ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥଙ୍କୁ ସାଲିଆନା ଅର୍ପଣ କଲେ ଝିଟିକି ବାସୀ 

 ବରଗଡ / ପାଇକମାଲ :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ଝିଟିକି ଗ୍ରାମ ବାସୀ ମାନେ ସାଲିଆନା ଭୋଗ ପାଇଁ ଭୋଗ ସାମଗ୍ରୀ ଅର୍ପଣ କରିଛନ୍ତି । ମହାପ୍ରଭୁଙ୍କର ମନ୍ଦିର ଓ ଝିଟିକି ଗ୍ରାମବାସୀ ଙ୍କର ପୁରାତନ ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ନବାନ୍ନ ( ନୂଆଁଖାଇ) ପୂର୍ବରୁ…

ମାତୃ ଓ ଶିଶୁମୃତ୍ୟୁ  ହ୍ରାସ ନିମନ୍ତେ “ସମ୍ପୂର୍ଣ୍ଣା”କୁ କରାଯିବ ଅଧିକ  କ୍ରିୟାଶୀଳ 

୨୦୨୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ ୨୦୩୦ ସୁଦ୍ଧା ପ୍ରସୂତି ମୃତ୍ୟୁହାର ପ୍ରତି ଏକ  ଲକ୍ଷରେ  ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା…

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ପାଳନ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ଼-ରାଧାକାନ୍ତ ମଠ ପରିସରରେ  ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ  ଶ୍ରୀକୃଷ୍ଣଙ୍କ ଜନ୍ମ ଓ ବାଲ୍ୟଲୀଳା ସମ୍ପର୍କିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।        ପରିଷଦର…

ଫାଶୀ ଦଣ୍ଡ : ମୟୁରଭଂଜ ଇତିହାସରେ ପ୍ରଥମ 

ନାବାଳିକା ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲା : ଫାଶୀ ଦଣ୍ଡ ଶୁଣାଇଲେ ବିଚାରପତି ମୟୁରଭଞ୍ଜ( ଦିଲ୍ଲୀପ ମହାନ୍ତି) ନାବାଳିକାକୁ ଘରୁ  ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫସି ଦଣ୍ଡ ଶୁଣାଇଲେ ଅତିରିକ୍ତ ଦୌରାଜଜ (୧) ପୋକସୋ କୋର୍ଟ  ଜଜ ମହମ୍ମଦ ସାବାବ ନବୀ |…

“ଜିଲ୍ଲାବାସୀଙ୍କ ସୁବିଧା ଅସୁବିଧା ନିମନ୍ତେ ମୋ ଦ୍ୱାର ଚବିଶ ଘଣ୍ଟା ଖୋଲା ରହିବ”

ନୂଆପଡ଼ାରୁ ଆସି ଯୋଗଦେଲେ ନୂଆ ଆରକ୍ଷୀ ଅଧିକ୍ଷକ ଅଵିନାଶଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ପରମାର ସ୍ମିଥ ପୁରୁଷୋତ୍ତମଦାସ ବାରିପଦା(ଦିଲ୍ଲୀପ ମହାନ୍ତି )-  ଅଗଷ୍ଟ ୨୭ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ୨୦୧୩ ବ୍ୟାଚ୍ ଆଇପିଏସ ପରମାର ସ୍ମିଥ ପରଷୋତ୍ତମଦାସ ଅବିନାଶ…

ଶୌଚ ହେବାକୁ ଯାଇ ଆଉ ଫେରିଲେନି , ପଛରୁ ହାତୀ କଲା ଆକ୍ରମଣ

 ଆଠମଲ୍ଲିକ ପ୍ରତିନିଧି ସନ୍ତୋଷ ମେହେରଙ୍କ ରିପୋର୍ଟ : ଆଠ ମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ  ନୂଆଗଡ ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର  ସାମ୍ନାକୁ ଆସିଛି । ମୃତ ମହିଳା ଜଣଙ୍କ ସୁବାସିନୀ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ମୁତାବକ ସୁବାସିନୀ ଆଜି  ସକାଳୁ…

ଆବାସିକ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସଚେତନତା କର୍ମଶାଲା 

ରାୟଗଡା (ସରୋଜ ସାହୁ ) –ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ପ୍ରଶାସନ ତରଫରୁ ଏକ ସଚେତନତା କାଯ୍ୟ ର୍କ୍ରମ ଅନୁଷ୍ଠିତ  ହେଇଯାଇଅଛି ।  ଏହି ତାଲିମ ଶିବିରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ପ୍ରତାପ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାପାନର ରାଷ୍ଟ୍ରଦୂତ ହୀରାମତସୁଙ୍କ ମଧ୍ୟରେ ଆଲୋଚନା

ପାରସ୍ପରିକ ସହଯୋଗ ନେଇ କଥା ହେଲେ, ଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଲେ ଉପହାର  ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜାପାନର ରାଷ୍ଟ୍ରଦୂତ ଏଚ.ଇ କେନଜି ହୀରାମାତସୁଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି | ଏହି ଅବସରରେ ଉଭୟେ ଇସ୍ପାତ…

ରଘୁନାଥଙ୍କ ଦାନବାକ୍ସରୁ ଆଦାୟ ହେଲା ୩ଲକ୍ଷ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ଦାନବାକ୍ସ ୮ମାସ ପରେ ଆଜି ଖୋଲାଯାଇଥିଲା । ଭକ୍ତମାନଙ୍କ ଦାନ ଅର୍ଥରୁ ୩ଲକ୍ଷ ୧୧ହଜାର ୫୫୯ଟଙ୍କା ସହିତ ୩.୯ ଗ୍ରାମ ସୁନା,୯ଗ୍ରାମ ରୂପା ଅଳଙ୍କାର ଓ ୫କିଲୋ ୪୦୦ଗ୍ରାମ ପିତଳ ସାମଗ୍ରୀ ଆଦାୟ ହୋଇଛି । ମାଜିଷ୍ଟ୍ରେଟ ତଥା ତହସିଲଦାର…

ବାଣଫୁଟାକୁ କେନ୍ଦ୍ର କରି ପିଟାପିଟି 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡଗାଁ ଥାନା ଅନ୍ତର୍ଗତ ଭାଡିକିଳା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଖୁଦୁରୁକୁଣୀ ପୂଜାରେ ବାଣଫୁଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଛି । ଗ୍ରାମ କୋଠଘରେ ଝିଅମାନେ ମିସି ଖୁଦୁରୁକୁଣୀ ପୂଜା କରି ବାଣଫୁଟାଇବା ବେଳେ ଏହାକୁ ନେଇ…