Sign in
Sign in
Recover your password.
A password will be e-mailed to you.
ସଫଳ ହେଉଛି ମ୍ୟାଲେରିଆ ନିରାକରଣ ଅଭିଯାନ : ଦୁର୍ଗମ ଅଞ୍ଚଳରେ ହ୍ରାସ ପାଉଛନ୍ତି ମ୍ୟାଲେରିଆ ରୋଗୀ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଅଞ୍ଚଳରେ ଏକଦା ମ୍ୟାଲେରିଆ ରୋଗର ଗଡ଼ କୁହା ଯାଉଥିବା ଗୁରୁଣ୍ଡିଆ ବ୍ଲକ କୁଚେଇତା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଂଚଳ କେନ୍ଦୁଘାଟି ଗ୍ରାମରେ ମ୍ୟାଲେରିଆ ରୋଗ ଆଶାନୁରୂପ ନିୟନ୍ତ୍ରଣ ଅବସ୍ଥାକୁ ଆସିଥିବା ପରିଲକ୍ଷିତ ହୋଇଛି…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଅଭାବ : ରୋଗୀସେବା ବିପର୍ଯ୍ୟସ୍ତ
ସୁନ୍ଦରଗଡ/ - ସୁନ୍ଦରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା | ପିଏଚସି ସିଏଚସି ଅବସ୍ଥା କହିଲେ ନସରେ | ପ୍ରାୟତଃ ଜାଗାରେ ଡାକ୍ତର ଅଭାବ | କୋଉଠି ଡାକ୍ତର ନାହାନ୍ତି ତ କେଉଁଠି ଡାକ୍ତର ନିଯୁକ୍ତି ହୋଇ ବି ଯାଉନାହାନ୍ତି | ଆଉ ଡାକ୍ତରଙ୍କ ଅଭାବରୁ ନର୍ସ ମାନେ ମଧ୍ୟ…
ଜଳ ଏଠି ଜହର
ବଢୁଛି କିଡିନି ରୋଗିଙ୍କ ସଂଖ୍ୟା ୫ଟି ଗ୍ରାମରେ ୧୨ ଆକ୍ରାନ୍ତ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନକୁ ଦିନ କିଡିନି ରୋଗ ଙ୍କ ସଂଖ୍ୟା ବୁଦ୍ଧି ପାଇବାରେ କେତେକ ଗ୍ରାମରେ ଏହି କିଡିନି ରୋଗୀ ବ୍ୟାପିବାରେ…
କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀ, ୫ଟି ଅଭିଯୋଗର ତତ୍କାଳ ଫଇସଲା
ଜଗତସିଂହପୁର:(ରମେଶ ମହାନ୍ତି):-କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଆଜି (ସୋମବାର)ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ଏହି…
ଜଗତସିଂହପୁର ଦୁର୍ଗାପୂଜା ସମୟରେ ବାଜିବନି ଡିଜେ ସାଉଣ୍ଡ
ରାବଣପୋଡି ଓ ଭସାଣୀ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ:ଜିଲ୍ଲାପାଳ
ମୁର୍ତ୍ତି ବିସର୍ଜନ ପାଇଁ ହେବ ନୂତନ ପୋଖରୀ ଖନନ
ଜଗତସିଂହପୁରରେ ଦୁର୍ଗାପୂଜା,ରାବଣପୋଡି ଓ ଭସାଣୀ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର:(ରମେଶ ମହାନ୍ତି):-ଆଗାମୀ ଦଶହରା ପର୍ବ,ରାବଣ…
ତୈଳିକ ବୈଶ୍ୟ ସମାଜ ଶାନ୍ତି ନଗର ପଦ୍ମପୁର ପକ୍ଷରୁ ୨ୟ ନୂଆଁଖାଇ ଭେଟଘାଟ
ପଦ୍ମପୁର: ତୈଳିକ ବୈଶ୍ୟ ସମାଜ ଶାନ୍ତି ନଗର ପଦ୍ମପୁରର ୨ୟ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ପଦ୍ମପୁର ଠାରେ ଡ. ବିରଂଚି ସାହୁ ଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଝସ କେତନ…
ଗୁଜରାଟରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଲିଲେ ନୁଆଁଖାଇ ଭେଟଘାଟ ।
ବରୋଦା/ଶାସକ ପ୍ରଶାସକ-ଗୁଜରାଟର ବରୋଦା ସହରରେ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଦ୍ୱାରା ଓ.ଏନ.ଜି.ସି କ୍ଲବ ଠାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଠାରେ ନବାହ୍ନ ଅର୍ପଣ କରାଯାଇଥିଲା । ପରେ ସମସ୍ତେ ନବାହ୍ନ ଭକ୍ଷଣ କରିଥିଲେ । ବଡ ମାନଙ୍କୁ …
“ଧୋକାବାଜି , ଦଲାଳି ଓ ବେଇମାନିର ସମସ୍ତ ସୀମା ଟପି ସାରିଛନ୍ତି ଇତିଶ”
ଇତିିଶ ପ୍ରଧାନଙ୍କ ଗିରଫ ଦାବୀ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର - ଦଳୀୟ ବିଶୃଙ୍ଖଳାକୁ ଆଧାର କରି ଗତ ୧୪.୯.୨୦୧୯ ରିଖ ଦିନ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଶ୍ରୀ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ମୋଥା ରୋହିତ୍ ଛାତ୍ର…
ଓଡ଼ିଶା ବିପିୟୁଟି ଛାତ୍ରସଂଘର ତରଫରୁ ଇଞ୍ଜିନିୟର ଦିବସ ପାଳିତ
ଭୁବନେଶ୍ୱର : ଓଡ଼ିଶା ବିପିୟୁଟି ଛାତ୍ର ସଂଘ ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରସରରେ ଇଞ୍ଜିନିୟର ଦିବସ ପାଳନ କରାଯିବା ସହିତ ସଂଘର ୧୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ୨୦୧୯-୨୦ ବର୍ଷ ପାଇଁ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ବିଶାଳ ବିପିୟୁଟି…
ଅପମିଶ୍ରିତ କଫ ସିରଫ ଓ ମଦ ଜବତ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ବିଭିନ୍ନ ସ୍ଥାନରେ ପାଇକମାଲ ପୋଲିସ ଦ୍ୱାରା ଅସାଧୁ କଫ ସିରଫ ବ୍ୟବସାୟୀଙ୍କର ଉପରେ ଚଢ଼ାଉ ଜାରି ରହିଛି । ଆଜି ପାଇକମାଲ ପୋଲିସ ମହୁଳପାଳି ଗ୍ରାମର ଲିଙ୍ଗରାଜ ବେହେରାର ଘରେ ଚଢ଼ାଉ କରି ଲିଙ୍ଗରାଜ ପାଖରୁ ଦଶ ଲିଟର ଅପମିଶ୍ରିତ କଫ ସିରଫ ସହିତ ବିଦେଶୀ…