ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କୁ ଶ୍ରଦ୍ଧାଞ୍ଜଳି

 ଗୁଣୁପୁର/  ସିଦ୍ଧାର୍ଥ ଦାସ: ଗୁଣପୁର ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ଗୁଣପୁର ପୁରଣା ବସ ଷ୍ଟାଣ୍ଡ ଠାରେ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କ ତୃତୀୟ  ବର୍ଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅନୁଷ୍ଠିତ ହୋଇଯାଇଛି ।  ଆଜି ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସମାରୋହ ରେ ଇପିଲି ମାଣୀକାଣ୍ଠା…

ମଦଭାଟି ପହେଲମାନକୁ ହତ୍ୟା କଲା ଦୁର୍ବୃତ୍ତ 

 ବରଗଡ : ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ବିରିପାଲିରେ ଦେଶୀ ମଦଭାଟିର ପେହେଲମାନ କର୍ମଚାରୀ (ସୁରକ୍ଷା ପାଇଁ ଥିବା କର୍ମଚାରେ ) କୁ  ଧାରୁଆ ଅସ୍ତ୍ର ଭୂସୀ ହତ୍ୟା କଲା ଦୃବୃତ୍ତ । ମୃତକ ଜଣକ ହେଲେ ଝାରଖଣ୍ଡ ଲହରଡେଗା ଗ୍ରାମର ପ୍ରମୋଦ ପ୍ରସାଦ ସାହୁ (୩୫) । ଛାତିରେ ତିନି ଚାରି ଥର ଛୁରୀରେ…

ବବିଙ୍କ ତାଗିଦ ବାଣୀ :  ନୋ ଗ୍ରୁପିଜିମ ପ୍ଲିଜ 

"ଜିନ୍ଦାବାଦ ପକାଇ ଆଖପାଖରେ ଘୁରିଲେ ପାଖ ଲୋକ ହେବା ଅସମ୍ଭବ ଦଳରେ କର୍ମୀ ବଡ, ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯିବ   ଶକ୍ତି ଆପଣଙ୍କର, ସାଧନ ମୋର"  ଦଳରେ ଗୋଷ୍ଠୀ ବିବାଦକୁ ଉସୁକାଉଥିବା ନେତାଙ୍କ ସ୍ଥାନ ନାହିଁ- ଡ଼ ଅରୁଣ  ଦଳ ନିମନ୍ତେ ସମର୍ପିତ ସଂଘର୍ଷ ଜୁଇ ଜଳିବା ପର୍ଯ୍ୟନ୍ତ ଚାଲୁ…

ପୀଠପୂଜା ଉତ୍ସବ ଅବସରରେ ବୃକ୍ଷରୋପଣ କଲେ ଗ୍ରାମବାସୀ

 ଆଠମଲ୍ଲିକ/ ସନ୍ତୋଷ ମେହେର: ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ଆଜି ଗ୍ରାମବାସୀଙ୍କ ଦ୍ୱାରା ପୀଠ ପୂଜା କାର୍ଯ୍ୟକ୍ରମ ମାଁ ପିତାବଳି ପୀଠରେ ଅନୁଷ୍ଠିତ ହୋଇଯାଇଛି | ପାରମ୍ପରିକ ନିତିକାନ୍ତି ଅନୁସାରେ ପ୍ରଥମେ ବାବା ସିଦ୍ଧେସ୍ୱର ଶୈବ ପୀଠରେ ପୂଜା କରାଯାଇଥିଲା ଏବଂ…

ହାତୀ ଆକ୍ରମଣ: ମଇଁଷି ଗୁରୁତର ,ଚିନ୍ତାରେ ଚାଷୀ 

(ଆଠମଲ୍ଲିକ/ସନ୍ତୋଷ ମେହେର) : ଧାନ ଅମଳ ନହେଉଣୁ ଧାନ ସୁରକ୍ଷାର ଚିନ୍ତାରେ ଚାଷୀ | ଦିନକୁ ଦିନ ହାତୀର ଉତ୍ପାତ ବଢ଼ିବାକୁ ଚାଲିଛି | ବିଗତ ବର୍ଷରେ ଚାଷର ପ୍ରାରମ୍ଭରୁ ଚାଷୀ ମାନଙ୍କ ଚିନ୍ତା ବଢିବାରେ ଲାଗିଛି | କାରଣ, ସ୍ୱଳ୍ପ ଜଳବୃଷ୍ଟି ତଥା ବିଳମ୍ବରେ ବର୍ଷାର ହେବାରୁ  ଏହି ବର୍ଷ ଅନେକ…

ନୂତନ ପର୍ଯବେକ୍ଷକଙ୍କୁ ସ୍ୱାଗତ ଓ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ।

ନୂଆପଡା/ ଅମିତ ପୁରୋହିତ  :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ ଯେତେ ତତ୍ପର ଦଳକୁ ଆହୁରି  ମଜବୁତ କରିବା ପାଇଁ ମଧ୍ୟ ସେତେ ତତ୍ପର । ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନା କିଭଳି ଭାବରେ ଶେଷ ବ୍ୟକ୍ତି ପର୍ଯନ୍ତ ପହଂଛି ପାରିବ ଏଥିପାଇଁ ବର୍ତମାନ ଦଳୀୟ କର୍ମୀ…

ଦଇବ ସାଜିଲା ବୈରୀ, ପ୍ରଶାସନ ବି ଗୁହାରି ଶୁଣୁନି 

ବିଧବା ମହିଳାଙ୍କୁ ମିଳୁ ନାହିଁ ଇନ୍ଦିରା ଆବାସ, ଏଠି ପ୍ରଶାସନର ଆଖି କାନ ଅଛି ତ ! ଘୁ. ଉଦୟଗିରି/ ଗଗନ ପ୍ରଧାନ  : ଦଇବ ତା ବୈରୀ ସାଜିଲା, ହାତ ଧରିଥିବା ଲୋକଟା ଅଧାବାଟରେ ହାତ ଛାଡି ଦେଇ ଗଲା | ହେଲେ ଏବେ ଏ ଦୁଃଖ ଓ ଦୈନ୍ୟତା ଭିତରେ ପ୍ରଶାସନ ବି ହାତ ଛାଡି ଦେଇଛି |…

ନୟାଗଡ ପୋଲିସର ଟ୍ରାଫିକ ନିୟମ ସଚେତନତା ଅଭିଯାନ 

ନୟାଗଡ(ବିଶ୍ୱଜିତ ନାୟକ)- ନୟାଗଡ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ।ସାରା ଭାରତ ବର୍ଷରେ ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରାଯାଉଥିବାବେଳେ ନୟାଗଡ ପୋଲିସ ନୟାଗଡ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ  ହାତକୁ ନେଇଛି । ନୟାଗଡ ର ବିଭିନ୍ନ ଛକଗୁଡିକରେ…

ଟାପୁରେ ପଶି ଛନ୍ତି 11ଗୋରୁ ଚରାଲି 

   ସିନାପାଲି ରୁ ନିରାକାର ମେହେର : ଲଗାଣ ବର୍ଷା ଯୋଗୁ ଫୁଲି ଉଠିଛି ଉଦନ୍ତି ନଦୀ !ତଳି ଅଞ୍ଚଳ ରେ ନଦୀ କୁଳ ଲଙ୍ଘିବା ଯୋଗୁ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି !ଅନେକ ସ୍ଥାନ ରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି !ଆଜି ଉପର ମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁ…

ପ୍ରବାସରେ ନୁଆଁଖାଇର ମହକ : ନୂଆଁଖାଇ ଜୁହାର  2019

ଓମାନ(ସ୍ୱତନ୍ତ୍ର ପ୍ରତିନିଧି) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ  ସେପ୍ଟେମ୍ବର ମାସ 6 ତାରିଖରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇଛି ଓମାନର ସୋହାର୍ ସହରରେ। ମା ସମଲେଶ୍ବରୀ ଦେବୀ, ପ୍ରଭୁ ଜଗନ୍ନାଥଙ୍କ ଆରାଧନା, ନବାନ୍ନ ପ୍ରାସାଦ ସେବନ  ସହ କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଥିଲା…