ମହକିଲେ କୁସୁମ, ଝାଉଁଳିଲେ ଯୋଗେଶ

ସୁନ୍ଦରଗଡ ବିଧାନସଭା ଆସନରେ ବଜାୟ ରହିଲା ପରମ୍ପରା  ତଳସରାରେ ବିଜେପିର ପ୍ରଥମ ବିଜୟ ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  : ସୁନ୍ଦରଗଡରେ ମହକିଛନ୍ତି କୁସୁମ | ଫୁଟିଛି ଫୁଲ | ଝାଉଁଳି ଯାଇଛନ୍ତି ଯୋଗେଶ | ସୁନ୍ଦରଗଡ଼ ବିଧାନସଭାରେ ବାଜି ମାରିଲେ କୁସୁମ ଟେଟେ। ବିଜେପି ପ୍ରାର୍ଥୀ ଭାବେ ସେ …

ରେଢ଼ାଖୋଲରେ ପୁଣି ଚମକାଇଲେ ରୋହିତ ପୂଜାରୀ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଜେଡି ବିଧାୟକ ଇଂ ରୋହିତ ପୂଜାରୀ ପୁଣି ଥରେ ବିଜୟୀ ହୋଇଛନ୍ତି I ନିର୍ବାଚନ ମଣ୍ଡଳୀରେ ୩୬ ପର୍ଯ୍ୟାୟ ଭୋଟ ଗଣତି ହୋଇଥିଲା I ବିଜେଡି ରୋହିତ ପୂଜାରୀ ୫୭ହଜାର ୧୧୧ ଭୋଟ ପାଇ…

ରବି ଧରାଶାୟୀ,  କିଶୋର ବିଜୟୀ

କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ଆସନରେ ରେ ଶଙ୍ଖ ବାଜିଛି l ବିଜେଡ଼ି ପ୍ରାଥୀ କିଶୋର ଚନ୍ଦ୍ର ନାୟକ ୭୨,୪୪୦ ବିଜୟ ଲାଭ କରିଛନ୍ତି l ସେ ବିଜେପି ପ୍ରାଥୀ ତଥା ଟାଣୁଆ ନେତା ରବିନାରାୟଣ ନାୟକଙ୍କୁ ୩୯୦୦ ଖଣ୍ଡ ଭୋଟରେ ହରାଇଛନ୍ତି l ରବି ଙ୍କୁ ୬୮,୫୪୦ ଖଣ୍ଡ…

ରେକର୍ଡ ଭାଙ୍ଗିଲେ ମନ୍ତ୍ରୀ  ସୁଶାନ୍ତ   

 ବରଗଡ : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଇ ଜାତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସେହିପରି ଭଟଲି ନିର୍ବାଚନମଣ୍ଡଳୀ ଇତିହାସରେ ବି ରେକର୍ଡ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ | ଭଟଲି ବିଧାନସଭା ନିର୍ବାଚନ…

ଏଇ ଐତିହାସିକ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର : ବିଜୟ 

ଭୁବନେଶ୍ୱର; ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ବିଜୟକୁ ଅନନ୍ୟ ଓ ଐତିହାସିକ ବୋଲି ଅଭିହିତ କରି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏହି ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ…

ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳର ବାଜିମାତ

 ବରଗଡ :- ସାଧରଣ ନିର୍ବାଚନ ର ଭୋଟ ଗଣତି ର ଫଳାଫଳ ଅନୁଶାରେ ଜିଲ୍ଲାର ସମସ୍ତ 5 ଗୋଟି ଆସନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିପୁଳ ସଂଖ୍ୟାରେ ଭୋଟ ପାଇଁ ବିଜୟ ଲାଭ କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଶ୍ରୀ ବିଜୟ ରଂଜନ ସିଂହ ବରିହା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର…

କେନ୍ଦୁଝର ଚମ୍ପୁଆ ଆସନରେ ଜିତିଲେ ବିଜେଡିର ମିନାକ୍ଷୀ 

 ଚମ୍ପୁଆ : କେନ୍ଦୁଝର ଚମ୍ପୁଆ ଆସନରେ ଜିତିଲେ ବିଜେଡିର ମିନାକ୍ଷୀ  ମହାନ୍ତ | ବିଜେଡି ପ୍ରାର୍ଥୀନୀ ମିନାକ୍ଷୀ ନିକଟତମ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ଠାରୁ 25504ଭୋଟରେ ବିଜୟୀ ହୋଇଛନ୍ତି  ।  ସନାତନ ମହାକୁଡ଼ଙ୍କ ସମର୍ଥିତ ବିଜେଡିର ମିନାକ୍ଷୀ ମହାନ୍ତ 87838,ବିଜେପିର ମୁରଲୀ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

ନୂଆଦିଲ୍ଲୀ :  ଲଗାତାର ପଞ୍ଚମ ଥର ସରକାର ଗଢିବାକୁ ଯାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆଗାମୀ ଶାସନକାଳ ପାଇଁ ନବୀନ ପଟ୍ଟନାୟକଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ | 

ଆଖି ବୁଜିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା

 ଆସିକା : ଗତକାଲି ଦୁର୍ବୃତଙ୍କ ଗୁଳିରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ଥିବା ମନୋଜ ଜେନାଙ୍କ ମୃତ୍ୟୁ ଯୋଇଥିବା ଖବର ହସ୍ତଗତ ହୋଇଛି | ସୂଚନାଯୋଗ୍ୟ ଯେ, ଆସିକା  ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ ମନୋଜଙ୍କୁ ଗତକାଲି  ବ୍ରହ୍ମପୁର ଏନଏଚରେ ଲାଂଜିପାଲ୍ଲୀ ଠାରେ ୪…

  ନିଆଁ ଲାଗିଗଲା ଗଣତି କେନ୍ଦ୍ରରେ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  : ଭୋଟ ଗଣତି ଚାଲୁଥିବା ବେଳେ ଭୋଟ ଗଣତି କେନ୍ଦ୍ରରେ ଲାଗିଗଲା ନିଆଁ | ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମଦ୍ରିକାଲୋ ଭବନ ଠାରେ ହେଉଥିବା ଭୋଟ ଗଣତି କେନ୍ଦ୍ରରେ ଘଟିଛି ଏହି ଅଘଟଣ | ଦମକଳ ଗାଡି ନିଆଁ ଲିଭାଇବା ପାଇଁ ପହଁଚିଥିବା ବେଳେ…