Sign in
Sign in
Recover your password.
A password will be e-mailed to you.
ଆଜି ଶେଷ ଖୁଦୁରୁକୁଣୀ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଯୁଗେ ଯୁଗେ ନାରୀର ମହାନତା ଅତୁଳନୀୟ । ସର୍ବଦା ସେ ଅନ୍ୟର ମଙ୍ଗଳ ପାଇଁ ନିଜକୁ ସମର୍ପି ଦେଇଥାଏ କହିଲେ ଅତିକ୍ତୁ ହେବନାହିଁ । ବହୁ ପୁରାକାଳର କଥା ବସ୍ତୁ ଖୁଦୁରୁକୁଣୀ ଓଷାରେ ସେହି ନାରୀର ମହାନତାହିଁ ଭରିରହିଛି । ପରମ୍ପରା ଆଧାରରେ ଭାଇ ତଥା ପରିବାରର ମଙ୍ଗଳ…
ଲାୟନ୍ସ କ୍ଳବ ତରଫରୁ ଗୁରୁଦିବସ
ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ହେଲୋ କିଡସ ପରିସରରେ ଲାୟନଓ କ୍ଳବ ପଦ୍ମପୁର ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି । ଲାୟନ୍ସ କ୍ଳବର ସଭାପତି ବିଭୁଦତ୍ତ ପଣ୍ଡାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସମ୍ବଦ୍ଧ୍ୱର୍ନା ସଭାରେ କ୍ଳବର ଭାଇସ ଗଭର୍ଣ୍ଣର ବେଣୁମାଧବ ଦୋରା ମୁଖ୍ୟ…
ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଗୁରୁ ଦିବସ
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅଧିନସ୍ତ ଘେଁସ ସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ଇଂଲିସ ମିଡିୟମ ସ୍କୁଲରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସର୍ବ ପ୍ରଥମେ ପଦ୍ମିନୀ ଦେବୀ ଡଃ. ସର୍ବପଲ୍ଳୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ…
ମେଡିଆ-ପବ୍ଲିକ ରିଲେସନ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମେଡିଆ -ପବ୍ଲିକ ରିଲେସନ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ସାମ୍ବାଦିକ ତଥା ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ଏ ସମ୍ପର୍କିତ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବିନ…
ଆରମ୍ଭ ହେଲା ସ୍କୁଲ ଡ୍ରେସ କିଣାବିକା !!
ବଲାଙ୍ଗୀର/ ନିରୋଜ ମିଶ୍ର:- ୨୦୧୯/୨୦ ଶିକ୍ଷା ବର୍ଷ ରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ସରକାର ବଲାଙ୍ଗୀର ଜିଲ୍ଲା କୁ କୋଟି କୋଟି ଟଙ୍କା ପ୍ରେରଣ କରିଥାନ୍ତି । କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନ ମାନ ର କନା ରେ ପ୍ରସ୍ତୁତ ପୋଷାକ ଓ ଜୋତା ଦେଇ ସମଗ୍ର…
କେଶ ନମ୍ୱର୍ କହିବାକୁ ପୋଲିସ ଥ ଥ ମ ମ
ବଲାଙ୍ଗୀର/ ନିରୋଜ ମିଶ୍ର:- ରାଧାରାଣୀ ପଡା ବାସିନ୍ଦା ଅଶୋକ ସେଠ୍ (୫୫ବର୍ଷ) ଜାମଗାଁ ସ୍ଥିତ ତାଙ୍କ ମିତ ବାପା ଘରକୁ ଯାଇଥିଲେ ।ହଠାତ୍ ଗତ ତା:୫.୯.୨୦୧୯ ରିଖ ରାତିରେ ତାଙ୍କ ମିତ ବାପା ଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଗଲା ।ଅଶୋକ ବେକରେ ଲୁଙ୍ଗି ଦେଇ ଆତ୍ମହତ୍ୟା କରିଛି ଚର୍ଚ୍ଚା ହେଲା ।…
ଅଜ୍ଞତା ନା ଉଦ୍ଦେଶ୍ୟ ପ୍ରଣୋଦିତ
ବାରିପଦା : କିଛି ଗୁରୁ ଚଣ୍ଡାଳ ଦୋଷ ନୁହେଁ, ଅପରାଧ ବି ନୁହେଁ , କିନ୍ତୁ ସାମ୍ବିଧାନିକ ପଦବୀ ପ୍ରତି ଅମର୍ଯ୍ୟାଦା କରିଛନ୍ତି ପିଆରଏମ ମେଡିକାଲ କଲେଜରେ ଚକ୍ଷୁ ବିଭାଗ | ପ୍ରଟୋକଲ ବା ଅର୍ଡର ଅଫ ପ୍ରିସିଡିଏନ୍ସକୁ ଟିକେ ମାନିଥିଲେ କିଛି ଯୁଗ ଓଲଟି ପଡି ନଥାନ୍ତା | କଥାରେ ଅଛି ସମ୍ମାନ ଦେଲେ…
ତଥାକଥିତ ସଂସ୍କୃତି ପ୍ରେମୀଙ୍କ ମୁହଁରେ ଶକତ ଚଟକଣା, ରାଜ୍ୟ ସରକାରଙ୍କୁ ବାହାବା
ଶ୍ରୀମନ୍ଦିର ଚତୁର୍ପାଶ୍ୱ ଉଛେଦ ସମ୍ପର୍କିତ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପୁରୀର ବିକାଶ ଘଟାଇବ : ଅମିକାସ କ୍ୟୁରି
ପୁରୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ଏହି ପ୍ରୟାସ ପ୍ରଶଂସନୀୟ
ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଠିକ୍ଠାକ୍ ଚାଲିଛି, କାହାକୁ କରାଯାଇନି ଜବରଦସ୍ତି
ଆପୋସ ବୁଝାମଣା…
ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ
ପଦ୍ମପୁର/ଶାସକପ୍ରଶାସକ-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପରେ ନୁଆଁଖାଇ ଭେଟଘାଟ ବା ଜୁହାର ଭେଟର ଏକ ନିଆରା ପରମ୍ପରା ରହିଛି । ସେହିକ୍ରମରେ ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ପକ୍ଷରୁ ପଦ୍ମପୁର ଉପଖଣ୍ଡର ପଲସଦା ଗାଁ ଠାରେ ,ଆଞ୍ଚଳିକ କୃଷକ ସଂଗଠନ ପଲସଦା ଆନୁକୂଲ୍ୟରେ ଅନୁଷ୍ଠିତ…
ବଜ୍ର ନେଲା ଜଣକ ଜୀବନ
ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ଜମଳା ଗ୍ରାମରେ ଜଏବଲ ଶିଖା ନାମଙ୍କ ୫୫ ବର୍ଷୀୟ ବ୍ୟକ୍ତି ଙ୍କ ବଜ୍ରପାତରେ ମୃତ୍ୟୁ । କାଲି ଅପରାହ୍ନ ସମୟରେ ବିଲରେ ଗାଇ ଚରାଇବାକୁ ଯାଇଥିଲେ ହେଲେ ସେ ଫେରିନଥିଲେ । ତେଣୁ ପରିବାର ଲୋକେ ତାଙ୍କୁ ଖୋଜିବାରେ ଲାଗିଥିଲେ ଏବଂ ରାତି ପ୍ରାୟ 10 ଟା…