ବିଭାଗ ଓ ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ

ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲିସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ତା ୦୬.୦୯.୧୯ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବିଶ୍ୱାଳ (ପ୍ରାନ୍ତ ନିରୀକ୍ଷକ…

ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ନୂଆଁଖାଇ ଭେଟଘାଟ 

ବରଗଡ଼ :-ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର କେରମେଲାବାହାଲ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟ ର ଆୟୋଜନ କରାଯାଇଛି । ପଦ୍ମପୁର ବିଜୁ ଜନତା ଦଳ ତରଫରୁ ଓ ପଦ୍ମପୁର  ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ପ୍ରତକ୍ଷ ତତ୍ୱବାଧାନ…

ଫୁଡ୍ ସିକ୍ୟୁର୍ ନା ଅନ୍ ସିକ୍ୟୂର୍

ବଲାଙ୍ଗୀର/ ନିରୋଜ ମିଶ୍ର : ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ  ୧୨ସେପ୍ଟେମ୍ବର୨୦୧୩ ରିଖ ରେ ଲାଗୁହେଲା ।ଏହି ଅ।କ୍ଟ ବଳରେ ମିଡ୍ ଡେ ମିଲ, ପି ଡି ଏସ୍, integrated child development services ମାଧ୍ୟମ ରେ ଯୋଗାଇ ଦେବା ତଥା ରାଇଟ ଟୁ ଫୁଡ୍ ଅ।କ୍ଟ୍ ରେ ହିତାଧିକାରୀ ମାନଙ୍କୁ ଖାଦ୍ୟ…

ମରଣଯନ୍ତl ଅବସ୍ଥାରେ ଝୁଲେନ ପୋଲ

କୁଚିଣ୍ଡା(ଅଜୟ କୁମାର ବାଘ) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ୫୯ନଂ ଜାତୀୟ ରାଜପଥ ଦେଇ ରହିଥିବା ଝୁଲେନ ପୋଲ ମରଣଯନ୍ତl ପାଲଟିଛି l ଶହଶହ ଲୋକ ନିର୍ଭର କରୁଥିବା ଝୁଲେନ ପୋଲ ରାଜରାସ୍ତା କେତେ ବେଳେ କାହାର ଜୀବନ ନେଇପାରେ ତାହା କହିବା ମୁସ୍କିଲ୍ l କୁଚିଣ୍ଡା କୁ ପ୍ରବେଶ କରିବା ପାଇଁ…

ସଙ୍ଗୀତ ବିଦ୍ୟାଳୟରେ  ଗୁରୁ ପୂଜନ ଉତ୍ସଵ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ  ଭକ୍ତି ସଙ୍ଗୀତ ସଂସଦ ର ସଙ୍ଗୀତ ବିଦ୍ୟାଳୟ  ପରିସରରେ ଗୁରୁ-ପୂର୍ଣ୍ଣିମା ତଥା ଗୁରୁ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି  ଗୁରୁ-ପୂଜନ ଉତ୍ସବ କାର୍ଯ୍ୟକ୍ରମ ।      ସଂସଦର ସଙ୍ଗଠନ ସମ୍ପାଦକ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ଆୟୋଜିତ…

ଟୁସର ଉଚ୍ଚ ବିଦ୍ୟାଳୟରେ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ.

ଆଠମଲ୍ଲିକ/ ସନ୍ତୋଷ ମେହେର: ଆଠମଲ୍ଲିକ ବ୍ଲକର ମାଧପୁର ଜୋନ୍ ଟୁସର ଉଚ୍ଚ ବିଦ୍ୟାଳୟଠାରେ  ଅନୁଷ୍ଠିତ ହୋଇଯାଇଛି ବାର୍ଷିକ କ୍ରୀଡାପ୍ରତିଯୋଗିତା. ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଆଠମଲ୍ଲିକ ହେଡ଼ଜୋନ୍ ର ସଭାପତି ତଥା ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ନାୟକ ଉପସ୍ଥିତ ରହି…

ଗ୍ରାମ୍ୟ ସ୍ବାସ୍ଥ୍ୟ ପୁଷ୍ଟିକର ଦିବସରେ ଏଚଆଇଭି ଓ ସିଫିଲିସ୍ ପରୀକ୍ଷାର ଶୁଭାରମ୍ଭ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର-ଭିଏଚଏନଡିରେ ଏଣିକି ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ  ଏଚଆଇଭି ଓ ସିଫିଲିସ୍ ପରୀକ୍ଷା କରିପାରିବେ ସେହି ଏଚଆଇଭି ଓ ସିଫିଲିସ୍ ପରୀକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ହୋଇ ଯାଇଛି।      …

ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନଙ୍କ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

     ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ଡିଆରଡିଏର ଜିଲ୍ଲା ପ୍ରକଳ୍ପ ସମ୍ବଳ କେନ୍ଦ୍ର ସମ୍ମେଳନ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରାଣୀ-ସମ୍ପଦ ବିକାଶ ବିଭାଗ ଓ  ଗଜପତି ଜିଲ୍ଲା ମିଶନ ଶକ୍ତି ର ମିଳିତ…

 ଚକ୍ଷୁ ଦାନ ମହାପୂଣ୍ୟ : ଆସନ୍ତୁ ମୃତ୍ୟୁ ପରେ ବି ବଂଚି ରହିବା

 ୩୪ ତମ ଜାତୀୟ ଚକ୍ଷୁଦାନ  ପକ୍ଷ ପାଳନ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର  ଜିଲ୍ଲା ଅନ୍ଧତ୍ବ ନିରାକରଣ ସମିତି ପକ୍ଷରୁ  ଅଗଷ୍ଟ ୨୫ ତାରିଖରୁ …

ଗାନ୍ଧୀ-୧୫୦ର ସମିତି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ଉତ୍କଳ ହିତୈଷିଣୀସମାଜ ସଭା ଗୃହ ଠାରେ  ଗାନ୍ଧୀ-୧୫୦ ର ସମିତି ଗଠନ ପାଈଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାନ୍ଧୀ ପିସ୍ ଫାଉଣ୍ଡେସନର ୯୫ ବର୍ଷ ବୟସ୍କ ସର୍ବୋଦୟ କର୍ମୀ ନିଶାକର ଦାସ ,…