଆମ୍ବୁଲାନ୍ସ  ଟ୍ରାଫିକ ରେ ଫସି ରହିଥିବାର ସେ ଦେଖିଲେ । ସମସ୍ତେ ଦେଖୁଥିଲେ ବି କେହି ଗୁରୁତ୍ୱ ଦେଇନଥିଲେ ।।ହେଲେ ରୋଗୀନେଇ ଯାଉଥିବା ଆମ୍ବୁଲାନ୍ସ ଫସିଥିବା ଦେଖି ତୁରନ୍ତ ସେ ନିଜ ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସ କୁ ବାଟ କଢାଈ ଦେଇଥିଲେ।ତାଙ୍କର ଏହି ମହାନ କାମ ଏବେ ବୁଦ୍ଧିଯୀବି ଙ୍କ ମହଲରେ ପ୍ରଶଂସା ର ପାତ୍ର ପାଲଟିଛି। କ

Leave A Reply

Your email address will not be published.