ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମୁକ୍ତ ବିଭାଗ ଜାତୀୟ ସେବା ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ସରକାରଙ୍କ ସଂଶୋଧିତ ନୂତନ ମୋଟରଯାନ ଅଧିନିୟମ -୨୦୧୯ ସେପ୍ଟେମ୍ବର ପହିଲାରୁ ଭାରତ ସହ ଓଡ଼ିଶାରେ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ ଏହାକୁ କେନ୍ଦ୍ର କରି ରାଜ୍ୟରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି । ରାଜଧାନୀ ଭୂବନେଶ୍ୱରସ୍ଥିତ ରାଜମହଲ ଛକରେ…

ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ରେ ଇଞ୍ଜିନିୟର୍ସ ଦିବସ ମହା ସମାରୋହରେ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି)  - ବାରିପଦା ସହର ଉପକଣ୍ଠ ପୋଡା ଅସ୍ତିଆର ବାହାଦୁରପୁରସ୍ଥ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲଜି ଆନୁକୁଲ୍ୟରେ ଇଞ୍ଜିନିୟର୍ସ ଦିବସ ରବିବାର ମହା ସମାରୋହରେ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ…

ଆମ୍ବେଦକର  ଯୁବକ ସଂଘ ତରଫରୁ ନୂଆଖାଇ ଭେଟ ଘାଟ

ବରଗଡ :- ବରଗଡ଼ ଜିଲ୍ଲାପଦ୍ମପୁର ଉପଖଣ୍ଡ ଫଟାମୁଣ୍ଡା ଗ୍ରାମର ବି ଆର ଆମ୍ବେଦକର  ଯୁବକ ସଂଘ ତରଫରୁ ନୂଆଖାଇ ଭେଟ ଘାଟ ଅନୁଷ୍ଠିତ  ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜନାରେ ଅନୁଷ୍ଠିତ ଷହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆବାହକ…

ଶାସକ ପ୍ରଶାସକ ପ୍ରଭାବ : ନ୍ୟାୟ ପାଇଲେ ନିର୍ଯାତିତା ଶିକ୍ଷୟିତ୍ରୀ 

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ତ୍ୱରିତ ତତ୍ପରତା କଡା କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ  ନିଲମ୍ବିତ ହେଲେ  ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ   ନିରାପତ୍ତା ଦୃଷ୍ଟିରୁ  ଶିକ୍ଷୟିତ୍ରୀଙ୍କୁ କରାଗଲା ଅନ୍ୟ ବିଦ୍ୟାଳୟକୁ ବଦଳି   ବରଗଡ଼/ କନ୍ଧମାଳ : :-ଗତ ଅଗଷ୍ଟ ମାସ…

“ସୁନ୍ଦରଗଡରୁ ଝାରସୁଗୁଡା ରେଳଷ୍ଟେସନକୁ ସ୍ୱତନ୍ତ୍ର ସିଟି ବସ ସେବା ଆରମ୍ଭ ହେଉ”  

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିକଟରେ ଦାବି କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ          ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ )  - ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା କୁ ସୁତା ଭାବରେ ବ୍ୟବହାର କରି ଭିନ୍ନ ଭିନ୍ନ ପୁଷ୍ପରୂପୀ ପଶ୍ଚିମାଞ୍ଚଳ ର ସମସ୍ତ ଜିଲ୍ଲାକୁ ଏକ ମାଳାରେ ଗୁନ୍ଥିବା ଲକ୍ଷ୍ୟ ଓ…

କ୍ବାର୍ଟର ଛାଡ଼ିନଥିବା ପୂର୍ବତନ  ବିଧାୟକ/ବିଧାୟିକାଙ୍କ ସରକାରୀ ବାସଗୃହକୁ ହେବ ବିଦ୍ୟୁତ  ଓ ପାଣି ବନ୍ଦ

ସଂଯୋଗ ଯଥାଶୀଘ୍ର ବିଚ୍ଛିନ୍ନ କରିବାକୁ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ ବୈଠକ ଭୁବନେଶ୍ୱର:  ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଜି ବାଚସ୍ପତି ଡ.…

ଡାବା ଡାଲିଆ ଧରି ଠିକାଦାର ଛୁ, ଅଧାରେ ରହିଛି ରାସ୍ତା କାମ 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା : ଲେଙ୍ଗୁମାହା ଠାରୁ ନହୁଡ଼ିମାହା ରାସ୍ତା 2.95କିମି ରାସ୍ତା ନିମ୍ନ ମାନ ଅଭିଯୋଗ  ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ଅଧୀନସ୍ଥ ସୁଗୁଡ଼ବାଡ଼ି ଗ୍ରାମ ପଞ୍ଚଯାତର ନାହୁଡ଼ି ମାହା,ମୁରୁଡ଼ି କୁପୁଡ଼ା,ସନ୍ଦରେଜୁ ଏବଂ…

ଗଜପତି ୱାକର୍ସ କ୍ଲବ ପକ୍ଷରୁ  ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି  ୱାକର୍ସ  କ୍ଲବ ପକ୍ଷରୁ  ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ଛଅ ଘଣ୍ଟା ସମୟରେ ମହାରାଜଙ୍କ ରାଜମହଲ ସାମନା ଠାରୁ ଏହି  ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଗ୍ରାମ୍ୟ…

ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ ଜିଲ୍ଲା ପରିଷଦ ସଭାପତି  ଅନିତା ରାଣୀ ବେହେରାଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହ ଅଧ୍ୟକ୍ଷତାରେ…

ଦୟନୀୟ ସ୍ଥିତି ଦେଇ ଗତି କରୁଛି ଅଣ୍ଡା ଶିଳ୍ପ: ସମସ୍ୟା ସମାଧାନ ପାଇଁ କମିଟି ଗଠନ

ଏନ୍ଇସିସିର ଚାଷୀମାରଣ ନୀତି ଯୋଗୁଁ  ଅଣ୍ଡା ଚାଷୀ କ୍ଷତିଗ୍ରସ୍ତ  ଭୁୁବନେଶ୍ୱର: ରାଜ୍ୟର ଅଣ୍ଡା ଶିଳ୍ପ (ଲେୟାର ଫ।ର୍ମ) ଗତ କିଛି ମାସ ଧରି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲାବେଳେ ଏହାର ସଳ ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଭୁବନେଶ୍ୱରଠାରେ ଏକାଠି ହୋଇଛନ୍ତି…