ଲିଙ୍ଗଗତ ସମ୍ବେଦନ ଶୀଳତା ଗ୍ରାମ-ପଞ୍ଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସାମୁଦାହୀକ ବିକାଶ କେନ୍ଦ୍ର ପକ୍ଷରୁ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା  ଆନୁକୂଲ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତାରେ ସିସିଡି କାର୍ଯ୍ୟାଳୟ ସଭାଗୃହ ଠାରେ…

ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ଶିଳ୍ପ ସହ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ୨୦୩୦ ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ୍ ଉତ୍ପାଦନ  ଲକ୍ଷ୍ୟକୁ ପୂରଣ କରାଯିବ ନୂଆଦିଲ୍ଲୀ/ଭୁବନେଶ୍ୱର - ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପାଂଚଦିନିଆ ତ୍ରିରାଷ୍ଟ୍ରୀୟ…

ପଲିଥିନ ମୁକ୍ତ ସୁସ୍ଥ-ସମାଜ ଗଠନ ପାଇଁ ସଚେତନତା 

    ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) :  ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା  ରାସ୍ତା ଓ କୋଠା ବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା ଜାତୀୟ ରାଜପଥ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମିଳିତରେ ପଲିଥିନ ବର୍ଜନତା ଉପରେ ଏକ…

ମରଣ ବି ଏମିତି ଆସେ !!!!

ଅନନ୍ତପୂଜା ଦେଖିବା ବାକି ରହିଲା...ମାଟି କାନ୍ଥରେ ଚାପି ଦେଲା  ମେଲଛାମୁଣ୍ଡା (ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପେଟୁପାଲି ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗାଁ ଦାଣ୍ଡରେ ଯାଉଥିବା ବେଳେ ଅଚାନକ ଏକ ଘରର ମାଟି କାନ୍ଥ ଭୂଷୁଡି ପଡିବାରୁ ରାସ୍ତାରେ…

ଡେଙ୍ଗୁ ଜ୍ୱର ଆତଙ୍କ : ଜଣେ ରୋଗୀ ଚିହ୍ନଟ 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଗ୍ରାମରେ ଏହି ରୋଗ ପ୍ରତି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି । ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ଜଣେ ଆଶାକର୍ମୀ ଏବଂ ସେ…

କିଏ କଲେ ଲୀଳା, କାହା ପାଇଁ ହେଲା କିଳା !!!!

ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ବେଳେ ରେଡ଼ ହ୍ୟାଣ୍ଡ ଧରି ନାମ ନେଲେ ସ୍ୱାମୀ ପତ୍ନୀଙ୍କ ପ୍ରେମିକକୁ ଆକ୍ରମଣ ଅଭିଯୋଗରେ ମାମଲା ଚିକିତ୍ସିତ ହେଉଛନ୍ତି ଆହତ ମହିଳା ଏବଂ ପ୍ରେମିକ କନ୍ଧମାଳ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧୀନସ୍ଥ ମାଲିକାପରି ଗ୍ରାମ ପଞ୍ଚାୟତର କୋଟାବାଲି ଗ୍ରାମ…

ଦୁର୍ଗାପୂଜାରେ ଜମିବ ରାବଣ ଦରବାର : ଅନୁଷ୍ଠିତ ହେଲା  କଳାକାର ବରଣ

ଗାଇସିଲେଟ/ କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟଠାରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଦୁର୍ଗାପୂଜାରେ ରାବଣ ଦରବାର ପାଇଁ କଳାକାର ବରଣ ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଯାଇଛି। ରାବଣ ଭୂମିକାରେ ରାଜ ମୁକୁଟ ପିନ୍ଧି ରାଜତ୍ଵ କରିବା ପାଇଁ ତାଲପାଲି ଗ୍ରାମର…

ଫନିରେ ଉଜୁଡ଼ିଥିବା ଶକ୍ତି ଭିତ୍ତିଭୂମି ସଜାଡ଼ିବା ପାଇଁ କୋଲ ଇଣ୍ଡିଆ ବଢା଼ଇଲା ସହାୟତାର ହାତ 

 ଭୁବନେଶ୍ବର (Shasak Prashasak ) ବାତ୍ୟା ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଶକ୍ତି ଭିତ୍ତିଭୂମୀର ପୁନର୍ବିନ୍ୟାସ କରିବା ପାଇଁ କୋଲ ଇଣ୍ଡିଆ ବଢ଼ାଇଛି ସହାୟତାର ହାତ | ଏଥି ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)କୁ …

ଖୁବ୍ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି 

ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ନିମନ୍ତେ ବୈଠକ ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛିା ଖୁବ୍ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଥିବା…

ମିଶନ “ହେରିଟେଜ ସିଟି ପୁରୀ” 

ରୂପାୟନ ଦାୟିତ୍ୱରେ ୫ ଅରଖ ନୂଆ ଅଧିକାରୀ  ଭୁବନେଶ୍ୱର: ନବକଳେବର ବେଳେ ସେ ବିଶାଳ କାର୍ଯ୍ୟର ତଦାରଖ କରିବା ପାଇଁ ୪ ଜଣ ଟାଣୁଆ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏବେ ସେହିପରି ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ଦେଖିଥିବା ସ୍ବପ୍ନ ପ୍ରକଳ୍ପର ତଦାରଖ ଓ ରୂପାୟନ…