Sign in
Sign in
Recover your password.
A password will be e-mailed to you.
ଚୋରା ମଦବେପାରୀ ଡାଳେ ଡାଳେ ଗଲେ ପୋଲିସ ପତରେ ପତରେ
ମେଲଛାମୁଣ୍ଡା ପୁଲିସ ହାତରେ ଧରା ପଡିଲା ମଦ ବେପାରୀ
ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସମାରପାଲି ଅଂଚଳରେ ଦୀର୍ଘ ଦିନ ହେବ ପ୍ରବଳ ମାତ୍ରାରେ ଦେଶୀ ମଦର ବେଆଇନ ବିକ୍ରୟ ହେଉଥିବା ଅଭିଯୋଗ ହେଉଥିଲା । ମେଲଛାମୁଣ୍ଡା ପୁଲିସ ମଦ ବେପାରିଙ୍କୁ କାବୁ…
ମେଲଛାମୁଣ୍ଡା ଦୁର୍ଗାପୂଜା କମିଟି ଗଠିତ : ବଂଟି ଦେବତା ସଂପାଦକ
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ରାଜୀବ ଭବନ ପ୍ରାଙ୍ଗଣରେ ୫୫ ତମ ସର୍ବଜାନୀନ ଦୁର୍ଗାପୂଜା ପାଇଁ ମଙ୍ଗଲବାର ସଂଧ୍ୟାରେ କମିଟି ଚୟନ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ଦୀପକ କୁମାର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପ୍ରଥମେ ବିଗତ ବର୍ଷର…
ଏମସିଏଲର ମନମୁଖୀ କାର୍ଯ୍ୟ ,ହୋଇ ପାରୁନି କୋଇଲା ଉତ୍ତୋଳନ : ସଙ୍କଟରେ ଟ୍ରକ ମାଲିକ
ସୁନ୍ଦରଗଡ(ହୋରଚାନ୍ଦ ଦେଉରିଆ) :ସୁନ୍ଦରଗଡ଼ ଜିଲ୍ଲାର୍ ବସୁନ୍ଧରା ଏମ୍ସିଏଲ ଓପନ କାଷ୍ଟ କୋଇଲା ଖଣି ରୂପେ ଏସିଆ ମହାଦେଶ ରେ ଜଣାଶୁଣା ,ସୁନ୍ଦରଗଡ଼ ଜିଲ୍ଲାର ଭାତହାଣ୍ଡି ତଥା ଓଡ଼ିଆ ରାଜ୍ୟର ରାଜସ୍ବ ପୂରଣ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବସୁନ୍ଧରା କୋଇଲା ଖଣି | ହେଲେ ଏବେ…
90 ଜଣ ହିତାଧିକାରୀ ଙ୍କୁ ଘର ଡିହ ଜମି ପଟ୍ଟା ବଣ୍ଟନ
ବରଗଡ / ଝାରବନ୍ଧ :- ଘର ଖଣ୍ଡେ ଓ ଘର କରିବା ପାଇଁ ନିଜର ଜମି ଟିକେ , ଏହା ପ୍ରତେକ ଲୋକର ସ୍ୱପ୍ନ । ଯେଉଁ ମାନେ ଭୂମିହୀନ ସେମାନଙ୍କର ପାଇଁ ଏହି ସ୍ୱପ୍ନ କେବଳ ସ୍ୱପ୍ନ ରେ ହିଁ ରହିଯାଉଥିଲା। ଭୂମିହୀନ ଙ୍କର ଏହି ସ୍ୱପ୍ନ ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା । ଆଜି ଏହି…
ଗଜପତି:-ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମଠ ଓ ମନ୍ଦିର ଗୁଡ଼ିକରେ ସଂକୀର୍ତ୍ତନ ହେବାସହ ଶ୍ରଦ୍ଧାଳୁ ମହିଳା ଭକ୍ତ ମାନଙ୍କ ଭିଡ ଲାଗି…
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଅସନ୍ତୋଷ : ଯୁବ ବିକାଶ ପରିଷଦ ଦେଲା ଦାବୀ ପତ୍ର
ରାୟଗଡା (ସରୋଜ ସାହୁ) – ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା | ଡାକ୍ତର ବି ଆବଶ୍ୟକ ସଂଖ୍ୟା ଠାରୁ ବହୁତ କମ | ରାୟଗଡା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏ ନାହିଁ ନାହିଁ ସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରିଛି ଯୁବ ବିକାଶ ପରିଷଦ | ସମସ୍ୟା ସମାଧାନ…
ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା
ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, - ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ତଥା…
” ସଳଖ ସୁନ୍ଦର ଭେଣ୍ଡିଆ ଟିଏ, ହାତଗୋଡ ନାହିଁ ଖଣ୍ଡିଆଟିଏ”
୧୧ ମାସ ଧରି ବସିନି ଜିଲ୍ଲା ପରିଷଦ ବୈଠକ : ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ
୧୫ଦିନ ଭିତରେ ସମାଧାନ ନହେଲେ ଜିଲ୍ଲା ପରିଷଦ ସଭ୍ୟ ଦେବେ ସମୂହ ଇସ୍ତଫା
ରାୟଗଡ(ସରୋଜ କୁମାର ସାହୁ ) ତ୍ରିସ୍ତରୀୟ ପଂଚାୟତିରାଜ ଶୀର୍ଷ ସଂସ୍ଥା ଭାବେ ଜିଲ୍ଲା ପରିଷଦ ଜିଲ୍ଲାର ସୁବିଧା ଅସୁବିଧାର ତର୍ଜ୍ଜମା…
ବ୍ୟାଡମିଣ୍ଟନ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନl
ଜୁନାଗଡ/ ଆଦିତ୍ୟ ମହାନ୍ତି : ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ଜୁନାଗଡ ଠାରେ ଏକ ସମ୍ବର୍ଧନା ସଭା ଆୟୋଜନ ହୋଇଯାଇଛି । ବ୍ୟାଡମିଣ୍ଟନ ଆସୋସିଏସନ୍ ସଭାପତି ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ…
କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ
ହେଇ ଦେଖ : ଏଇଟା ଆମ ଡିଆରଡିଏ କାର୍ଯ୍ୟାଳୟର ସର୍ବସାଧାରଣ ଟଇଲେଟ
ବରଗଡ଼ ସହର ଘରୋଇ ବସଷ୍ଟାଣ୍ଡ ନିକଟରେ ରହିଛି ଡ଼ିଆରଡ଼ିଏ ଅଫିସ । ଜିଲ୍ଳାର ଏକ ପ୍ରମୁଖ ଅଫିସ ହୋଇଥିବାରୁ ପ୍ରତିଦିନ ଗ୍ରାମାଞ୍ଚଳରୁ ଅନେକ ଲୋକ ଓ ଅଧିକାରୀ ଏଠାକୁ ଆସିଥାନ୍ତି ବିଭିନ୍ନ କାମ ପାଇଁ । ଏହି ଅଫିସର ସଭାଗୃହରେ ଆମ…