Sign in
Sign in
Recover your password.
A password will be e-mailed to you.
ଝଙ୍କଡର ମା’ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ
ଜଗତସିଂହପୁର:(ରମେଶ ମହାନ୍ତି):-ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ଜଗତସିଂହପୁର ଜିଲ୍ଲାର କନକପୁର ସ୍ଥିତ ଝଙ୍କଡ ବାସିନୀ ମା'ଶାରଳା ଠାକୁରାଣୀଙ୍କ ଶାରଦୀୟ ପାର୍ବଣପୂଜା ମୁଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ୧୪ ଦିନ ପୂଜା ପଡୁଥିବାରୁ ଆସନ୍ତା ମାସ ୫ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଏହି…
ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିରଞ୍ଜନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଜଗତସିଂହପୁର:(ରମେଶ ମହାନ୍ତି):-ଜଣେ ଆଂଶିକ ଭିନ୍ନକ୍ଷମ ଯୁବତୀ(୧୮)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ସ୍ପେଶାଲ ଟ୍ରାକ କୋର୍ଟର ବିଚାରପତି ମହେଶ୍ୱେତା ପରିଜା ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ସୂଚନାନୁଯାୟୀ ଜଗତସିଂହପୁର ଥାନା ଅନ୍ତର୍ଗତ ଗୋବିନ୍ଦା ପୋଖରୀ…
ଅଯୋଗ୍ୟ ଘୋଷିତ ହେଲେ ସମିତି ସଦସ୍ୟ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବରିଷ୍ଠ ଦେୱାନୀ ଆଦାଲତ ଜଜ୍ ସୁଶୀଲ କୁମାର ସାହୁ ଆଜି ଏକ ନିର୍ବାଚନୀ ମାମଲାର ବିଚାର କରି ପାଟଳୀପୁର ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସିଂଙ୍କ ସଦସ୍ୟ ପଦକୁ ବାଜ୍ୟାପ୍ତି କରିବା ସହ ପରାଜିତ ପ୍ରାର୍ଥୀ ଶ୍ରୀକାନ୍ତ ସିଂଙ୍କୁ ନିର୍ବାଚିତ ସଦସ୍ୟ…
ନିଜକୁ ନାବାର୍ଡର଼୍ ମ୍ୟାନେଜର ପରିଚୟ ଦେଇ ଠକେଇ : ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦା(ଦିଲୀପ ମହାନ୍ତି )- ବାରିପଦା ଏସଡ଼ିଜେଏମ ସୁମିତ୍ରା ଆଚାର୍ଯ୍ୟ ଆଜି ଏକ ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ନକଲି ନାବାଡର଼୍ ମ୍ୟାନେଜର ତଥା ମୋରଡ଼ା ଥାନା ଝିଙ୍କିରିଆ ଗ୍ରାମର ଚିନ୍ତାମଣି ନାୟକଙ୍କ ପୁଅ ପ୍ରଶାନ୍ତ କୁମାର ନାୟକ(୪୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଇପିସି ଧାରା…
ନାମ ନେଲେ ରୋଡ଼ ରୋମିଓ ସୋହେଲ : କଲେଜ ଝିଅଙ୍କୁ କମେଣ୍ଟ ମାରି ଗଲେ ମାମୁ ଘର
ବାରିପଦା(Dillip mohanty)- ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଆସୁଥିବା ଏକ ବିବାହିତା ଛାତ୍ରୀଙ୍କୁ ଛଉପଡ଼ିଆ ରାସ୍ତାରେ କମେଣ୍ଟ ମାରିବା ଓ ପିଛା କରିବା ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ରୋଡ଼ ରୋମିଓକୁ ଆଜି ମହାବିଦ୍ୟାଳୟର କେତେକ ଛାତ୍ରୀମାନେ ଏକତ୍ରିତ…
ପିସ୍ତଲ ଦେଖାଇ ହତ୍ୟା ଧମକ: ବନ୍ଧା ହେଲା ଯୁବଜ, ଜବତ ହେଲା ପିସ୍ତଲ
ସୋହେଲା(ଶାସକପ୍ରଶାସକ)-ଆଜି ସୋହେଲା ପୋଲିସ ଅର୍ଜୁଣ୍ଡା ଗ୍ରାମର ଜଣେ ଯୁବକଙ୍କୁ ଦେଶୀ ପିସ୍ତଲ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ ଲୁହାର । ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ଦେଶୀ ପିସ୍ତଲକୁ ଜବତ କରିଛି । ପ୍ରକାଶ…
ବୁଦ୍ଧୁରାୟ ମରିନି ତ , ମରିଗଲା ସ୍କୁଲ କର୍ତ୍ତୃପକ୍ଷଙ୍କ “ମୁରବୀ ଆଉ ମଣିଷ ପଣିଆ”
ସ୍କୁଲ କର୍ତ୍ତୃପକ୍ଷର ଅବହେଳା ଭଣଜାର ଜୀବନ ନେଲା- ମାମୁଁ ବୀରସିଂ ମାର୍ଣ୍ଡି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନରେ ଥିବା ଗଡ଼ିଗାଁ ସରକାରୀ ହାଇସ୍କୃଲ କର୍ତ୍ତୃପକ୍ଷଙ୍କ ଶତ ପ୍ରତିଶତ ଅବହେଳା ମୋର ଭଣଜାର ଜୀବନ ନେଲା । ସଠିକ୍ ସମୟରେ ହସପିଟାଲ ଅଥବା…
ହ୍ୟାଟ୍ସ ଅପ :ବେସାହାରା ୪ ପିଲାଙ୍କୁ ସାହାରା ହେଲା ଆଦିବାସୀ ବିକାଶ ସମିତି
ବଡ଼ବିଲ (ଶାସକ ପ୍ରଶାସକ) : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରସିଦ୍ଧ ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ବିକାଶ ସମିତି ସଦ୍ୟ ବେସାହାରା ହୋଇଥିବା ୪ ଜଣ ମା ଛେଉଣ୍ଡ ଛୁଆଙ୍କୁ କୋଳେଇ ନେଇଛି। ଆଜି ପୂର୍ବାହ୍ନରେ ଏକ ହତ୍ୟା ଘଟଣା ବଡ଼ବିଲ…
ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା 24 ରୁ ଅର୍ଥନୈତିକ ଅବରୋଧ
ବରଗଡ :- ପଶ୍ଚିମ ଓଡିଶାର ଯେ କୋଣସି ସ୍ଥାନରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା କାଲି 24 ତାରିଖରୁ 30 ତାରିଖ ପର୍ଯନ୍ତ ବରଗଡ଼ ରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବରଗଡ଼ ଓକିଲ ସଂଘ ପକ୍ଷରୁ କୁହାଯାଇଛି । ଆଜି ବରଗଡ଼ ରେ ଓକିଲ ସଂଘର କର୍ମକର୍ତା ମାନେ ସଂଘ ର…
କାର୍ଲ ମାର୍କ୍ସ ହେଉଛନ୍ତି ରାଜନୈତିକ ବୁଦ୍ଧ-ଗାନ୍ଧୀ ମାନବତାର ସାଧକ
ଭୁବନେଶ୍ୱର: ଆଜକୁ ଦେଢଶହ ବର୍ଷ ତଳେ ଭାରତରେ ଜନ୍ମ ହୋଇ ସାରା ବିଶ୍ୱକୁ ମାନବତାର ବାର୍ତ୍ତା ଦେଇଥିଲେ ଗାନ୍ଧିଜୀ । ମାର୍କ୍ସଙ୍କର ଜନ୍ମ ଦୁଇଶହ ବର୍ଷ ତଳେ ଜର୍ମାନରେ । ଲଣ୍ଡନ ଲାଇବ୍ରେରୀରେ ଦୀର୍ଘ ବାରବର୍ଷ କାଳ ସାଧନାର ଫଳସ୍ୱରୂପ ବିଶ୍ୱକୁ ନୂଆ ରାଜନୈତିକ, ଅର୍ଥନୈତିକ ଦିଶା ଦେଖାଇଥିଲେ…