ହୋପ ଫୋର ଇଣ୍ଡିଆ ମଣ୍ଡଳୀରେ ପ୍ରାକ ବଡ଼ଦିନ ଉତ୍ସବ 

0

ଘୁ.ଉଦୟଗିରି :କନ୍ଧମାଳ ରାଇକିଆ ବ୍ଲକ ପେଟାପାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡ଼ାମ୍ବା ହୋପ ଫୋର ଇଣ୍ଡିଆ ମଣ୍ଡଳୀରେ ଆନନ୍ଦ ଉଲ୍ଲାସର ସହ ପ୍ରାକ ବଡ଼ଦିନ ଉତ୍ସବ ପାଳିତ ହୋଇଛି I ଏହି ଉତ୍ସବରେ ଦୀପେଶ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ରାଇକିଆ ଉପାଧକ୍ଷା ସୁରେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗେଦେବା ସହ ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ୱାଦିକ ସାମନ୍ତ ଶେଖର ନାୟକ, ଅବକାଶ ନାୟକ, ସନ୍ତୋଷ ଦିଗାଲ, ବୀରେନ୍ଦ୍ର ବଳିୟାରସିଂ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I ଏହି ଉତ୍ସବକୁ ପାଳକ ଅନିଲ କୁମାର ଦିଗାଳ ପରିଚାଳନା କରିଥିଲେ I ମୁଖ୍ୟବକ୍ତା ବାଇବଲ ଧର୍ମ ଶାସ୍ତ୍ରରୁ ଯୀଶୁଙ୍କବାଣୀ ପ୍ରଚାର କରି ଥିଲେ I ଏହା ସହ ମଣ୍ଡଳୀର କୁନିକୁନି ପିଲା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ I ଉତ୍ସବର ଉଦଘାଟନ ମୁଖ୍ୟଆତିଥି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ଥିଲେ I

 

Leave A Reply

Your email address will not be published.