Sign in
Sign in
Recover your password.
A password will be e-mailed to you.
ନବୀନ ବାବୁଙ୍କର ଡ୍ରିମ ପ୍ରଜେକ୍ଟ ର ବିଳମ୍ବ ପାଇଁ ଦାୟୀ କିଏ ?
ପ୍ରତିବନ୍ଧକ ସାଜିଛନ୍ତି ଅସାଧୁ ଠିକାଦାର
ବରଗଡ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀ ଙ୍କର ଉନ୍ନତି ଓ ଗମନାଗମନ ର ସୁବିଧା ପାଇଁ ଏକ ବଡ ସ୍ୱପ୍ନ ଦେଖିଥିଲେ ।ସେ ସ୍ୱପ୍ନ ଟି ହେଲା ବିଜୁ ଏକ୍ସପ୍ରେସ ୱେ । 4 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ କେବଳ ଗମନାଗମନ ର…
ଅଚାନକ ମନ୍ତ୍ରୀଙ୍କୁ ଦେଖି ଷ୍ଟାଫ ଆବାକାବା : ୫ ଟି ଉପରେ ଦେଲେ ଗୁରୁତ୍ୱ, ସମୟରେ ଆସିବାକୁ ଦେଲେ ପରାମର୍ଶ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ
ଭୁବନେଶ୍ୱର: ଆଜି ଅଚାନକ ସକାଳେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପହଂଚିଗଲେ ସରପ୍ରାଇଜିଙ୍ଗ ଭାବେ ନଅ ତାଲା ସ୍ଥିତ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ |…
ଗୁଣପୁର: ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନର ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଧନା
ଗୁଣୁପୁର/ ସିଦ୍ଧାର୍ଥ ଦାଶ - ରାୟଗଡ ଜିଲ୍ଲା ଗୁଣପୁର ଠାରେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର G.I.S.T ଓ G.I.C.M.S ଆନୁକୁଲ୍ୟ ରେ ୨୦୧୯ - ୨୦ ବର୍ଷ ର ଫାର୍ମାସି , ଏମ.ବି.ଏ ଏବଂ ଏମ.ସି.ଏ ର ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି…
ଅଭିଯୋଗ ପରେ ବଦଳିଲା ସ୍କୁଲ ନାମ
ରେଢାଖୋଲ ପ୍ରନିତିଧି ଯଶୋବନ୍ତ ନାରାୟଣ ସାହୁ
ପ୍ରାଥମିକ ଶିକ୍ଷାର ବିକାଶ ଲାଗି ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ସଦର ମହୁକୁମା ସ୍ଥିତ ହରିଜନପଡା ପ୍ରାଇମେରୀ ସ୍କୁଲ ନୂତନ ଭାବରେ ନାମିତ ହୋଇଅଛି I ଫଳରେ ଅଭିଭାବକ ,ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀ ଙ୍କ ମଧ୍ୟରେ ଖୁସିର ଲହର ଖେଳି…
ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କାର୍ଯ୍ୟକ୍ରମରେ ସହଯୋଗ ଜାରି ରଖିବା ୟୁନିସେଫ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀଙ୍କ
ଭୁବନେଶ୍ୱର ,(ଶାସକ ପ୍ରଶାସକ): ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲ୍ସେନ୍ ଆଜି ସଚିବାଳୟ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ କରି ଆଲୋଚନା…
୬ରେ ହନି-ସିଂହଙ୍କ ଓଡିଶା ଲେଉଟାଣି, ଏସସିବିରେ ହେବେ ଚିକିତ୍ସିତ
ଭୁବନେଶ୍ୱର(ଶାସକ ପ୍ରଶାସକ) ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆ ଦିଲ୍ଲୀ ଏମ୍ସରୁ ୬ ତାରିଖରେ ଆସିବେ ଏବଂ ୭ ତାରିଖରେ ସିଧା କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ପହଂଚିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ…
“ ମାନବ ସମାଜର କଲ୍ୟାଣ ବିଜ୍ଞାନର ଅବଦାନ ଅତୁଳନୀୟ ”
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ବଲାଙ୍ଗିର (ନିରୋଜ ମିଶ୍ର) - ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ସତ୍ୟ ପ୍ରସାଦ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଦୁଇ ଦିନିଆ ଋଷ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଋଷ ସହ ଉର୍ଜା କ୍ଷେତ୍ରରେ ସହଯୋଗର କରିବେ ସମୀକ୍ଷା
ତୈଳ ଓ ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା
ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ…
ବାଃ ସାରା ଜୀ ବାଃ, ଏମିତି କିଣି ଚାଲୁଥାଆନ୍ତୁ ମନ
ଦାୟିତ୍ୱ, ଉତ୍ତରଦାୟିତ୍ୱ ଆଉ ମଣିଷ ପଣିଆର ପ୍ରତୀକ ଏସପି ସାରା
ଗଜପତି ପୋଲିସ ପ୍ରଶାସନର ମହତ କାର୍ଯ୍ୟକ୍ରମ "ଅକ୍ଷୟ-ଦାନ ପାତ୍ର" ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦାୟିତ୍ୱ ପାଳନରେ ଅବହେଳା ନାହିଁ, ଉତ୍ତରଦାୟିତ୍ୱ କଣ ଭଲଭାବେ ବୁଝିଛନ୍ତି | ଆଉ ପୋଲିସ ଭଳି କଠୋର…
449 ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ଓ 149 ଜଣଙ୍କୁ ଭତ୍ତା
ବରଗଡ/ପାଇକମାଲ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା , ପଲସଦା , ଭେଙ୍ଗରାଜପୁର , ଓ କେର୍ମେଲାବାହାଲ ପଂଚାୟତ ର 449 ଜଣ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାର୍ଯାଦେଶ ପ୍ରଦାନ କରିବା ସହିତ ଏହି ତିନି ପଂଚାୟତ ର 149 ଜଣ…