Sign in
Sign in
Recover your password.
A password will be e-mailed to you.
ସଚେତନତା ପରେ ଟ୍ରାଫିକ ନିୟମ ବ୍ୟବସ୍ଥାକୁ କଡାକଡି କଲା ନୂଆପଡା ପୋଲିସ
ନୂଆପଡା(ଅମିତ ପୁରୋହିତ); ଗତ ୬ ତାରିଖ ଦିନ ସ୍ଥାନୀୟ ଏକତା ଛକ ଠାରେ ନୂଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଙ୍କ ତତ୍ୱାବଧାନରେ ନୂଆପଡା ପୋଲିସ ସଂଶୋଧିତ ମୋଟର ଯାନ ଆଇନ ସମ୍ବନ୍ଧରେ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ । ଏଥିପାଇଁ ପୋଲିସ ପକ୍ଷରୁ ପ୍ରତ୍ୟେକ ପ୍ରକାର ର ଗାଡି…
୧୯୭୫-୭୬ ବ୍ୟାଚ୍ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ସମାବେଶ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମ ଠାରେ ରବିବାର ଦିନ ରାଜସୁନାଖେଳା ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ୧୯୭୫-୭୬ ବ୍ୟାଚ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଜକିଶୋର ବ୍ରହ୍ମାଙ୍କ ସଭାପତିତ୍ୱରେ…
ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଭିନବ ପ୍ରୟାସ : ସପ୍ତମ ସପ୍ତାହରେ ସୁକବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତି…
ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆରମ୍ଭ ଯୋଇଥିବା ଅଭିନବ ଅଭିଯାନ ପହଞ୍ଚିଥିଲା ସପ୍ତମ ସପ୍ତାହରେ । ଏ ମାଟିର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମଳ କରିବା ସହ ତତ୍ସଂଲଗ୍ନ ପରିପାର୍ଶ୍ଵ ସଫେଇ କରିବା ପରିକଳ୍ପନା ନେଇ ଆରମ୍ଭ ହୋଇଥିବା ନିଆରା କାର୍ଯ୍ୟକ୍ରମରେ…
ଓଡଗାଁ କଲେଜରେ ବିଶ୍ୱ ସାକ୍ଷରତା ଦିବସ ପାଳିତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହା ବିଦ୍ୟାଳ ଓଡଗାଁ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ପ୍ରସଙ୍ଗ ସାକ୍ଷରତା ଓ ବହୁଭାଷା ଶିର୍ଷକ…
କୁକୁରିଆ ପ୍ରକୃତି ପାଇଁ କିଳା ନେଲେ ଜବାହରଲାଲ, ବିଦ୍ୟୁତ ଖୁଣ୍ଟ ଷ୍ଟେ ତାରରେ ବାନ୍ଧି…..
ଭିଆଇପି ଏରିଆ ବି ନିରାପଦ ନୁହଁ, ବାକି ଏରିଆ କଥା କହିବା କଣ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ନାବାଳିକାମାନଙ୍କ ପ୍ରତି ବିପଦ ମାଡ଼ି ଆସିଛି । ବିଭିନ୍ନ ସମୟରେ ନାବାଳିକା ସହ ଦୁଷ୍କର୍ମ ଅଥବା ଦୁଷ୍କର୍ମ ଉଦ୍ୟମ ଶୀର୍ଷକ ସ୍ପର୍ଶକାତର ଖବର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ…
ନାବାଳକ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ , କ୍ଷତି ପୂରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ମୃତକଙ୍କ ପରିବାରକୁ ଠିକା କମ୍ପାନୀର ଲକ୍ଷେ ଟଙ୍କାର ସହାୟତ
ନୂଆପଡ଼ା(ଅମିତ ପୁରୋହିତ) : ସଦର ଥାନା ପଗାରପାଣି ଗାଁର ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତକ ନାବାଳକ ଶ୍ରମିକ ଜଣ ଭଗତରାମ ମାଝି(୧୪) । ମଧ୍ୟାହ୍ନରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ଜିଲ୍ଲା…
ବାଟ ହୁଡ଼ିଥାଆନ୍ତେ କାଳେ,କୋଳେଇ ନେଲା ପ୍ରଶାସନ : ବେସାହାରା ଦୁଇ ଭାଇ ପାଇଲେ ସାହାରା
ଦୁଇ ନାବାଳକ ଭାଇକୁ ଥଇଥାନ କଲେ ଶିଶୁ ସୁରକ୍ଷା ବିଭାଗ
ନୂଆପଡ଼ା,(ଅମିତ ପୁରୋହିତ): ବାପା ଫସଲହାନି ପାଇଁ ଆତ୍ମହତ୍ୟା କରିଥିଲେ | ମା ଝାଡା ବାନ୍ତିରେ ଚାଲିଗଲେ `| ପୁଣି ମାଙ୍କ ଦଶାହ ଝାଡ଼ାବାନ୍ତି ନେଇଗଲା |ଯାହାବି ହେଉ ଦ୍ଵିତୀୟ ଭାଇର ଦେଖାରେଖାରେ ଦୁଃଖେ କଷ୍ଟେ ବିଟି ଯାଉଥିଲା ଜୀବନ |…
କାଥଲିକ ଚର୍ଚ୍ଚ ରେ ମଦର ମେରୀଙ୍କ ଜନ୍ମ ଦିବସ ପର୍ବ ପାଳନ
ରାଇକିଆ/ ଗଗନ ପ୍ରଧାନ :ସ୍ଥାନୀୟ କାଥୋଲିକ ଦେବାଳୟରେ ରବିବାର ମଦର ମେରୀଙ୍କ ଜନ୍ମ ଦିବସ ମହାଆନନ୍ଦରେ ପାଳିତ ହୋଇଯାଇଛି ।ଏନେଇ ଏକ ଦିବ୍ଯଯଞ ଅନୁଷ୍ଠିତ ହୋଇଯାଇଛି ।ଏହି ଦିବ୍ଯଯଞରେ ରାଇକିଆ ପ୍ୟାରିସର ମୂଖ୍ଯ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ, ସହ ଯାଜକ ରଶ୍ମି କାନ୍ତ ନାୟକ, ଯାଜକ ଭଞ୍ଜ…
ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଏଏସ୍ଆଇ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଏଏସ୍ଆଇ ରାଜକପୁର ବେହେରା ରବିବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ମୁତାବକ ତୁଡ଼ୁକେଲା ଗ୍ରାମର ତ୍ରିନାଥ ନାଏକଙ୍କ ଏକ କେସକୁ ଶ୍ରୀ ବେହେରା ନିଜ ହାତକୁ ନେଇଥିବା ବେଳେ ତ୍ରିନାଥଙ୍କ…
ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଗୁଣୁପୁର/ ସିଦ୍ଧାର୍ଥ ଦାସ : ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଦାୟିତ୍ଵ ରେ ଥିବା ପି.ଇ.ଓ ପତିତ ବିଷୋୟୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା…