ବଳକା ମାଛ ବିକିବାକୁ ଯାଇ ଫେରିଲେଣି ପେଟୁ 

ସକାଳୁ ଅଙ୍ଗ ନଦୀରୁ ମିଳିଲା ମୃତଦେହ : ପୋଲିସ ତଦନ୍ତ ଜାରି  ବରଗଡ :- ଗତ କାଲି  ପାଇକମାଲ ବ୍ଲକ ଲଖମରା ପଞ୍ଚାୟତ ବମରିତ ଗ୍ରାମର ଯୋଗେନ୍ଦ୍ର ବରିହା @ପେଟୁ(48) ନଇଁ ରୁ ମାଛ ଧରି ଘରକୁ ଫେରିଥିଲେ । ମାଛର ପରିମାଣ ବେସିଥିବାରୁ ଘର ଲୋକେ ଏତେ ମାଛ କଣ ହେବ , ବଜାର ରେ ନେଇ ବିକି ଆସିବାକୁ…

ମାଉସୀଘରେ ଝିଆରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୁନାଗଡ଼(ଆଦିତ୍ୟ ମହାନ୍ତି)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗ୍ରାମରେ ମାଉସୀଘରେ  ଝିଆରୀଙ୍କ ଆତ୍ମହତ୍ୟା କରିବା ଘଟଣା ଏଠାରେ ଛାଞ୍ଚଲ୍ୟ ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ସହରସ୍ଥିତ ମଦଭାଟି ପଡାର କପରୁଚନ ବେଶ୍ରାଙ୍କ ଝିଅ ବବି ବେଶ୍ରା(୧୬)…

ଶେଷରେ ନ୍ୟାୟ ପାଇଲା ନୀରିହ ଝିଅଟି

 ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତ୍ରୁଟି ସୁଧାରିଲେ ହଷ୍ଟେଲ କର୍ତ୍ତୃପକ୍ଷ  ରୋଗର ଚିକିତ୍ସା ହେଲା, ସ୍କୁଲକୁ ଫେରିଲା ନିରୀହ ବାଳିକା  ବରଗଡ / ଭୁବନେଶ୍ୱର : କିଛି ଦିନ ତଳେ ରେଢ଼ାଖୋଲ ବ୍ଲକ ମହୁଲମୁଣ୍ଡାର ଅରକ୍ଷିତ ମୁଣ୍ଡାଙ୍କୁ ସରକାରୀ ଆବାସ, ଆଉ ଜଣେ ୮୦ ବର୍ଷର ବରିଷ୍ଠ ନାଗରିକଙ୍କୁ…

ରାଉଲକେଲା ରେ ୨ୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ : ପାରଳାରୁ ଗୁରୁ ରଘୁନାଥ ପାତ୍ର

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ୨ୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ  ଗତକାଲି  ରାଉରକେଲା ସ୍ଥିତ ମାଁ  ବାଟ ମଙ୍ଗଳା କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ଉଦ୍ ଘାଟିତ ହୋଇଥିଲା ।      ଏହି ସମାରୋହ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ହିମାଂଶୁ ଶେଖର…

 ବିଡି ଶ୍ରମିକ ମାନଙ୍କର ଦାବି ପୁରଣ ନହେଲେ ରାସ୍ତାକୁ ଓହ୍ଲାଇବେ : ସଂଘ

ଭଦ୍ରକ : ସରକାର ସମସ୍ତଙ୍କ ଦାବି ପୁରଣ କରୁଥିବା ବେଳେ ବିଡି ଶ୍ରମିକ ମାନଙ୍କ ଦାବିକୁ ନେଇ ଚୁପ୍ ରହୁଥିବା ଘଟଣା ବିଡି ଶ୍ରମିକ ପରିବାର ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଏବେବି ଦୁଃଖ କଷ୍ଟରେ ନିଜର ପରିବାର ଚଳାଉଥିବା ବିଡି ଶ୍ରମିକ ମାନେ ନିଜର ହକ୍ ପାଇଁ ଲଢେଇ କରୁଥିବା ବେଳେ ସରକାର…

ଗୁମ୍ମା ହାଇସ୍କୁଲ ଠାରେ ହିନ୍ଦୀ ଦିବସ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ।         ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଦେବଦାସ ତାମରାପୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୀ ଭାଷାର ଉପଯୋଗୀତା ସମ୍ପର୍କରେ …

ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୬୫ଟି ମାମଲାର ହୋଇଛି ଫଇସଲା  

ଜଗତସିଂହପୁର:(ରମେଶ ମହାନ୍ତି):-ଆଜି ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ଆନନ୍ଦ ଚରଣ ବେହେରାଙ୍କ ତତ୍ୱାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ପରିବାର ଅଦାଲତର ଜଜ୍ ଡକ୍ଟର ଜୀବନ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ହିନ୍ଦୀ ଦିବସ ପାଳିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି  ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର  ପ୍ରାର୍ଥନା ସଭା ଗୃହ ଠାରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର  ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା  ସଭାପତିତ୍ବ କରି ଅତିଥି ପରିଚୟ ପ୍ରଦାନ କରିଥିଲେ…

NDRF ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ବରଗଡ :- NDRF ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ କଟକ ଶାଖା ଦ୍ୱାରା  ଗତ 2 ଦିନ ହେଲା ପଦ୍ମପୁର ଉପଖଣ୍ଡ ର ପାଇକମାଲ ଓ ପଦ୍ମପୁର ଠାରେ ସଭା କରି ଛାତ୍ର ଛାତ୍ରୀ , ଅଧିକାରୀ ଓ ଜନସାଧାରଣ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବାର ବିଭିନ୍ନ କୌଶଳ ବାବଦରେ ବୁଝାଇବା ସହିତ ଜନ…

୧୭ କେଜିରୁ ଅଧିକ ଗଞ୍ଜେଇ ଜବତ : କିଛି ଘୋଡଉନି ତ ବାରିପଦା ପୋଲିସ !!!

ଲୋକଙ୍କ ଅଭିଯୋଗ : ପ୍ରଭାବଶାଳୀ ବସ ମାଲିକକୁ ସୁରକ୍ଷା ଦେବା ନିମନ୍ତେ ପୁଲିସର ହାଇ ପ୍ରୋଫାଇଲ ଡ୍ରାମା !  ବାରିପଦା/ ଭୁବନେଶ୍ୱର - ବାରିପଦା ଘରୋଇ ବସଷ୍ଟାଣ୍ଡରୁ ସେପ୍ଟେମ୍ବର ୧୪ ଶନିବାର ପୂର୍ବାହ୍ନରେ ଟାଉନଥାନା ପୁଲିସ ପକ୍ଷରୁ ମୋଟ ୧୭.୮୨୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାର ପୁଲିସ…