Sign in
Sign in
Recover your password.
A password will be e-mailed to you.
ପାଇକ ସ୍ମରାକୀର ୨୭ ରେ ଶିଳାନ୍ୟାସ ପାଇଁ ରାଷ୍ଟ୍ରପତିଙ୍କୁ କରାଯାଇଛି ଅନୁରୋଧ
ଖୋର୍ଦ୍ଧା ବରୁଣେଇରେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଖୋର୍ଦ୍ଧା – ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୭ ତାରିଖ ଦିନ ପାଇକ ବିଦ୍ରୋହ ସ୍ମାରକିର ଶିଳାନ୍ୟାସ କରିବା ପାଇଁ ଅନୁରୋଧ…
୧୯ରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କର ୪ଦିନିଆ ଓଡିଶା ଗସ୍ତ
ବାରିପଦା/ ଭୁବନେଶ୍ୱର : ବିଶ୍ୱବିଖ୍ୟାତ ମାନଵବାଦୀ,ଆଧ୍ୟାତ୍ମିକ ଗୁରୁ ଏବଂ ଆର୍ଟ ଅଫ ଲିଭିଂ ସଂସ୍ଥା ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ତା ୧୯ ରୁ ୨୩ ସେପ୍ଟେମ୍ବର ୨୦୧୯ରିଖ ପର୍ଯ୍ୟନ୍ତ ଚାରି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଅବସର ରେ ପରମ ପୂଜ୍ୟ ଗୁରୁଦେବ…
ଥାନା- ଡାକ୍ତରଖାନାରେ ଆରଂଭ ହେବ ସୁରାଜ : ରହିବନି ଆଉ ପୁଲିସିଆ ତୋଡ , ଗାନ୍ଧୀ ଜୟନ୍ତିରୁ ଆରମ୍ଭ ” ମୋ ସରକାର
ଲୋକଂକୁ ଖରାପ ବ୍ୟବହାର କଲେ ଚାକିରୀ ଯିବା ଆଶଙ୍କା, ଭଲ ହେଲେ ପୁରସ୍କାର
ଥାନାବାବୁମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ
ଭୁବନେଶ୍ୱର : ଆଉ ପୁଲିସିଆ ତୋଡ ରହିବ ନାହିଁ | ସାଧାରଣ ଲୋକ ଥାନାକୁ ଗଲେ ଆଉ ଅପଦସ୍ତ ହେବାକୁ ପଡିବ ନାହିଁ | ବ୍ୟବହାର…
ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିଜେପିର କାଶ୍ମିର ପ୍ରସଂଗରେ ଜନ ସମ୍ପର୍କ ଅଭିଯାନ
ଧାରା ୩୭୦ ଓ ୩୫ (କ) ଉଚ୍ଛେଦକୁ ପୂଣ୍ଣ ସମର୍ଥନ କଲେ ରମାକାନ୍ତ ରଥ
ଭୁବନେଶ୍ୱର, ସେପ୍ଟେମ୍ବର ୧୪ – ଜାମ୍ମୁ କାଶ୍ମିରରେ ଧାରା ୩୭୦ ଓ ୩୫ (କ) ଉଚ୍ଛେଦ ପରବର୍ତୀ ଲାଭ ସମ୍ପର୍କରେ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବାର ଉଦେ୍ଧଶ୍ୟ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ଲୋକାର୍ପିତ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରି ମୋଦିଙ୍କୁ ଜନ୍ମଦିନର ଭେଟି ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଓଡିଶାରେ ୪ କୋଟି ଟଙ୍କା ବ୍ୟୟରେ ୧୮୪ଟି ଶ୍ରେଣୀଗୃହ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ସହାୟତାରେ ହେଲା ସ୍ମାର୍ଟ କ୍ଲାସ ରୁମ
ଅବଦୁଲ କଲାମ୍, ମୋଦି…
ମୋଦିଙ୍କ ଶାସନକାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ବିଜେପିର ‘ସେବା ସପ୍ତାହ’ ଅଭିଯାନ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
‘ସେବା ସପ୍ତାହ’ ଅବସରରେ ସାରା ରାଜ୍ୟରେ ଜନସେବା ଓ ସଚେତନତାର ଲମ୍ବା ଯୋଜନା
ରାଜ୍ୟ ସବୁ ପଂଚାୟତ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ବ୍ୟାପକ ଯୋଜନା
ରାଜ୍ୟବ୍ୟାପୀ…
ବାଳିକା ହାଇସ୍କୁଲ୍ ରେ ହିନ୍ଦୀ ଦିବସ ପାଳିତ
ପଦ୍ମପୁର : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । ବରିଷ୍ଠ ଶିକ୍ଷକ ବୃନ୍ଦାବନ ଦାଶ କାର୍ଯ୍ୟକ୍ରମ ସଂଯୋଜନା…
ବଢୁଛି ଜଙ୍ଗଲୀ ହାତୀ ଉପଦ୍ରବ, ଚିନ୍ତାରେ ଧାନ ଚାଷୀ..
ଆଠମଲ୍ଲିକରୁ ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତରେ କିଛିଦିନ ହେଲାଣି ହାତୀ ଉପଦ୍ରବ୍ ବଢ଼ିଚାଲିଛି I ଗତକାଲି ରାତିରେ ଗୌତମପୁର ଗ୍ରାମର ବାବୁଲା ନାଏକ,ବସନ୍ତ ସେଠି, ବୈଲୋଚନ ସେଠି,ବାନାମ୍ବର ଗିରିଙ୍କ ଧାନ କ୍ଷେତରେ ତିନୋଟି ହାତୀ ପଶି ଧାନ ଖାଇବା ସହିତ ମାଡି ଦଳି…
ମଧ୍ୟାହ୍ନ ଭୋଜନ ବଦଳ ରେ ମନ୍ଦିର ଭୋଗ ଦେବା ଘଟଣା :ଦଧିବାମନ କୃଷକ ସଂଘର କାର୍ଯ୍ୟIନୁଷ୍ଠାନ ଦାବି
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ହାଇସ୍କୁଲରେ ଗତ ଜୁଲାଇ ୯ ତାରିଖରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନ ଖାଇ ଏକ ମନ୍ଦିର ରେ ଭୋଗ ଖାଇଥିଲେ I ହେଲେ ହାଇସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁ ଛାତ୍ର ଛାତ୍ରୀ…
ଜଣେ ହାର୍ଟ ପେସେଣ୍ଟ ସ୍ୱିପରଙ୍କ ଛୁଟିର ଦରମା କରାଇ ଦେବାକୁ ୭୦୦୦ଟଙ୍କା ଟଙ୍କା ନେଉଥିଲେ ଡାକ୍ତର
ଟଙ୍କା ନେଲା ବେଳେ ଡାକ୍ତରଙ୍କୁ ରେଡ ହାଣ୍ଡ ଧଇଲା ଭିଜିଲାନ୍ସ
ନୂଆପଡା ଜିଲ୍ଲା ସିନାପାଲି ରୁ ନିରାକାର ମେହେର : ଦିନ କୁ ଦିନ ଲାଞ୍ଚ ଦେବା ନେବା ବଢ଼ି ଯାଉଥିବା ବେଳେ ଆଜି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ | ଜଣେ ସ୍ବୀପର ହାତ ରୁ 7000 ଟଙ୍କା…