ବ୍ଲକସ୍ତରୀୟ ବିଜ୍ଞାନ ମେଳା

0 2

ପାଇକମାଲ :- ଆଜି ପାଇକମାଲ ବ୍ଲକର ସାପଲହର ଗ୍ରାମର ଗାୟତ୍ରୀ ହାଇସ୍କୁଲ ଠାରେ ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ର ଆୟୋଜନ ହେଉଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଏହି ମେଳକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଉତ୍ତମ ପାଠ ପଢା ସହିତ ଖେଳ ଓ ଏହିଭଳି ଆୟୋଜନ ଅଂଶ ଗ୍ରହଣ କରିବା ଦ୍ୱାରା କୁନି କୁନି ଛାତ୍ରଛାତ୍ରୀଙ୍କର ଭିତରେ ଥିବା ପ୍ରତିଭା ଲୋକଲୋଚନକୁ ଆସି ପାରିବ ବୋଲି  ବିଧାୟକ ଶ୍ରୀ ବରିହା  କହିବା ସହିତ ପିଲା ମାନଙ୍କର ଦ୍ୱାରା ତିଆରି କରଯାଇଥିବା ପ୍ରକଳ୍ପ ଗୁଡିକର ପ୍ରସଂଶା କରି ପିଲାଙ୍କୁ ଉତ୍ସାହିତ କରିଥିଲେ । ଆଜିକାର ଏହି ଆୟୋଜନ ରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ।

 

Leave A Reply

Your email address will not be published.